Breaking News

ଭିଡିଓ ଦେଖନ୍ତୁ – ବାବୁଶାନ୍ (Babushan) ଓ ତୃପ୍ତି ତାଙ୍କ ଘରେ ପୂଜାର୍ଚ୍ଚନା କରି ତାଙ୍କ ପୁଅ ର ନାମ କଣ ଦେଲେ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଯେ ବାବୁଶାନ୍ ତାଙ୍କ ପୁଅ ର ନାମ କଣ ଦେଲେ । ତାହେଲେ କଣ ଆପଣ ମାନେ ଜାଣିଛନ୍ତି କି ଯଦି ଯଦି ଜାଣି ନାହାନ୍ତି ତାହାଲେ ଆମ ଏହି ପେଜ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ଗତ ତିନି ଦିନ ତଳେ ବାବୁଶାନ୍ ଓ ତୃପ୍ତି ଙ୍କ ର ଏକ ପୁତ୍ର ସନ୍ତାନ ହୋଇଛି । ଯାହାର ଫଟୋ ଓ ଭିଡିଓ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଦର୍ଶକ ମାନ ଙ୍କ ସହ ସେୟାର କରିଛନ୍ତି । ବାବୁଶାନ୍ ଓ ତୃପ୍ତି ବର୍ତ୍ତମାନ ଖୁସି ରେ ଅଛନ୍ତି । ବାବୁଶାନ୍ ଙ୍କ ସ୍ତ୍ରୀ ବର୍ତ୍ତମାନ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ରେ ଅଛନ୍ତି । ବାବୁଶାନ୍ ଙ୍କ ସ୍ତ୍ରୀ ତୃପ୍ତି ଓ ତାଙ୍କ ପୁଅ ସୁସ୍ଥ ଅଛନ୍ତି । ଏହି ଖୁସି ରେ ବାବୁଶାନ୍ ସମସ୍ତ ଙ୍କୁ ମିଠା ବାଣ୍ଟିବା ସହ ତାଙ୍କ ଫ୍ୟାନ ମାନ ଙ୍କୁ ସେୟାର କରିଛନ୍ତି ।

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ତୃପ୍ତି ହେଉଛନ୍ତି ତାଙ୍କ ପିଲା ଦିନ ର ସାଙ୍ଗ । ଦୁହେଁ ଦୁହିଁଙ୍କୁ ବହୁତ୍ ଭଲ ପାଉଥିଲେ ଓ ଗତ କିଛି ବର୍ଷ ତଳେ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ବାବୁଶାନ୍ ଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କୁ ଅନେକ ଫିଲ୍ମ୍ ରେ । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ଙ୍କ ପାଖ ରେ ଅତି ପ୍ରିୟ ହବା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ମଧ୍ୟ ବହୁ ନାମ ଅର୍ଜନ କରିଛନ୍ତି। ବାବୁଶାନ୍ ଭଲ ଅଭିନୟ କରିବା ସହିତ ଭଲ ଗୀତ ମଧ୍ୟ ଗାଇଥାନ୍ତି । ସେ ଅନେକ ଫିଲ୍ମ୍ କରିଛନ୍ତି ଓ ସମସ୍ତ ଫିଲ୍ମ୍ ମଧ୍ୟ ସୁପର ହିଟ୍ ହୋଇଥିଲା । ଆପଣ ମାନେ ନିଶ୍ଚୟ ଜାଣିଥିବେ ତାଙ୍କ ବାପା ଉଲିଉଡ୍ ର ସୁପର ଷ୍ଟାର୍ ଉତ୍ତମ ମହାନ୍ତି ଓ ମା ହେଉଛନ୍ତି ଅପରାଜିତା ମହାନ୍ତି । ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ଉଳୀଉଡ୍ ର ନମ୍ବର ୱାନ ଯୋଡ଼ି ।

ଏହି ଯୋଡ଼ି କୁ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥାନ୍ତି । ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ଙ୍କ ପୁଅ ବାବୁଶାନ୍ ମହାନ୍ତି । ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ବାବୁଶାନ୍ ତାଙ୍କ ସ୍ତ୍ରୀ ତୃପ୍ତି ଓ ତାଙ୍କ ପୁଅ ସୁସ୍ଥ ଅଛନ୍ତି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ । ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଜୋର୍ ଧରିଛି ଯେ ବାବୁଶାନ୍ ତାଙ୍କ ପୁଅ ନାମ ଦେଇଛନ୍ତି । କେହି କେହି କହୁଛନ୍ତି ଯେ ତାଙ୍କ ପୁଅ ନାମ ସେ ଶାନ୍ ଦେଇଛନ୍ତି ଓ ଆଉ କେହି କେହି କହୁଛନ୍ତି ଯେ ସେ ତାଙ୍କ ପୁଅ ର ନାମ ପ୍ରଘଟ କରିନାହାନ୍ତି ।

ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଜୋର୍ ଧରିଛି ଯେ ବାବୁଶାନ୍ ତାଙ୍କ ଘରେ ପୂଜାର୍ଚ୍ଚନା କରିଛନ୍ତି ଓ ତାଙ୍କ ପୁତ୍ର ନାମ ମଧ୍ୟ ରଖା ଯାଇଛି ତେବେ ଏହା କେତେ ଦୂର୍ ସଠିକ୍ ତାହା ଜଣା ପଡି ନଥିଲେ ମଧ୍ୟ ସୋସିଆଲ ମିଡିଆରେ ଘର ର ପୂଜାର୍ଚ୍ଚନା କରୁଥିବାର ର ଦୃଶ୍ୟ ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଛି ଆଉ ଯାହାକୁ ଦର୍ଶକ ମାନେ ଦେଖି ଭାବୁଛନ୍ତି ଯେ ତାଙ୍କ ପୁଅ ର ନାମ କରଣ କରା ଯାଇଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.