Breaking News

ଭିଡିଓ ଦେଖନ୍ତୁ – ବରଫ ରେ କିପରି ମଜା ମସ୍ତି କରୁଛନ୍ତି ନବ ବିବାହିତା ସବ୍ୟସାଚୀ ଓ ଅର୍ଚ୍ଚିତା (Sabyasachi Archita)

ବାହାଘର ପରେ ପ୍ରଥମ ଥର ପାଇଁ ଗଲେ ହନିମୁନ ସବ୍ୟସାଚୀ ଓ ଅର୍ଚ୍ଚିତା । ତାହେଲେ ଆସନ୍ତୁ ଜାଣିବା ଏହି ବିଷୟ ରେ ଆମର ଏହି ପେଜ ମାଧ୍ୟମରେ । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ମାସ ତଳେ ରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ସବ୍ୟସାଚୀ ଓ ଅର୍ଚ୍ଚିତା ରାଜସ୍ଥାନ ର ଏକ ବିଲାସ ପୂର୍ଣ୍ଣ ସ୍ଥାନ ରେ ରାଜକୀୟ ଢଙ୍ଗ ରେ ବିବାହ କରିଥିଲେ । ସବ୍ୟ ଓ ଅର୍ଚ୍ଚିତା ଙ୍କ ପରିବାର ଉପସ୍ଥିତି ଥିଲେ ଏବଂ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ ଘର ଟି ସମ୍ପୂର୍ଣ ହୋଇଥିଲା ।

ବିବାହ ର କିଛି ଦିନ ପରେ ସେ ଓଡ଼ିଶା କୁ ଫେରିଥିଲେ ଓ ତାଙ୍କ ବିବାହ ଘର ର ରିଶେପେଶନ ଭୁବନେଶ୍ୱର ରେ ଆୟୋଜନ କରିଥିଲେ । ଏହି ବିବାହ ପାଟି ରେ ଅନେକ ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିଲେ ।ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ପାଞ୍ଚ ଗୋଟି ଓଡ଼ିଆ ଫିଲ୍ମ୍ ରେ ଅଭିନୟ କରି ସାରିଲେଣି ସବ୍ୟସାଚୀ ଏବଂ ଅର୍ଚ୍ଚିତା । ତାଙ୍କର ଏହି ଅଭିନୟ ଦେଖିବା ପାଇଁ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥାଆନ୍ତି । ତାଙ୍କର ରିଶୀପେସନ୍ ଓଡ଼ିଆ ଫିଲ୍ମ୍ ର ଅନେକ ଅଭିନେତା ଓ ଅଭିନେତ୍ରୀ ଯୋଗ ଦବା ସହ ତାଙ୍କ ଫ୍ୟାନ ମାନେ ମଧ୍ୟ ଆସିଥିଲେ ।

ତାଙ୍କ ବିବାହ ରିଶିପେସନ ଏକ ନିଆରା ଢଙ୍ଗରେ କରିଥିଲେ । ବର୍ତ୍ତମାନ ସୋସିଆଲ ମିଡିଆ ରେ ଏକ ଖବର ଭାଇରାଲ ହବା ରେ ଲାଗିଛି ଯେ ବାହାଘର ପରେ ପ୍ରଥମ ଥର ପାଇଁ ହନିମୁନ କୁ ଯାଇଛନ୍ତି । ହଁ ଦର୍ଶକ ବନ୍ଧୁ ସବ୍ୟସାଚୀ ଓ ଅର୍ଚ୍ଚିତା ତାଙ୍କ ବାହାଘର ପରେ ପ୍ରଥମ ଥର ପାଇଁ ହନିମୁନ ଯାଇଛନ୍ତି ।

ସେ ତାଙ୍କ ହନିମୁନ ବୁଲିଯିବା ର ବହୁ ଗୁଡ଼ିଏ ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ଆଉ ଏହି ଫଟୋ ରେ ଦୁହେଁ ମଜା ମସ୍ତି କରିବା ସହିତ ସେଠାରେ ଥିବା ସମସ୍ତ ସ୍ଥାନ ଦେଖୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ବରଫ ରେ ଚାଲିବା ର ମଜା ନେଉଛନ୍ତି ସବ୍ୟ ଓ ଅର୍ଚ୍ଚିତା ଖାଲି ସେତିକି ନୁହେଁ ବନ୍ଧୁ ଗଣ ସେମାନେ ବରଫ ଅଞ୍ଚଳ ରେ ବୁଲିବା ସହ ବରଫ ରେ ଖେଳୁଥିବା ର ଓ ବହୁ ମଜା ମସ୍ତି କରିବା ର ଦୃଶ୍ୟ ଦେଖିବାକୁ ମିଳିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *