Breaking News

ଭିଡିଓ ଦେଖନ୍ତୁ – ଝିଲ୍ଲିକ (Jhilik) କିପରି ଓଡିଆ ହିରୋଇନ ଭୂମିକା ଓ ଶିବାନୀଙ୍କ ସହ ମଜା ମସ୍ତି କରୁଛନ୍ତି

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଓଡ଼ିଆ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ଝିଲ୍ଲିକ୍ , ଶିବାନୀ ଓ ଭୂମିକା କିପରି ମଜା ମସ୍ତି କରୁଛନ୍ତି ଜାଣିବା । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଅଲିଉଡ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତ୍ରୀ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ । ହଁ ବନ୍ଧୁ ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ ଅଲିଉଡ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଛନ୍ତି । ବର୍ତ୍ତମାନ ଝିଲ୍ଲିକ୍ ଙ୍କ ଆଉ ଫିଲ୍ମ୍ ଦେଖିବାକୁ ମିଳୁନି କାରଣ ସେ ଗତ ବର୍ଷ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ସେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଛନ୍ତି ।

ଝିଳିକ ଙ୍କ ବିବାହ ରେ ଓଡ଼ିଆ ଫିଲ୍ମ୍ ଏବଂ ସିରିଏଲ୍ ଦୁନିଆ ର ଅନେକ ଲୋକ ପ୍ରିୟ ଅଭିନେତା ଏବଂ ଲୋକ ପ୍ରିୟ ଅଭିନେତ୍ରୀ ଯୋଗ ଦେଇଥିଲେ । ଶିବାନୀ- ଆପଣ ମାନେ ନିଶ୍ଚୟ ଦେଖିଥିବେ ଶିବାନୀ ଙ୍କୁ ଅନେକ ଚଳଚ୍ଚିତ୍ର ରେ ଜବରଦସ୍ତ ଅଭିନୟ । ତାଙ୍କ ଏହି ଅଭିନୟ ପାଇଁ ସେ ଛୋଟ ବେଳୁ ପରିଚିତ । ତାଙ୍କ ଅଭିନୟ ଫଳ ରେ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ର ନମ୍ୱର୍ ୱାନ ହିରୋଇନ୍ ହବା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଛନ୍ତି ।

ଭୂମିକା – ଆପଣ ମାନେ ନିଶ୍ଚୟ ଦେଖିଥିବେ ଶିବାନୀ ଙ୍କୁ ଅନେକ ଚଳଚ୍ଚିତ୍ର ରେ ଜବରଦସ୍ତ ଅଭିନୟ । ସେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ସେ ଛୋଟ ବେଳୁ ପରିଚିତ । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ର ନମ୍ବର ୱାନ ହିରୋଇନ୍ ହବା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ନାମ ମଧ୍ୟ ଅର୍ଜନ କରିଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆ ଆକାଉଣ୍ଟ ରେ ଭାଇରାଲ ହବା ରେ ଲାଗିଛି ଏକ ଭିଡିଓ ଯେଉଁ ଭିଡିଓ ରେ ଝିଲ୍ଲିକ୍, ଶିବାନୀ ଓ ଭୂମିକା ନଜର ଆସିଛନ୍ତି ।ଏହି ଭିଡିଓ ଟି ରେ ସେମାନେ ବହୁ ମଜା ମସ୍ତି କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଝିଲିକୁ, ଶିବାନୀ ଓ ଭୂମିକା କିଛି ମୁହୂର୍ତ୍ତ ପାଇଁ ଏକାଠି ହୋଇଥିଲେ ଓ ଏକ ଭିଡିଓ କରିଥିଲେ ସେହି ସମୟ ରେ ଯାହା ବର୍ତ୍ତମାନ ଭାଇରାଲ ହବା ରେ ଲାଗିଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *