ଆପଣ ମାନେ ନିଶ୍ଚୟ ଜାଣିଥିବେ ଉଳୀଉଡ ଜଗତ ର ଅଭିନେତା ଓ ଅଭିନେତ୍ରୀ ମାନେ ବହୁ ସଂଘର୍ଷ ଓ ପରିଶ୍ରମ କରି ସେ ଆଜି ଉଳିଉଡ଼ ଜଗତ ରେ ପ୍ରବେଶ କରିଛନ୍ତି । ଆପଣ ମାନେ ଜାଣିଥିବେ ଏହି କଳାକାର ମାନେ କିଛି ନା କିଛି କାରଣ ପାଇଁ ସବୁବେଳେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହୋଇଥାନ୍ତି । ଦର୍ଶକ ବନ୍ଧୁ ବିବାହ ବନ୍ଧନରେ ବାନ୍ଧି ହେଲେ ଦିବ୍ୟ ଦୃଷ୍ଟି ର ଦିବ୍ୟ ଓ ଜସ୍ମିନୀ ତାହେଲେ ଆସନ୍ତୁ ଜାଣିବା ଏହା ପଛ ର କାହାଣୀ ।ଦର୍ଶକ ବନ୍ଧୁ ଆପଣ ମାନେ ଦେଖିଥିବେ ଜି ସାର୍ଥକ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଆ ମେଘା ସିରିଏଲ ଦିବ୍ୟ ଦୃଷ୍ଟି ।
ଯେଉଁ ଶୀରିଏଲ୍ କି ଓଡ଼ିଶା ର ନମ୍ବର ୱାନ ଧାରା ବାହୀକ ହୋଇଛି ଦିବ୍ୟ ଦୃଷ୍ଟି ।ଆପଣ ମାନେ ନିଶ୍ଚୟ ସବୁଦିନ ଦେଖିଥିବେ ଦିବ୍ୟ ଦୃଷ୍ଟି ।ହଁ ବନ୍ଧୁ ଆଜି ଆମେ ଜାଣିବା ଦିବ୍ୟ ଦୃଷ୍ଟି ରେ ଲିଡି ରେ ଅଭିନୟ କରୁଥିବା ଦିବ୍ୟ ଙ୍କୁ ଆପଣ ମାନେ ଜାଣିଥିବେ । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ଦିବ୍ୟ ଦୃଷ୍ଟି ଆଜି ଓଡ଼ିଶା ର ନମ୍ବର ୱାନ ଧାରାବାହିକ ହୋଇ ପାରିଛି । ତାଙ୍କର ଏହି ଅଭିନୟ ଫଳ ରେ ସେ ଆଜି ଲୋକ ଙ୍କ ପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଜାସ୍ମିନି ଙ୍କୁ । ଦିବ୍ୟ ଦୃଷ୍ଟି ରେ ଆପଣ ମାନେ ତାଙ୍କର ଜବରଦସ୍ତ ଅଭିନୟ ଦେଖିଥିବେ ।
ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଏକ ଖବର ଭାଇରାଲ ହବା ରେ ଲାଗିଛି ଯେ ଦିବ୍ୟ ଓ ଜସ୍ମିନି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ଦର୍ଶକ ବନ୍ଧୁ ଦିବ୍ୟ ଓ ଜସ୍ମିନି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ସତ୍ କିନ୍ତୁ ତାହା ରିଲ ଲାଇଫ ରେ ରିଅଲ ଲାଇଫ ରେ ନୁହେଁ ।ଦର୍ଶକ ବନ୍ଧୁ ଏହା ହଉଛି ତାଙ୍କ ସୁଟିଂ ସେଟ୍ ର ଫଟୋ ଯାହାକୁ ସେମାନେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ଯାହାକୁ ଦର୍ଶକ ମାନେ ଦେଖି ଭାବୁଛନ୍ତି ଯେ ଦିବ୍ୟ ଓ ଦୃଷ୍ଟି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ଏହି ଫଟୋ ଟି ହେଉଛି ତାଙ୍କ ସୁଟିଂ ସମୟ ର ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ