Breaking News

ପ୍ରଥମ ଥର ପାଇଁ ଦେଖନ୍ତୁ ଦିବ୍ୟଦୃଷ୍ଟି ସିରିଏଲ ର ଦୃଷ୍ଟିଙ୍କ (Ananya) ପରିବାରରେ କିଏ କିଏ ଅଛନ୍ତି

ଆଜି ଆମେ ଜାଣିବା ଜି ସାର୍ଥକ ଟିଭି ର ଅଭିନେତ୍ରୀ ଦୃଷ୍ଟି ଙ୍କ ପରିବାର କେଉଁ ମାନେ ଅଛନ୍ତି । ଦର୍ଶକ ବନ୍ଧୁ ଆପଣ ମାନେ ଦେଖିଥିବେ ସାର୍ଥକ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଆ ସିରିଏଲ ଦିବ୍ୟ ଦୃଷ୍ଟି । ଯେଉଁ ଶୀରିଏଲ୍ କି ଓଡ଼ିଶା ର ନମ୍ବର ୱାନ ଧାରା ବାହୀକ ହୋଇଛି ଦିବ୍ୟ ଦୃଷ୍ଟି । ଦର୍ଶକ ବନ୍ଧୁ ଆପଣ ମାନେ ସବୁଦିନ ଦେଖିଥିବେ ଦିବ୍ୟ ଦୃଷ୍ଟି ତାହେଲେ ଆଜି ଆମେ ଜାଣିବା ଦିବ୍ୟ ଦୃଷ୍ଟି ରେ ଲିଡି ରେ ଅଭିନୟ ଦୃଷ୍ଟି ଙ୍କ ଅସଲ ନାମ କଣ । ଦିବ୍ୟ ଦୃଷ୍ଟି ରେ ଅଭିନୟ କରୁଥିବା ଦୃଷ୍ଟି ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ ।

ତାଙ୍କର ଜବରଦସ୍ତ ଅଭିନୟ ଲୋକ ମାନ ଙ୍କୁ ବହୁତ୍ ପସନ୍ଦ ଆସିଛି । ଦିବ୍ୟ ଦୃଷ୍ଟି ଧାରା ବାହୀକ ରେ ଅଭିନୟ କରି ସେମାନେ ବର୍ତ୍ତମାନ ଚର୍ଚ୍ଚା ରେ । ତାଙ୍କ ଅଭିନୟ ଫଳ ରେ ସେ ଲୋକ ପ୍ରିୟ ହୋଇପାରିଛନ୍ତି ତା ସହିତ ସେ ଭଲ ଅଭିନୟ ଫଳ ରେ ଆଜି ଦିବ୍ୟ ଦୃଷ୍ଟି ନମ୍ବର ୱାନ ହୋଇ ପାରିଛି । ଦୃଷ୍ଟି ତାଙ୍କ ଅଭିନୟ ଯାଦୁ ରେ ଲୋକ ମନ ଙ୍କୁ ବାନ୍ଧି ରଖିଛନ୍ତି । ଦୃଷ୍ଟି ଙ୍କ ପ୍ରକୃତ ନାମ ହେଉଛି ଅନନ୍ୟା । ଆଜି ଆମେ ଜାଣିବା ଅନନ୍ୟା ଙ୍କ ପରିବାର ରେ କେଉଁମାନେ ଅଛନ୍ତି ।

ଅନନ୍ୟା ବର୍ତ୍ତମାନ ଭୁବନେଶ୍ୱର ରେ ରହୁଛନ୍ତି ଓ ତାଙ୍କ ପରିବାର କହିଲେ ସେ ଆଉ ତାଙ୍କ ବାପା ମା ଓ ସାନ ଭଉଣୀ । ଅନନ୍ୟା ଅଭିନୟ କରିବା ସହିତ ତାଙ୍କ ପାଠ ପଢା ମଧ୍ୟ ଜାରି କରିଛନ୍ତି । ସେ ଆଗରୁ ଆଉ କୌଣଷି ଧାରାବାହିକ ରେ ଅଭିନୟ କରି ନାହାଁନ୍ତି । ସେ ପ୍ରଥମେ ଜି ସାର୍ଥକ ର ଓଡ଼ିଶା ଡ୍ରମେ ଵାଜ୍ ରୁ ଉଇନର ହୋଇ ଥିଲେ ତ ପରେ ସେ ଧାରାବାହିକ ରେ ଅଭିନୟ କରିଥିଲେ । ଆଉ ତାଙ୍କ ଅଭିନୟ ଲୋକ ମାନ ଙ୍କୁ ଏତେ ଭଲ ଲାଗିଛି ଯେ ସେ ବର୍ତ୍ତମାନ ଘରେ ଘରେ ପରିଚିତ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *