Breaking News

ତାରା ତାରିଣୀର ଅଭିନେତ୍ରୀ ମୋହନା (Chhandita) ତୀର୍ଥରେ ଗଲେ, ତାହଜମହଲ ସହ ଅନେକ ମନ୍ଦିର ବୁଲିଲେ

ଆପଣ ମାନେ ନିଶ୍ଚୟ ଜାଣିଥିବେ ଉଳୀଉଡ ଜଗତ ର କଳାକାର ମାନ ଙ୍କୁ ସେମାନେ ବହୁ ସଂଘର୍ଷ ଓ ପରିଶ୍ରମ କରି ସେ ଆଜି ଉଳିଉଡ଼ ଜଗତ ରେ ପ୍ରବେଶ କରିଛନ୍ତି । ଆପଣ ମାନେ ଜାଣିଥିବେ ଏହି କଳାକାର ମାନେ କିଛି ନା କିଛି କାରଣ ପାଇଁ ସବୁବେଳେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହୋଇଥାନ୍ତି । ଆଜି ଆମେ ଜାଣିବା ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତ୍ରୀ ଙ୍କ ବିଷୟ ରେ । ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତାରା ତାରେଣି ଧାରାବାହିକ ରେ ଅଭିନୟ କରୁଥିବା ମୋହନା ଙ୍କ ବିଷୟ ରେ ।

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ଜବରଦସ୍ତ ଅଭିନୟ ତାରା ତାରେଣୀ ରେ । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ତାରା ତାରେଣୀ ଆଜି ଓଡ଼ିଶାର ନମ୍ୱର୍ ୱାନ୍ ଶିରିଏଲ୍ ହୋଇପାରିଛି ଓ ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି । ମୋହନା ଧାରାବାହିକ ରେ ଅଭିନୟ କରିବା ସହିତ ସେ ଅନେକ ଫିଲ୍ମ୍ ଓ ମ୍ୟୁଜୀକ୍ ଭିଡିଓ ଆଲବମ୍ ରେ ଭଲ ଅଭିନୟ କରି ସେ ଆଜି ଲୋକ ପ୍ରିୟ ହବା ସହିତ ଅଲିଉଡ୍ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଛନ୍ତି ।

ହଁ ବନ୍ଧୁ ଆଜି ଆମେ ଜଣେଇବୁ ମୋହନା ରିଅଲ ଲାଇଫ ଓ ସମ୍ପତି ବିଷୟ ରେ । ମୋହନା ଙ୍କ ପ୍ରକୃତ ନାମ ହଉଛି ଛନ୍ଦିତା ପାଢ଼ୀ ।ଆସନ୍ତୁ ଜାଣିବା ଛନ୍ଦିତା ପାଢ଼ୀ ଙ୍କ ବିଷୟ ରେ । ଏକ ମଧ୍ୟବର୍ତ୍ତୀ ପରିବାର ରୁ ଆସିଥିବା ଛନ୍ଦୀତା ଙ୍କ ବାପା ପେଶାରେ ଜଣେ ସ୍କୁଲ ଶିକ୍ଷକ ଓ ମା ଜଣେ ଗୃହିଣୀ । ଭାଇ ଭଉଣୀ ୪ ଜଣ ମଧ୍ୟ ରେ ତାଙ୍କ ସ୍ଥାନ ଦ୍ଵିତୀୟ ରେ ଅଛି । ବଡ଼ ଭଉଣୀ ଓ ସାନ ଭଉଣୀ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ସାନ ଭାଇ ଏବେ ଜବ୍ କରୁଛନ୍ତି ।

ଛନ୍ଦୀତା ତାଙ୍କ ବାପା ଙ୍କୁ ବହୁତ୍ ଭଲ ପାଆନ୍ତି ଓ ବଡ଼ ଭଉଣୀ ତାଙ୍କର ସବୁଠାରୁ ଭଲ ଫ୍ରେଣ୍ଡ୍ । ଆପଣ ମାନେ ଜାଣିଥିବେ ଛନ୍ଦିତା ତାଙ୍କ ସହକଳାକାର ଚନ୍ଦନ ବା ତୁଷାର ଙ୍କ ପ୍ରେମ ରେ ପଡ଼ିଥିଲେ । ଦୁଇ ଜଣ ୬ ବର୍ଷ ପର୍ଯ୍ୟନ୍ତ ରିଲେସନ ରେ ଥିଲେ ଓ ବର୍ତ୍ତମାନ ଏ ଦୁହେଁ ଅଲଗା ହୋଇଯାଇଛନ୍ତି । ତାଙ୍କ ବ୍ରେକ ଅପ୍ କାରଣ ଥିଲା ତୁଷାର ଅନ୍ୟ କାହାକୁ ପସନ୍ଦ କରିବା କୁ ଲଗିଥିଲେ । ସେ ବର୍ତମାନ ରିଲେସନ ରେ ଅଛନ୍ତି ଯିଏ କୁ ଇଣ୍ଡଷ୍ଟ୍ରି ବାହାର ର । ତାଙ୍କର ଦୁଇ ଗୋଟି କାର୍ ଅଛି ଓ ଭୁବନେଶ୍ବର ର ଫ୍ଲାଟ୍ ରେ ତାଙ୍କ ପରିବାର ସହ ରହୁଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *