ଆପଣ ମାନେ ଜାଣିଥିବେ ବନ୍ଧୁ ଗଣ ଆଜି ଏ ଏଇ ଦୁନିଆ ରେ ମନ୍ୟୁଷ ଜୀବନ ଏତେ ବ୍ୟସ୍ତ ବହୁଳ ଲୋକମାନେ ଟିକେ ଭଲ ରେ ରହିବାକୁ ବା ସୁଖ୍ ରେ ରହିବାକୁ ସମୟ ପାଆନ୍ତି ନାହିଁ । ହଁ ବନ୍ଧୁ ବହୁତ୍ ଲୋକ ଅଛନ୍ତି ସେମାନେ ଟିକେ ଖୁସି ରେ ରହିବା ପାଇଁ ଅନେକ କିଛି କରିବାକୁ ଭଲ ପାଆନ୍ତି । ଯେମିତି କି ଗୀତ ଗାଇବା ସିରିଇଲେ ଦେଖିବା ନାଚ କରିବା ଏମିତି ଅନେକ୍ କିଛି କରି ଥାଆନ୍ତି । ହଁ ବନ୍ଧୁ ଯଦି ଆପଣ ଭଲ ଗୀତ ଗାଉଛନ୍ତି ତାହାଲେ ଆପଣ ସବୁଠି ପରିଚିତ ହୋଇପାରିବେ ।
ହଁ ବନ୍ଧୁ ଯେମିତି ଆମ ଉଲିଉଡ ଇଣ୍ଡଷ୍ଟ୍ରି ରେ ଅନେକ ଗାୟକ ଓ ଗାୟିକା ଅଛନ୍ତି ଯେଉଁମାନେ ଭଲ ଗୀତ ଗାଈ ସବୁଠି ପରିଚିତ । ହଁ ବନ୍ଧୁ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏମିତି ଏକ ଗାୟକ ଅଛନ୍ତି । ଯାହାଙ୍କ ଗୀତ ଦର୍ଶକ ଙ୍କ ହୃଦୟ କୁ ଛୁଇଁପାରିଛି । ହଁ ବନ୍ଧୁ ଆମେ କହୁଛୁ ଓଡ଼ିଆ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ ଙ୍କ ବିଷୟ ରେ । ହଁ ବନ୍ଧୁ ଆପଣ ମାନେ ତାଙ୍କ ର ଗୀତ ନିଶ୍ଚିନ୍ତ ଶୁଣିଥିବେ । ସତ୍ୟଜିତ ଙ୍କ ସମସ୍ତ ଗୀତ ସୁପର୍ ହୋଇଛି ଓ ଲୋକ ମାନ ଙ୍କ ହୃଦୟ କୁ ଛୁଇଁଛି । ଯାହା ଫଳରେ ସେ ଲୋକ ଙ୍କ ପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି ।
ସତ୍ୟଜିତ ଅନେକ ଓଡ଼ିଆ ଗୀତ ଗାଇବା ସହ ଅନେକ ଆଲବମ୍ ଗୀତ ମଧ୍ୟ ଗାଇଛନ୍ତି । ଦର୍ଶକ ବନ୍ଧୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଖବର ଭାଇରାଲ ହବା ରେ ଲାଗିଛି ଯେ ସତ୍ୟଜିତ ଙ୍କ ଘର କୁ ଆସିବାକୁ ଯାଉଛି ଏକ ଖୁସି ଖବର ତାହେଲେ ଏହି ଖୁସି ଖବର ଟି କଣ ଆସନ୍ତୁ ଜାଣିବା । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ସତ୍ୟଜିତ ଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ରଶ୍ମି ଆଉ ତାଙ୍କ ଡାକ ନାମ ହେଉଛି ଚିଙ୍କି ।
ତାହାଲେ ଖୁସି ଖବର ଟି ହେଉଛି ଯେ ସତ୍ୟଜିତ ବାପା ହବା କୁ ଯାଉଛନ୍ତି । ସେ ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ତାଙ୍କ ପତ୍ନୀ ଙ୍କୁ ଫଟୋ ପୋଷ୍ଟ କରିଛନ୍ତି ଆଉ ଲେଖିଛନ୍ତି ଯେ ମୁଁ ଖୁବ୍ ଶୀଘ୍ର ବାପା ହବାକୁ ଯାଉଛି । ସତ୍ୟଜିତ ବର୍ତ୍ତମାନ ବହୁ ଖୁସି ଅଛନ୍ତି ଓ ତାଙ୍କର ଏହି ଖୁସି କୁ ସେ ଦର୍ଶକ ଙ୍କୁ ସେୟାର କରିଛନ୍ତି । ଏହି ଖୁସି ଖବର ଶୁଣି ତାଙ୍କ ଫ୍ୟାନ ମାନେ ବହୁତ୍ ଖୁସି ଅଛନ୍ତି ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ