Breaking News

ନୂଆ ବୋହୂ ସିରିଏଲର ସୁମୀ ଅପା (Monalisa) ସିରିଏଲ ଛାଡିବା ପରେ ବର୍ତ୍ତମାନ ଗାଁ ରେ କଣ କରୁଛନ୍ତି

ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଲୋକମାନେ ଚଳଚିତ୍ର ଦେଖିବା ଅପେକ୍ଷା ସିରିଏଲ ଦେଖିବାକୁ ଅଧିକ ମାତ୍ରାରେ ଭଲ ପାଆନ୍ତି।ତେବେ ଏହି ସିରିଏଲ ଗୁଡିକ ରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କ ବିଷୟରେ ଜାଣିବା ପାଇଁ ଇଚ୍ଛା ରଖିଥାନ୍ତି। ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବାକୁ ଯାଉଛୁ ନୂଆ ବୋହୂ ସିରିଏଲ ରେ ଅଭିନୟ କରିଥିବା ଅଭିନେତ୍ରୀ ସୁମୀ ଅପା ଙ୍କର ବିଷୟରେ ଆପଣ ମାନେ ଜାଣିଥିବେ ସେ ଏବେ ଏହି ସିରିଏଲ ରେ ଆଉ ଅଭିନୟ କରୁ ନାହାନ୍ତି ତେବେ ସିରିଏଲ ଛାଡିବା ପରେ ସେ କଣ କରୁଛନ୍ତି ଆମେ ଆଜି ଜାଣିବା ଆମର ଏହି ଲେଖା ମାଧ୍ୟମରେ।

 


ଆପଣ ମାନେ ସମସ୍ତେ ନୂଆ ବୋହୂ ସିରିଏଲ ନିଶ୍ଚିତ ଭାବରେ ଦେଖିଥିବେ ।ଏହି ନୂଆ ବୋହୁ ସିରିଏଲ ରେ ସମସ୍ତ କଳାକାର ମାନେ ଖୁବ ସୁନ୍ଦର ଅଭିନୟ କରିଛନ୍ତି ଯାହା କି ଏହି ସିରିଏଲ ଟି ବହୁତ ଲୋକପ୍ରିୟ ହୋଇପାରିଛି।ତେବେ ବନ୍ଧୁଗଣ ଏହି ସିରିଏଲ ରେ ଅଭିନୟ କରୁଥିବା ସୁମୀ ଅପା ଙ୍କର ଜବରଦସ୍ତ ଅଭିନୟ ଏହି ସିରିଏଲ ରେ ଆପଣ ମାନେ ନିଶ୍ଚୟ ଦେଖିଥିବେ।ତେବେ ସୁମୀ ଙ୍କର ପ୍ରକୃତ ନାମ ହେଉଛି ମୋନାଲିସା ସେ ଏବେ ଏହି ସିରିଏଲ ଟି ଛାଡି ସାରିଛନ୍ତି ତେବେ ସେ ଏବେ କଣ କରୁଛନ୍ତି ଆସନ୍ତୁ ଜାଣିବା।


ତେବେ ବର୍ତ୍ତମାନ ସମୟରେ ମୋନାଲିସା ତାଙ୍କ ଗାଁ ରେ ରହୁଛନ୍ତି।ଓ ତାଙ୍କ ମା ଙ୍କୁ ରୋଷେଇ ରେ ସାହାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି ଏମିତି ଗୁଡିଏ ଫଟ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି।ଆପଣ ମାନେ ଜାଣିଥିବେ ମୋନାଲିସା ବହୁତ ଗୁଡିଏ ଫିଲ୍ମି ଏବଂ ଆଲବମ ରେ ଅଭିନୟ କରିଛନ୍ତି।ତେବେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ସେ ବହୁତ ଲୋକପ୍ରିୟତା ହାସଲ ମଧ୍ୟ କରିପାରିଛନ୍ତି।ତେବେ ବନ୍ଧୁଗଣ ସେ ସାଇକେଲ ଚଳାଉଥିବା ମଧ୍ୟ ଦେଖିବାକୁ ମିଳିଛି ।ତେବେ ଆମେ ଆପଣ ମାନଙ୍କୁ କହି ରଖୁଛୁ କି ଏହି ଭିଡ଼ିଓ ଗୋଟିଏ ସିରିଏଲ ସୁଟିଙ୍ଗ ସେଟ ର ଏହି ଭିଡ଼ିଓ କୁ ଦେଖି ଲୋକମାନେ ଭାବୁଛନ୍ତି ସୁମୀ ତାଙ୍କ ଗାଁ ରେ ଅଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.