Breaking News

ତରଙ୍ଗ ଟିଭି ର ଅଭିନେତ୍ରୀ ତନୁଜା (Ranjita) ଓ ତାଙ୍କ ଓ ପ୍ରକୃତ ପରିବାର ବିଷୟ ରେ ଜାଣିବା

ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଉଳୀଉଡ ଜଗତ ର କଳାକାର ମାନ ଙ୍କୁ ସେମାନେ ବହୁ ସଂଘର୍ଷ ଓ ପରିଶ୍ରମ କରି ସେ ଆଜି ଉଳିଉଡ଼ ଜଗତ ରେ ପ୍ରବେଶ କରିଛନ୍ତି । ଆପଣ ମାନେ ଜାଣିଥିବେ ଏହି କଳାକାର ମାନେ କିଛି ନା କିଛି କାରଣ ପାଇଁ ସବୁବେଳେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହୋଇଥାନ୍ତି । ଆଜି ଆମେ ଜାଣିବା ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତ୍ରୀ ଙ୍କ ବିଷୟ ରେ । ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତାରା ତାରିଣୀ ଧାରାବାହିକ ରେ ଅଭିନୟ କରୁଥିବା ତନୁଜା ଙ୍କ ବିଷୟ ରେ । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ଜବରଦସ୍ତ ଅଭିନୟ ତାରା ତାରିଣୀ ଧାରାବାହିକ ରେ।

ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ତାରା ତାରିଣୀ ଓଡ଼ିଶାର ନମ୍ୱର୍ ୱାନ୍ ଶିରିଏଲ୍ ହୋଇପାରିଛି ଓ ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି । ହଁ ବନ୍ଧୁ ଆଜି ଆମେ ଜାଣିବା । ତାଙ୍କ ପ୍ରକୃତ ନାମ ହେଉଛି ରଞ୍ଜିତା ପାଣିଗ୍ରାହୀ। ସେ ୧୯୯୬ ମସିହା ଡିସେମ୍ବର ୧୦ ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଜନ୍ମ ସ୍ଥାନ ହଉଛି ମଧୁସୂଦନ ପୁର ,ଭଦ୍ରକ । ତାଙ୍କ ମାଆ ଙ୍କ ନାମ ସୁଲୋଚନା ପାଣିଗ୍ରାହୀ ଆଉ ବାପା ବସନ୍ତ ପାଣିଗ୍ରାହୀ । ରଞ୍ଜିତା ପାଣିଗ୍ରାହୀ ଙ୍କ ବାପା ମା ଉଭୟ ସରକାରୀ କର୍ମଚାରୀ ।

ତାଙ୍କ ପରିବାର ରେ ସେ ଆଉ ତାଙ୍କ ୪ ଭଉଣୀ ଅଛନ୍ତି । ରଞ୍ଜିତା ଙ୍କ ଅଜା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ।ପିଲା ଟି ଦିନ ରୁ ରଞ୍ଜିତା ଙ୍କ ନାଚ,ଗୀତ ପ୍ରତି ଆଗ୍ରହ ଥିଲା । ସେ ମାତ୍ର ୩ ବର୍ଷ ବୟସରେ ସେ ଗୀତ ଗାଇଥିଲେ । ୨୦୧୬ ମସିହା ରେ ରଞ୍ଜିତା ରଜ କ୍ୱୀନି ରେ ବିଜେତା ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ଲୋକ ଲୋଚନ କୁ ଆସିଥିଲେ । ତାରା ତାରିଣୀ ଧାରାବାହିକ ରେ ତନୁଜା ଭୂମିକାରେ ଅଭିନୟ କରିବା ସହ ଓଡ଼ିଆ ଆଲବମ୍ ରେ ମଧ୍ୟ ଅଭିନୟ କରିଛନ୍ତି ।

ସେ ମାଷ୍ଟର ଡିଗ୍ରୀ ସମ୍ପୂର୍ଣ କରିଛନ୍ତି । ମାସ କମ୍ୟୁନିକେସନ ଆଣ୍ଡ ଜର୍ନାଲିଶିମ୍ ( BGU) ୟୁନିଭର ସିଟ୍ ରେ । ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ କିଛି ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ତାଙ୍କ ପରିବାର ନଜର ଆସିବା ସହ ତରଙ୍ଗ ଟିଭି ର ତାରା ତାରିଣୀ ର ସମସ୍ତ ଅଭିନେତ୍ରୀ ମନେ ମଧ୍ୟ ନଜର ଆସିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *