Breaking News

ଓଡ଼ିଆ ଇଣ୍ଡଷ୍ଟ୍ରିର ଗାୟକ ସତ୍ୟଜିତ (Satyajit) ତାଙ୍କ ଫ୍ୟାନ ମାନ ଙ୍କୁ ଦେଲେ ଖୁସି ଖବର, ସେ ବାପା ହେବା ପାଇଁ ଯାଉଛନ୍ତି

ଆପଣ ମାନେ ଜାଣିଥିବେ ବନ୍ଧୁ ଗଣ ଆଜି ଏ ଏଇ ଦୁନିଆ ରେ ମନ୍ୟୁଷ ଜୀବନ ଏତେ ବ୍ୟସ୍ତ ବହୁଳ ଲୋକମାନେ ଟିକେ ଭଲ ରେ ରହିବାକୁ ବା ସୁଖ୍ ରେ ରହିବାକୁ ସମୟ ପାଆନ୍ତି ନାହିଁ । ହଁ ବନ୍ଧୁ ବହୁତ୍ ଲୋକ ଅଛନ୍ତି ସେମାନେ ଟିକେ ଖୁସି ରେ ରହିବା ପାଇଁ ଅନେକ କିଛି କରିବାକୁ ଭଲ ପାଆନ୍ତି । ଯେମିତି କି ଗୀତ ଗାଇବା ସିରିଇଲେ ଦେଖିବା ନାଚ କରିବା ଏମିତି ଅନେକ୍ କିଛି କରି ଥାଆନ୍ତି । ହଁ ବନ୍ଧୁ ଯଦି ଆପଣ ଭଲ ଗୀତ ଗାଉଛନ୍ତି ତାହାଲେ ଆପଣ ସବୁଠି ପରିଚିତ ହୋଇପାରିବେ ।

ହଁ ବନ୍ଧୁ ଯେମିତି ଆମ ଉଲିଉଡ ଇଣ୍ଡଷ୍ଟ୍ରି ରେ ଅନେକ ଗାୟକ ଓ ଗାୟିକା ଅଛନ୍ତି ଯେଉଁମାନେ ଭଲ ଗୀତ ଗାଈ ସବୁଠି ପରିଚିତ । ହଁ ବନ୍ଧୁ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏମିତି ଏକ ଗାୟକ ଅଛନ୍ତି । ଯାହାଙ୍କ ଗୀତ ଦର୍ଶକ ଙ୍କ ହୃଦୟ କୁ ଛୁଇଁପାରିଛି । ହଁ ବନ୍ଧୁ ଆମେ କହୁଛୁ ଓଡ଼ିଆ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ ଙ୍କ ବିଷୟ ରେ । ହଁ ବନ୍ଧୁ ଆପଣ ମାନେ ତାଙ୍କ ର ଗୀତ ନିଶ୍ଚିନ୍ତ ଶୁଣିଥିବେ । ସତ୍ୟଜିତ ଙ୍କ ସମସ୍ତ ଗୀତ ସୁପର୍ ହୋଇଛି ଓ ଲୋକ ମାନ ଙ୍କ ହୃଦୟ କୁ ଛୁଇଁଛି । ଯାହା ଫଳରେ ସେ ଲୋକ ଙ୍କ ପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି ।

ସତ୍ୟଜିତ ଅନେକ ଓଡ଼ିଆ ଗୀତ ଗାଇବା ସହ ଅନେକ ଆଲବମ୍ ଗୀତ ମଧ୍ୟ ଗାଇଛନ୍ତି । ଦର୍ଶକ ବନ୍ଧୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଖବର ଭାଇରାଲ ହବା ରେ ଲାଗିଛି ଯେ ସତ୍ୟଜିତ ଙ୍କ ଘର କୁ ଆସିବାକୁ ଯାଉଛି ଏକ ଖୁସି ଖବର ତାହେଲେ ଏହି ଖୁସି ଖବର ଟି କଣ ଆସନ୍ତୁ ଜାଣିବା । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ସତ୍ୟଜିତ ଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ରଶ୍ମି ଆଉ ତାଙ୍କ ଡାକ ନାମ ହେଉଛି ଚିଙ୍କି ।

ତାହାଲେ ଖୁସି ଖବର ଟି ହେଉଛି ଯେ ସତ୍ୟଜିତ ବାପା ହବା କୁ ଯାଉଛନ୍ତି । ସେ ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ତାଙ୍କ ପତ୍ନୀ ଙ୍କୁ ଫଟୋ ପୋଷ୍ଟ କରିଛନ୍ତି ଆଉ ଲେଖିଛନ୍ତି ଯେ ମୁଁ ଖୁବ୍ ଶୀଘ୍ର ବାପା ହବାକୁ ଯାଉଛି । ସତ୍ୟଜିତ ବର୍ତ୍ତମାନ ବହୁ ଖୁସି ଅଛନ୍ତି ଓ ତାଙ୍କର ଏହି ଖୁସି କୁ ସେ ଦର୍ଶକ ଙ୍କୁ ସେୟାର କରିଛନ୍ତି । ଏହି ଖୁସି ଖବର ଶୁଣି ତାଙ୍କ ଫ୍ୟାନ ମାନେ ବହୁତ୍ ଖୁସି ଅଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *