ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଓଡ଼ିଆ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ଝିଲ୍ଲିକ୍ କିପରି ମାଙ୍କଡ଼ ମାନ ଙ୍କ ସହ ମଜା ମସ୍ତି କରୁଛନ୍ତି ଜାଣିବା ଆମର ଏହି ପେଜ ମାଧ୍ୟମରେ ।ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଅଲିଉଡ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତ୍ରୀ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ । ହଁ ବନ୍ଧୁ ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ ଅଲିଉଡ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଛନ୍ତି । ବର୍ତ୍ତମାନ ଝିଲ୍ଲିକ୍ ଙ୍କ ଆଉ ଫିଲ୍ମ୍ ଦେଖିବାକୁ ମିଳୁନି କାରଣ ସେ ଗତ ବର୍ଷ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।
ସେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଛନ୍ତି । ଝିଳିକ ଙ୍କ ବିବାହ ରେ ଓଡ଼ିଆ ଫିଲ୍ମ୍ ଏବଂ ସିରିଏଲ୍ ଦୁନିଆ ର ଅନେକ ଲୋକ ପ୍ରିୟ ଅଭିନେତା ଏବଂ ଲୋକ ପ୍ରିୟ ଅଭିନେତ୍ରୀ ଯୋଗ ଦେଇଥିଲେ । ଝିଲ୍ଲିକ୍ ବର୍ତ୍ତମାନ ତାଙ୍କ ଶାଶୁ ଘରେ ବହୁତ୍ ଖୁସି ରେ ଅଛନ୍ତି । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଝିଲ୍ଲିକ୍ ବିବାହ କରିବା ପରେ ଓଡ଼ିଆ ଫିଲ୍ମ୍ ରୁ ଦୂରେଇ ଯାଇଛନ୍ତି ସେ ତା ପରେ କୌଣସି ଫିଲ୍ମ୍ କରି ନାହାଁନ୍ତି।
ଆପଣ ମାନେ ନିଶ୍ଚୟ ଦେଖିଥିବେ ସୁପର୍ ମିଛୁଆ ରେ ଯେଉଁଥିରେ ଅଭିନେତା ବାବୁଶାନ୍ ଓ ଅଭିନେତ୍ରୀ ଝିଲ୍ଲିକ୍ ଅଭିନୟ କରିଥିଲେ ଯାହା ଫଳରେ ଏହି ଫିଲ୍ମ ଟି ସୁପର ହିଟ୍ ହୋଇଥିଲା । ସେ ବିବାହ କରିବା ପରେ ଆଉ କୌଣସି ଫିଲ୍ମ୍ ରେ ଅଭିନୟ କରିନାହାନ୍ତି । ବର୍ତ୍ତମାନ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ଙ୍କ ର ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହବା ରେ ଲାଗିଛି । ଯେଉଁ ଭିଡିଓ ଟା ରେ ସେ ମାଙ୍କଡ଼ ମାନ ଙ୍କୁ ଖାଇବା ଦବା ସହ ମଜା କରୁଥିବା ର ଦୃଶ୍ୟ ଦେଖିବାକୁ ମିଳିଛି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ