Breaking News

ଭିଡିଓ ଦେଖନ୍ତୁ – ପୁଅର ଷଷ୍ଠୀ ପୂଜା କିପରି କରିଲେ ଓଡିଆ ହିରୋ ବାବୁଶାନ (Babushan)

ହସ୍ପିଟାଲ୍ ରୁ ଘର କୁ ଫେରିବା ପରେ ଏକ ପାର୍ଟି ର ଆୟୋଜନ କରିଛନ୍ତି । ତାହାଲେ ଆସନ୍ତୁ ଜାଣିବା ଏହି ବିଷୟ ରେ ଆମର ଏହି ପେଜ ମାଧ୍ୟମରେ । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ଗତ ୪ ଦିନ ତଳେ ବାବୁଶାନ୍ ଓ ତୃପ୍ତି ଙ୍କ ର ଏକ ପୁତ୍ର ସନ୍ତାନ ହୋଇଛି । ଯାହାର ଫଟୋ ଓ ଭିଡିଓ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଦର୍ଶକ ମାନ ଙ୍କ ସହ ସେୟାର କରିଛନ୍ତି । ଆପଣ ମାନେ ଜାଣିଥିବେ ୨୦୧୪ ମସିହା ରେ ଓଡ଼ିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ବାବୁଶାନ୍ ମହାନ୍ତି ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ସେ ତାଙ୍କ ପିଲା ଦିନ ସାଙ୍ଗ ତୃପ୍ତି ଙ୍କୁ ବିବାହ କରିଥିଲେ । ଏହି ବିବାହ ଉତ୍ସବରେ ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ଯୋଗ ଦେଇଥିଲେ । ଗତ ଚ ୪ ଦିନ ତଳେ ବାବୁଶାନ୍ ଙ୍କ ଏକ ପୁଅ ଜନ୍ମ ଗ୍ରହଣ କରିଛି ।

ଏହି ଖୁସି ଖବର ପାଇଲା ପରେ ବାବୁଶାନ୍ ସୁଟିଂ ଠାରୁ ସିଧା ସଳଖ ମେଡିକାଲ୍ ରେ ପହଞ୍ଚିଥିଲେ ଓ ତାଙ୍କ ପୁଅ ଦେଖା କରିବା ସହିତ ଖେଳୁଥିବା ର ମଧ୍ୟ ନଜର ଆସିଛନ୍ତି । ବାବୁଶାନ୍ ଓ ତୃପ୍ତି ନିଜର ପୁଅ ର ନାମ କରଣ କରି ସାରିଛନ୍ତି ସେ ତାଙ୍କ ପୁଅ ର ନାମ ରଖୁଛନ୍ତି ସମତ୍ । ସାଧାରଣ ତଃ ବାବୁସାନ୍ ତାଙ୍କ ପର୍ଶନାଲ୍ ଲାଇଫ ବିଷୟ ରେ କେବେ ହେଲେ ସେୟାର କରି ନାହାନ୍ତି ସୋସିଆଲ ମିଡିଆରେ କାରଣ ସେ ତାଙ୍କର ପର୍ଶନାଲ ଲାଇଫ କ୍ୟାମେରା ଠାରୁ ଦୂରେଇ ରଖିବାକୁ ବହୁତ୍ ଭଲ ପାଇଥାନ୍ତି ।

ପୁଅ ହବା ଖୁସି ରେ ବାବୁଶାନ୍ ଏକ ପାର୍ଟି ର ଆୟୋଜନ ରଖିଥିଲେ ଯେଉଁଥିରେ ସେ ବବି ମିଶ୍ର ଙ୍କୁ ଡାକିଥିଲେ । ବବି ମିଶ୍ର ତାଙ୍କ ସୋସିଆଲ ଆକାଉଣ୍ଟ୍ ରେ ଏକ ଫଟୋ ସେୟାର କରିଥିଲେ ଓ ଲେଖିଥିଲେ ଯେ ମସ୍ତି ଫର୍ ବାବୁଶାନ୍ ବ୍ଲେସ ଉଇଥ ଏ ବେବି ବୟେ ସାମର୍ଥ । ଏଥିରୁ ଜଣା ପଡ଼ିଛି ଯେ ବାବୁଶାନ୍ ଓ ତୃପ୍ତି ନିଜର ପୁଅ ର ନାମ ରଖିଛନ୍ତି ସାମର୍ଥ । ବାବୁଶାନ୍ ତାଙ୍କ ପୁଅ ର ନାମ ସାମର୍ଥ ରଖିଛନ୍ତି ବୋଲି ଏ ପର୍ଯ୍ୟନ୍ତ ସୋସିଆଲ ମିଡ଼ିଆ ରେ ଜଣେଇ ନାହାଁନ୍ତି କିନ୍ତୁ ବବି ମିଶ୍ର ସୋସିଆଲ ମିଡିଆ ରେ ଯେଉଁ ଫଟୋ ଟି ସେୟାର କରିଛନ୍ତି ଓ ଲେଖିଛନ୍ତି ସେଥିରୁ ସ୍ପଷ୍ଟ ଜଣା ପଡ଼ିଲା ଯେ ବାବୁଶାନ୍ ତାଙ୍କ ପୁଅ ର ନାମ ସାମର୍ଥ୍ ଦେଇଛନ୍ତି ।।


ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.