Breaking News

ଏହି କାରଣ ପାଇଁ ତାରା ତାରିଣୀର ନାୟିକା ତାରିଣୀ (Lipi) ସିରିଏଲ ଛାଡିଲେ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଲୋକମାନେ ଚଳଚ୍ଚିତ୍ର ଦେଖିବା ଅପେକ୍ଷା ସିରିଏଲ ଦେଖିବାକୁ ବହୁତ ଭଲ ପାଆନ୍ତି।ତେବେ ଏହି ସିରିଏଲ ରେ ଅଭିନୟ କରୁଥିବା କଳାକାର ମାନଙ୍କ ବିଷୟରେ ଅଧିକ କିଛି ଜାଣିବା ପାଇଁ ସବୁବେଳେ ଇଛା ରଖିଥାନ୍ତି।ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛି ତାରା ତାରିଣୀ ସିରିଏଲ ରେ ଅଭିନୟ କରୁଥିବା ଅଭିନେତ୍ରୀ ଲିପି ଙ୍କ ବିଷୟରେ ତେବେ ଆସନ୍ତୁ ଲିପି ଙ୍କ ବିଷୟରେ କିଛି ଅଜଣା କଥା ଜାଣିବା ।


ଆପଣ ମାନେ ଜାଣିଥିବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ତାରା ତାରିଣୀ ରେ ଲିପି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।ତେବେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ଏହି ସିରିଏଲ ଟି ବହୁତ ଲୋକପ୍ରିୟତା ହାସଲ କରି ପାରିଛି। ତେବେ ତାରିଣୀ ଙ୍କର ଜବରଦସ୍ତ ଅଭିନୟ ପାଇଁ ଲୋକମାନେ ଏହି ସିରିଏଲ ଟିକୁ ବହୁତ ପସନ୍ଦ କରନ୍ତି। ଯିଏ କି ଏହି ଧାରାବାହିକ ର ମୁଖ୍ୟ ଚରିତ୍ର ।ଯାହାଙ୍କ ପ୍ରକୃତ ନାମ ହେଉଛି ଲିପି ।


ତେବେ ଲିଲି ବେଷ୍ଟ ଆକ୍ଟର ଆୱାର୍ଡ ମଧ୍ୟ ପାଇଛନ୍ତି ଏହି ଧାରାବାହିକ ଜରିଆରେ । ତାଙ୍କୁ ଶ୍ରେଷ୍ଠ ନାୟିକା ଆୱାର୍ଡ ମଧ୍ୟ ମିଳିଛି ତରଙ୍ଗ ଟିଭି ରୁ। ତେବେ ତାରିଣୀ ଏବେ ଏହି ଧାରାବାହିକ ଛାଡିବାକୁ ବସିଛନ୍ତି।ତେବେ କଣ ପାଇଁ ସେ ଏହି ଧାରାବାହିକ ଛାଡିବାକୁ ବସିଛନ୍ତି ଜାଣିବାକୁ ହେଲେ ଆମର ଏହି ଲେଖା ଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ। ତେବେ ଧାରାବାହିକ ଛାଡିବେ ଲିପି ଏବେ ଏହି ଧାରାବାହିକ ରେ କିଛି ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଛୋଟ ତାରା ତାରିଣୀ ଏବେ ବଡ଼ ହୋଇସାରିଲେଣି ।

ତେବେ ଏହି ଧାରାବାହିକ ର ନାମ 19 ତାରିଖ ଠାରୁ ପରିବର୍ତ୍ତନ ହୋଇ ତାରିଣୀ ଆଖିର ତାରା ଦେଖିବାକୁ ପାଇବେ ଏଥିରେ ନବାଗତ ଭାବେ ତାରା ଏବଂ ତାରିଣୀ ଙ୍କୁ ସୁମନ ପଟନାୟକ ଏବଂ ଅସୀମା ପାତ୍ର ଙ୍କୁ ଦେଖିବାକୁ ପାଇବେ । ଯିଏ କି ଏହି ଧାରାବାହିକ ରେ ବଡ ତାରା ଓ ତାରିଣୀ ଭୂମିକାରେ ନଜର ଆସିବେ ।ତେବେ ଏଥିରେ ତାରିଣୀ ଙ୍କ ସ୍ଥାନ ରହିବ ନାହିଁ ବୋଲି ଜଣା ପଡ଼ିଛି। ତେବେ ଏଥିରେ ତାରିଣୀ ରହିବେ କି ନାହିଁ ସଠିକ ଭାବରେ ଜଣା ପଡିନାହିଁ। ତେବେ ଏହି ପରିବର୍ତ୍ତନ ଲୋକମାନଙ୍କୁ ବହୁତ ଭାବ ବିହ୍ଵଳ କରି ପକାଉଛି । କାରଣ ଏହି ଧାରାବାହିକ ରେ ଲୋକାମନେ ତାରିଣୀ ଙ୍କୁ ବହୁତ ପସନ୍ଦ କରୁଥିଲେ ।

 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *