Breaking News

ଭିଡିଓ ଦେଖନ୍ତୁ – ଓଡିଆ ଅଭିନେତ୍ରୀ ଝିଲ୍ଲିକ (Jhilik) ବାବୁଶାନଙ୍କ ପୁଅକୁ ଦେଖି କଣ କହିଲେ ଦେଖନ୍ତୁ

ଦର୍ଶକ ବନ୍ଧୁ ଝିଲ୍ଲିକ ବାବୁଶାନ୍ ଙ୍କ ପୁଅ କୁ ଦେଖା କରିବାକୁ ଯାଇଛନ୍ତି ଓ ବାବୁଶାନ୍ ଙ୍କୁ କଣ କହିଛନ୍ତି । ତାହେଲେ ଆସନ୍ତୁ ଏହି ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମରେ ।ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ଗତ ପାଞ୍ଚ ଦିନ ତଳେ ବାବୁଶାନ୍ ଓ ତୃପ୍ତି ଙ୍କ ର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ଯାହାର ନାମ ବାବୁଶାନ୍ ଦେଇଛନ୍ତି ସମର୍ଥ ।ଏହି ଖୁସି ରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଖୁସି ର ଲହରୀ ଖେଳିଯାଇଛି । ବାବୁଶାନ୍ ଙ୍କ ର ପୁଅ ହେଲା ପରେ ବାବୁଶାନ୍ ଙ୍କୁ ସମସ୍ତ ଅଭିନେତା ଓ ଅଭିନେତ୍ରୀ ଅଭିନନ୍ଦନ ଜଣାଇବା ସହ ହସ୍ପିଟାଲ୍ ରେ ପହଞ୍ଚିଛନ୍ତି । ବାବୁଶାନ୍ ତାଙ୍କ ପୁଅ ଫଟୋ ଓ ଭିଡିଓ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଦର୍ଶକ ମାନ ଙ୍କ ସହ ସେୟାର କରିଛନ୍ତି ।

ଯାହାକୁ ଦର୍ଶକ ମାନେ ଦେଖି କହିଛନ୍ତି ଯେ ଆଗାମୀ ଦିନ ମାନ ଙ୍କ ର ବାବୁଶାନ୍ । ବାବୁଶାନ୍ ଓ ତୃପ୍ତି ବର୍ତ୍ତମାନ ଖୁସି ରେ ଅଛନ୍ତି । ବାବୁଶାନ୍ ଙ୍କ ସ୍ତ୍ରୀ ତୃପ୍ତି ଓ ତାଙ୍କ ପୁଅ ସୁସ୍ଥ ଅଛନ୍ତି । ଏହି ଖୁସି ରେ ବାବୁଶାନ୍ ସମସ୍ତ ଙ୍କୁ ମିଠା ବାଣ୍ଟିବା ସହ ତାଙ୍କ ଫ୍ୟାନ ମାନ ଙ୍କୁ ସେୟାର କରିଛନ୍ତି । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ତୃପ୍ତି ହେଉଛନ୍ତି ତାଙ୍କ ପିଲା ଦିନ ର ସାଙ୍ଗ । ଦୁହେଁ ଦୁହିଁଙ୍କୁ ବହୁତ୍ ଭଲ ପାଉଥିଲେ ଓ ଗତ କିଛି ବର୍ଷ ତଳେ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ସେ ତାଙ୍କ ପୁଅ ହେବା ଖୁସି ରେ ତାଙ୍କ ଘରେ ଏକ ପାର୍ଟି ର ଆୟୋଜନ କରିଥିଲେ ।

ଏହି ପାର୍ଟି ରେ ସେ ସମସ୍ତ ଅଭିନେତା ମାନ ଙ୍କୁ ନିମନ୍ତ୍ରଣ କରିଥିଲେ ଓ ଯାହାର ଫୋଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଥିଲେ । ଯାହା ବର୍ତ୍ତମାନ ସମୟ ରେ ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଛି ଯେ ଝିଲ୍ଲିକ୍ ବାବୁଶାନ୍ ଙ୍କ ଘର କୁ ଯାଇ ତାଙ୍କ ପୁଅ କୁ ଦେଖା କରିବା ସହ ବାବୁଶାନ୍ ପୁଅ ଙ୍କୁ କହିଛନ୍ତି ଯେ କୁନି ବାବୁଶାନ୍ ବହୁତ୍ ସୁନ୍ଦର୍ ହୋଇଛନ୍ତି ଓ ଆଗାମୀ ଦିନ ମାନ ଙ୍କ ରେ ବାପା ଙ୍କ ଭଳି ଜଣେ ସଫଳ ମଣିଷ ହୋଇ ପାରିବେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.