Breaking News

ମାୟା ସିରିଏଲର ଅଭିନେତ୍ରୀ କୁହୁ (Soumyaka)ଙ୍କ ପୁରା ପରିବାର ଫଟୋ ପ୍ରଥମ ଥର ପାଇଁ ଦେଖନ୍ତୁ

ଆଜି ଆମେ ଜାଣିବା ମାୟା ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତ୍ରୀ କୁହୁ ଙ୍କ ବିଷୟ ରେ । ସେ କେଉଁଠାରେ ରହୁଛନ୍ତି ଓ ତାଙ୍କ ପରିବାର କେଉଁ ମାନେ ଅଛନ୍ତି । ତାଙ୍କର ସମସ୍ତ ବିଷୟ ରେ ଆମେ ଆପଣ ଙ୍କୁ ଜଣେଇବୁ ଆମର ଏହି ପେଜ ମାଧ୍ୟମରେ । ଦର୍ଶକ ବନ୍ଧୁ ଆପଣ ମାନେ ଦେଖିଥିବେ ଓଡ଼ିଆ ଚ୍ୟାନେଲ ତରଙ୍ଗ ରେ ପ୍ରସାରିତ ହେଉଥିବା ମେଘା ଧାରା ବାହୀକ ମାୟା । ହଁ ବନ୍ଧୁ ମାୟା ଯେଉଁ ସିରୀଏଲ୍ କି ଲୋକ ମାନ ଙ୍କୁ ପସନ୍ଦ ଆସିଛି ।

ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ମାୟା ଶିରିଏଲ ରେ ଜବରଦସ୍ତ ଅଭିନୟ କରୁଥିବା କୁହୁ ଙ୍କୁ ସେ ନାଗେଶ୍ ଙ୍କ ଭଉଣୀ ଚରିତ୍ର ରେ ଅଭିନୟ କରୁଛନ୍ତି । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ଆଜି ମାୟା ଧାରାବାହିକ ଟି ଓଡ଼ିଶା ର ନମ୍ୱର୍। କୁହୁ ଙ୍କୁ ଆପଣ ସବୁଦିନ ମାୟା ଧାରା ଵାହିକ ରେ ଜବରଦସ୍ତ ଅଭିନୟ କରୁଥିବାର ଦେଖୁଛନ୍ତି । ଏହି ଅଭିନୟ ପାଇଁ ସେ ଆଜି ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି । ହଁ ବନ୍ଧୁ ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ପ୍ରିୟ ହୋଇପାରିଛନ୍ତି ।

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା କୁହୁ ଙ୍କ ପରିବାର ରେ କେଉଁ ମାନେ ଅଛନ୍ତି ଓ ସେ କେଉଁଠାରେ ରହିଛନ୍ତି । ତାଙ୍କ ପରିବାର ରେ ତାଙ୍କ ଭାଇ,ଭାଉଜ,ବାପା,ମା ସମସ୍ତେ ଅଛନ୍ତି । କୁହୁ ତାଙ୍କ ପରିବାର ସହ ଭୁବନେଶ୍ୱର ରେ ରହୁଛନ୍ତି । ଭୁବନେଶ୍ୱର ଠୁ ସେ ସୁଟିଂ ସେଟ୍ ଯାଇଥାନ୍ତି । ସେ ଆଗରୁ କୌଣସି ଧାରାବାହିକ ରେ ଅଭିନୟ କରିନାହାନ୍ତି । ଗ୍ରାଜ୍ୟୁସନ୍ ସମ୍ପୂର୍ଣ କରି ସେ ଓଡ଼ିଆ ଧାରାବାହିକ ମାୟା ରେ ଅଭିନୟ କରିଥିଲେ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.