Breaking News

ଦୀର୍ଘ ଦିନ ପରେ ସିଦ୍ଧାନ୍ତ ମହାପାତ୍ରଙ୍କ ସ୍ତ୍ରୀ ମାମା ମିଶ୍ର (Mama Mishra) ଫୁଣିଥରେ ଓଡିଆ ସିନେମା ରେ ଅଭିନୟ କରିନେ

ଆପଣ ମାନେ ଜାଣିଥିବେ ଦର୍ଶକ ବନ୍ଧୁ ଉଳିଉଡ୍ ଇଣ୍ଡଷ୍ଟ୍ରି ଏହି ଅଭିନେତ୍ରୀ ଯାହା ଙ୍କ ର ଅଭିନୟ ଦେଖିବାକୁ ମିଳୁନି ବର୍ତ୍ତମାନ ସମୟ ରେ । ହଁ ବନ୍ଧୁ ସେ ଆଉ କେହି ନୁହନ୍ତି ଉଲିଉଡ ର ଇଭର ଗ୍ରୀନ ହେରୋଇନୀ ମାମା ମିଶ୍ର ।ଆସନ୍ତୁ ଜାଣିବା ତାଙ୍କ ବିଷୟ ରେ ଉଳିଉଡ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତ୍ରୀ । ବର୍ତମାନ ସମୟ ରେ ତାଙ୍କର ର ଆଉ ଅଭିନୟ ଦେଖିବାକୁ ମିଳୁନି । ସେ ଅଭିନେତ୍ରୀ ଜଣକ କିଏ ଆପଣ ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତାହେଲେ ଜାଣନ୍ତୁ ଯେ ସେ ଆଉ କେହି ନୁହନ୍ତି ସେ ହଉଛନ୍ତି ମାମା ମିଶ୍ର ।

ହଁ ବହୁତ୍ ଦିନ ପରେ ତାଙ୍କ ନାମ ଶୁଣିଲେ ଆପଣ । ମାମା ମିଶ୍ର ଅନେକ ଫିଲ୍ମ୍ କରିଛନ୍ତି ଏବଂ ସମସ୍ତ ଫିଲ୍ମ୍ ମଧ୍ୟ ସୁପର ହେଇଥିଲା ଯେବେ ମାମା ମିଶ୍ର ତାଙ୍କର ଜବରଦସ୍ତ ଅଭିନୟ କରୁଥିଲେ । ବର୍ତ୍ତମାନ ବି ତାଙ୍କ ଫ୍ୟାନ ତାଙ୍କ ଅଭିନୟ ଦେଖିବାକୁ ତତପର୍ ଅଛନ୍ତି ।ମାମା ମିଶ୍ର ବର୍ତ୍ତମାନ ତାଙ୍କ ପରିବାର ସହ ଖୁସି ରେ ଅଛନ୍ତି ।ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ସିଦ୍ଧାନ୍ତ ମହାପାତ୍ର ଓ ମାମା ମିଶ୍ର ୨୦୦୪ ମସିହା ରେ ବିବାହ ବନ୍ଧନ ବାନ୍ଧି ହୋଇଥିଲେ ।

ସିଦ୍ଧାନ୍ତ ମହାପାତ୍ର ମାମା ମିଶ୍ର ଙ୍କୁ କହିଥିଲେ ଯେ ସେ ଯଦି ତାଙ୍କୁ ବିବାହ କରିବେ ତାହାଲେ କୌଣସି ଫିଲ୍ମ୍ ରେ ଅଭିନୟ କରିବେ ନାହିଁ । ଆଉ ଏବେ ଦୀର୍ଘ ୧୫ ବର୍ଷ ପରେ ମାମା ମିଶ୍ର ପାଦ ଥୋଇବେ ଉଲିଉଡ୍ ଇଣ୍ଡଷ୍ଟ୍ରି ରେ । ହଁ ବନ୍ଧୁ ସିଦ୍ଧାନ୍ତ ମହାପାତ୍ର ଙ୍କ ର ଆଗକୁ ଆସୁଛି ଏକ ଫିଲ୍ମ ଯେଉଁଥିରେ ମାମା ମିଶ୍ର ନଜର ଆସିବେ । ବର୍ତ୍ତମାନ ଏହି ଫିଲ୍ମ୍ ର ସୁଟିଂ ସେଟ୍ ଆରମ୍ଭ ହୋଇଯାଇଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.