Breaking News

ପ୍ରଥମ ଥର ମାୟା ଧାରାବାହିକ ର ଅଭିନେତ୍ରୀ ଗୋଲାପ (Nibedita) ସ୍ଵାମୀ ଙ୍କ ସହ ବାପ୍ ଘର ଆସିଲେ

ଦର୍ଶକ ବନ୍ଧୁ ଓଡ଼ିଆ ମେଘା ଧାରାବାହିକ ମାୟା ରେ ଚାକରାଣୀ ଚରିତ୍ର ରେ ଅଭିନୟ କରିଥିବା ଗୋଲାପ ବିବାହ ପରେ ପ୍ରଥମ ଥର ପାଇଁ ସ୍ବାମୀ ଙ୍କ ସହ ଆସିଲେ ବାପା ଘର । ତାହାଲେ ଆସନ୍ତୁ ଜାଣିବା ଏହି ବିଷୟ ରେ ଆମର ଏହି ପେଜ ମାଧ୍ୟମରେ । ହଁ ବନ୍ଧୁ ଆପଣ ମାନେ ଦେଖିଥିବେ ଓଡ଼ିଆ ଚ୍ୟାନେଲ ତରଙ୍ଗ ରେ ପ୍ରସାରିତ ହେଉଥିବା ମେଘା ଧାରା ବାହୀକ ମାୟା । ହଁ ବନ୍ଧୁ ମାୟା ଯେଉଁ ସିରୀଏଲ୍ କି ଲୋକ ମାନ ଙ୍କୁ ପସନ୍ଦ ଆସିଛି ।

ଆପଣ ମାନେ ନିଶ୍ଚୟ ଜାଣିଥିବେ ମାୟା ଶିରିଏଲ ରେ ଚାକରାଣୀ ଚରିତ୍ର ରେ ଅଭିନୟ କରୁଥିବା ଗୋଲାପ ଙ୍କୁ । ଯାହାଙ୍କୁ ଆପଣ ସବୁଦିନ ମାୟା ଧାରା ଵାହିକ ରେ ଦେଖୁଛନ୍ତି ଯାହାଙ୍କର ଜବରଦସ୍ତ ଅଭିନୟ ତାଙ୍କୁ ଆଜି ଲୋକ ପ୍ରିୟ କରିପାରିଛି ଏବଂ ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି । ହଁ ବନ୍ଧୁ ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜ ଲୋକ ପ୍ରିୟ ହୋଇପାରିଛନ୍ତି ।

ହଁ ବନ୍ଧୁ ପ୍ରଥମ ଥର ପାଇଁ ମାୟା ଧାରାବାହିକ ରେ ଚାକରାଣୀ ଚରିତ୍ର ରେ ଅଭିନୟ କରୁଥିବା ଗୋଲାପ ବିବାହ ପରେ ସ୍ବାମୀଙ୍କ ସହ ବାପ ଘର ଆସିଛନ୍ତି । ବାପ ଘରେ ପରିବାର ଓ ସ୍ବାମୀ ଙ୍କ ବହୁ ମଜା ମସ୍ତି ମଧ୍ୟ କରିଛନ୍ତି ଶାଳୀ ମାନ ଙ୍କ ସହ ବହୁ ମଜା ମସ୍ତି କରିଥିବାର ଫଟୋ ଦେଖିବାକୁ ମିଳିଛି । ଗୋଲାପ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଏହି ଫଟୋ ଗୁଡ଼ିକ ପୋଷ୍ଟ କରିଛନ୍ତି ଓ ଏହୁ ଫଟୋ ଗୁଡ଼ିକ ମଧ୍ୟ ଭାଇରାଲ ହବା କୁ ଲାଗିଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – Live ଭିଡିଓରେ ଆସି ତାରା, ତାରିଣୀ ଓ ତୁଷାର (Suman, Asima, Spalin Mishra) ତାଙ୍କ ପ୍ରେମ ର ଖୁଲାସା କରିଲେ

ଦର୍ଶକ ବନ୍ଧୁ ଆଜି ଆମ ଜାଣିବା ତରଙ୍ଗ ଟିଭି ର ଅଭିନେତା ତୁଷାର ଓ ଅଭିନେତ୍ରୀ ତାରା ଓ ତାରିଣୀ …

Leave a Reply

Your email address will not be published. Required fields are marked *