Breaking News

କେଉଁଠି କି ହନିମୁନ ପାଇଁ ଗଲେ ସବ୍ୟ ଓ ଅର୍ଚ୍ଚିତା (Sabyasachi – Archita) ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଦର୍ଶକ ବନ୍ଧୁ ହନିମୁନ ପାଇଁ ସବ୍ୟସାଚୀ ଅର୍ଚ୍ଚିତା ଙ୍କୁ ନେଇକିଯାଇଛନ୍ତି ବାହାର କୁ । ତାହାଲେ ସେ କେଉଁଠି କି ବୁଲିବାକୁ ଯାଇଛନ୍ତି ଆସନ୍ତୁ ଜାଣିବା ଆମର ଏହି ପେଜ ମାଧ୍ୟମରେ ।ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ମାସ ତଳେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ସବ୍ୟସାଚୀ ଓ ଅର୍ଚ୍ଚିତା ରାଜସ୍ଥାନ ର ଏକ ବିଲାସ ପୂର୍ଣ୍ଣ ସ୍ଥାନ ରେ ରାଜକୀୟ ଢଙ୍ଗ ରେ ବିବାହ କରିଥିଲେ । ସବ୍ୟ ଓ ଅର୍ଚ୍ଚିତା ଙ୍କ ପରିବାର ଉପସ୍ଥିତି ଥିଲେ ଏବଂ ଓଡ଼ିଆ ରୀତି ନୀତି ଅନୁସାରେ ବିବାହ ଘର ଟି ସମ୍ପୂର୍ଣ ହୋଇଥିଲା ।

ବିବାହ ର କିଛି ଦିନ ପରେ ସେ ଓଡ଼ିଶା କୁ ଫେରିଥିଲେ ଓ ତାଙ୍କ ବିବାହ ଘର ରିଶେପେଶନ ଭୁବନେଶ୍ୱର ରେ ଆୟୋଜନ କରିଥିଲେ । ଯେହେତୁ ତାଙ୍କର ବାହାଘରରେ ଓଡିଆ ସିନେମା ଓଡ଼ିଆ ଇଣ୍ଡଷ୍ଟ୍ରି ର କୌଣସି ଅଭିନେତା କି ଅଭିନେତ୍ରୀ ମାନେ ଯୋଗ ଦେଇନଥିଲେ |କିନ୍ତୁ ତାଙ୍କର ରିସେପ୍ସନ ପାର୍ଟି ସେ ଭୁବନେଶ୍ବର ର କ୍ରାଉନ ହୋଟେଲ ରେ ଦେଇଥିଲେ ଏବଂ ଏହି ରିସେପ୍ସନ ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଅଭିନେତା ଓ ଅଭିନେତ୍ରୀ କୁ ନିମନ୍ତ୍ରଣ ଦେଇଥିଲେ । ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ନିମନ୍ତ୍ରଣ ରକ୍ଷା କରି ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ଯୋଗ ଦେଇଥିଲେ |

ଖାଲି ସେତିକି ନୁହେଁ ସେ ତାଙ୍କ ରିଶିପେଷନ ପାର୍ଟି ଥରେ କୁ ଦୁଇ ଥର୍ ନୁହେଁ ଚାରି ଥର ଦେଇଛନ୍ତି ତାଙ୍କ ରିଶିପେଷନ ପାର୍ଟି ଆୟୋଜନ କରି ଲୋକ ମାନ ଙ୍କୁ ଖୁସି କରିଥିଲେ ସବ୍ୟ ଓ ଅର୍ଚ୍ଚିତା । ବର୍ତ୍ତମାନ ସୋସିଆଲ ମିଡିଆ ରେ ଏକ ଖବର ଭାଇରାଲ ହବା ରେ ଲାଗିଛି ଯେ ସବ୍ୟ ଅର୍ଚ୍ଚିତା ଙ୍କୁ ନେଇ ହନିମୁନ ପାଇଁ ବାହାର କୁ ଯାଇଛନ୍ତି ତାହାଲେ ଆସନ୍ତୁ ଜାଣିବା ସେ କେଉଁଠି କି ବୁଲିବାକୁ ଯାଇଛନ୍ତି । ସବ୍ୟସାଚୀ ବାହାର କୁ ବୁଲିବାକୁ ଯାଇଛନ୍ତି ଯାହାର ଫଟୋ ସେମାନେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି । ଏହି ଫଟୋ ରେ ସେମାନେ ଏକ ସ୍ନୋ ଏରିଆ ରେ ବୁଲୁଛନ୍ତି ଓ ବରଫ ରେ ଖେଳୁଥିବା ରା ନଜର ଆସିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *