ଭାରତର ପୂର୍ବତନ କ୍ରିକେଟର ସମିକ୍ଷ ଅରୁନୁ ଲାଲ ୬୬ 5ବର୍ଷ ବୟସରେ ଦ୍ୱତୀୟ ଥର ବିଭାହ କରିଛନ୍ତି ଅରନୁ 38 ବର୍ଷିଆ ବୁଲୁବୁଲୁ ସାହାଙ୍କୁ କୋଲକାତାରେ ବିଭାହ କରିଛନ୍ତି ଉଭୟଙ୍କ ବୟସରେ 28 ବର୍ଷର ପର୍ଥକ୍ୟ ଅଛି ବଙ୍ଗଳା କ୍ରିକେଟର କି ସ୍ୱଦର୍ସ୍ୟ ବେତିତ ଅରୁନୁ ଲାଲ ଓ ବୁଲୁବୁଲୁ ଘନିଷ୍ଟ ବନ୍ଧୁମାନେ ଏହି ବିଭାହ ଉଛବରେ ଯୋଗ ଦେଇଥିଲେ ଅରୁନୁ ଏବଂ ବୁଲୁବୁଲୁ ଦୀର୍ଘ ଦିନରୁ ପରଷ୍ପରକୁ ଜାଣିଛନ୍ତି |
ମାସେ ତଳେ ଉଭୟଙ୍କ ନିର୍ବନ୍ଧ ଶେଷବ ହୋଇସାରିଥିଲା ଅରୁନୁ ତାଙ୍କର ପ୍ରଥମ ସ୍ତ୍ରୀ ରିମାଙ୍କୁ ଛାଡ଼ ପତ୍ର ଦେଇଛନ୍ତି ରିମା ଦୀର୍ଘ ଦିନ ଧରି ଅସୁସ୍ଥ ଅଛନ୍ତି ଏବଂ ସେ ଏହି ବିଭାହ ବିଷୟରେ ଜାଣିଛନ୍ତି | ଅରୁଙ୍କୁ ଦ୍ୱିତୀୟ ବିଭାହ ରେ ରିମା ବହୁତ ଖୁସି ଅଛନ୍ତି କୟାନସର ରୁ ହରାଇଥିବା ଅରୁନୁ ଲାଲଙ୍କ କୋଚିଂ ରେ ବେଙ୍ଗଲ ଦଳରେ 2020 ରେ ରଞ୍ଜି ଟ୍ରଫିର ଫାଇନାଲ କୁ ପ୍ରବେଶ କରିଥିଲେ |
ଚଳିତ ସିଜିନୀର କ୍ରମାଗତ 3ଟି ମ୍ୟାଚ ଜିତି ବେଙ୍ଗଲ କୂଅଟାର ଫାଇନାଲ ରେ ପହଞ୍ଚିଥିଲା | IPL ପରେ ରଞ୍ଜି ଟ୍ରଫିର କୂଅଟିର ଫାଇନାଲ ମ୍ୟାଚ ଖେଳାଯିବ ଅରୁନୁ ଲାଲ ଭାରତ ପକ୍ଷରୁ 13 ଟେଷ୍ଟ ମ୍ୟାଚ ରେ 729 ରନ ସଂଗ୍ରହ କରିଥିଲେ |
ସେ 13ଟି ଦିନରେ 122 ରନ କରିଥିଲେ ଅରୁନୁ 156 ଟି ପ୍ରଥମ ଶ୍ରେଣୀ ମ୍ୟାଚରେ 10 ହଜାର 421 ରନ ସଂଗ୍ରହ କରିଥିଲେ ଏଇ ସମୟରେ ସେ 30ଶତକ ଓ 43 ଅଧକ ଶତକ ମାରିଥିଲେ |
Check Also
ଆସିଗଲା ମେଟ୍ରିକ୍ ପରୀକ୍ଷା ରେଜଲ୍ଟ ତାରିଖ ଶୀଘ୍ର ଦେଖନ୍ତୁ, ବାହାରିବାକୁ ଯାଉଛି ମାଟ୍ରିକ ରେଜଲ୍ଟ…ଦେଖନ୍ତୁ କେଉଁ ସମୟରେ ବାହାରିବା ରେଜଲ୍ଟ !
ବର୍ତମାନର ବଡ଼ ଖବର ଛାତ୍ର ଛାତ୍ରୀ ଙ୍କ ପାଇଁ ବଡ଼ ଖୁସି ଖବର ଆସନ୍ତା ବୁଧବାର ପ୍ରକାଶ ପାଇବ ପାଇବା …