ଆପଣ ମାନେ ନିଶ୍ଚୟ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ହାସ୍ୟ କଳାକାର ହରି ଭାଇ ଙ୍କୁ । ଆପଣ ଜାଣିଛନ୍ତି କି ହରି ଭାଇ ଲାଇଫ ଷ୍ଟାଇଲ ତାଙ୍କ ପରିବାର ଓ ତାଙ୍କର କେତେ ସମ୍ପତି ଅଛି ଯଦି ଜାଣି ନାହାନ୍ତି ତାହାଲେ ଜାଣିବା ପାଇଁ ଆମ ପେଜ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ଅନେକ ଫିଲ୍ମ୍ ରେ କମିଡି କରିବା ର । ସେ ଦର୍ଶକ ମାନ ଙ୍କୁ ବହୁତ୍ ହସେଇ ଥାଆନ୍ତି । ଦର୍ଶକ ବନ୍ଧୁ ଖାଲି କମିଡୀ ନୁହେଁ ବରଂ ସେ ଅନେକ ଚଳଚ୍ଚିତ୍ର ହିରୋ ଚରିତ୍ର ରେ ଅଭିନୟ କରିଛନ୍ତି । ଯେମିତି ତାଙ୍କର ଫିଲ୍ମ୍ ରୁମୁକ୍ ଝୁମାନା । ଏହି ଫିଲ୍ମ୍ ଟି ରେ ସେ ହିରୋ ଚରିତ୍ର ରେ ଜବରଦସ୍ତ ଅଭିନୟ କରିଥିଲେ ଯାହଫଳରେ ସେ ଫିଲ୍ମ୍ ଟି ସୁପର୍ ହିଟ ହୋଇଥିଲା ।
ହଁ ବନ୍ଧୁ ସେ ଫିଲ୍ମ୍ ରେ କମିଡୀ କରିବା ସହିତ ସେ ଅନେକ ଶୋ ରେ ମଧ୍ୟ କମିଡୀ କରନ୍ତି । ଦର୍ଶକ ବନ୍ଧୁ ହରି ଭାଇ ଙ୍କ ପ୍ରକୃତ ନାମ ହେଉଛି ହରି ହର ମହାପାତ୍ର ଆଉ ସେ ଜନ୍ମ ହୋଇଥିଲେ ୨୩ ଡିସେମ୍ବର ୧୯୭୫ ମସିହା ଭଦ୍ରକ ଜିଲ୍ଲାର ଭଣ୍ଡାରି ପଖୋରି ଗ୍ରାମ ରେ କିନ୍ତୁ ବର୍ତ୍ତମାନ ସେ କଟକ ରେ ରହୁଛନ୍ତି । ତାଙ୍କର ବର୍ତ୍ତମାନ ବୟସ ହେଉଛି ପାଖା ପାଖି ୪୫ ବର୍ଷ । ଆଉ ଏକ କଥା ଆପଣ ଜାଣି ନଥିବେ ଯେ ସେ ତାଙ୍କ ଅଭିନୟ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଠାରୁ । ସେ ଅଭିନୟ କରିବା ସହିତ ବିଜେଡ଼ି ର ଏମେପି ଅଛନ୍ତି । ତାଙ୍କ ଉଚ୍ଚତା ହେଉଛି ୫ ଫୁଟ ୨ ଇଞ୍ଚ୍ ଓ ଓଜନ ହେଉଛି ୫୮ କେଜି ।
ତାଙ୍କ ବାପା ଙ୍କ ନାମ ହେଲା ଭଗବାନ ମହାପାତ୍ର ଓ ମା ପାର୍ବତୀ ମହାପାତ୍ର ।ଦର୍ଶକ ବନ୍ଧୁ ହରି ଭାଇ ଅଭିନୟ କରିବା ସହିତ ସବୁ ଆଦେ ବୁଲିବାକୁ ବହୁତ୍ ଭଲ ପାଇଥାନ୍ତି । ସେ ପ୍ରଥମେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପାଦ ରଖିଥିଲେ ୨୦୦୨ ମସିହା ରେ ସେ ଚଳଚ୍ଚିତ୍ର ଟି ହଉଛି ସିନ୍ଦୂର ନୁହେଁ ଖେଳ ଘର ଏହି ଚଳଚ୍ଚିତ୍ର ରେ ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀ ଅଭିନୟ କରିଥିଲେ ମଧ୍ୟ ଲୋକ ମାନେ ହରି ଭାଇ ଙ୍କୁ ବହୁତ୍ ପସନ୍ଦ କରିଥିଲେ କାରଣ ଏହି ଫିଲ୍ମ୍ ରେ ଦମାଦର୍ କମେଡି କରିଥିଲେ । ତା ସହିତ ସେ ଅନେକ ଗୁଡ଼ିଏ ଫିଲ୍ମ୍ ମଧ୍ୟ କରିଛନ୍ତି ଯେମିତି କୁ ଲଭ୍ ଡ଼ଟ୍ କମ୍ , ସମଥିଙ୍ଗି ସମଥିଙ୍ଗୀ ,ମୋ ହାତ ଧରି ଚାଲୁଥା ଭଳି ଅନେକ ସୁପର୍ ହିଟ ଫିଲ୍ମ୍ ରେ ଜବରଦସ୍ତ ଅଭିନୟ କରିଛନ୍ତି ।
ଅଭିନୟ ଦ୍ୱାରା ସେ ଅନେକ ରାଜ୍ୟ ସ୍ଥରୀୟ ଆୱାର୍ଡ ପାଉଛନ୍ତି । ହରି ଭାଇ ଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ମୋନାଲିସା ମହାପାତ୍ର ଆଉ ତାଙ୍କର ଏକ ଝିଅ । ହରି ଭାଇ ଗୋଟେ ଫିଲ୍ମ୍ ରେ ଅଭିନୟ କରିବା ପାଇଁ ୩ ରୁ ୪ ଲକ୍ଷ ଟଙ୍କା ନେଇଥାନ୍ତି । ସେ ବିଭିନ୍ନ ଆଡ଼ଭାଇଜ୍ ରୁ ମଧ୍ୟ ଭଲ ପଇସା ପାଇଥାନ୍ତି । ତାଙ୍କର ୨ ଟି କାର ଓ ୨ ଟି ବାଇକ୍ ଅଛି । ତାଙ୍କର ଦୁଇଟି ବଡ଼ ଘର ଅଛି। ଗୋଟେ କଟକ ରେ ଆଉ ହିଟ ଭଦ୍ରକ ରେ । ତାଙ୍କର ମୋଟ ସମ୍ପତି ହେଉଛି ୭୦ ରୁ ୮୦ ଲକ୍ଷ ଟଙ୍କା ହେବ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ