Breaking News

ଦେଖନ୍ତୁ ଭିଡିଓ- ଓଡିଆ ସିରିଏଲ ନାୟିକା ରାଧିକା (Mitali) ସର୍ଟ ଭିଡିଓ ସୁଟ କରୁଥିବା ସମୟରେ ଛାତ ଉପରୁ ଖସି ପଡିଲେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଟିକ ଟକ ବର୍ତ୍ତମାନ ସମୟ ରେ ବ୍ୟାନ୍ ହୋଇଯାଇଛି । କିନ୍ତୁ ଯେତେବେଳେ ଟିକ ଟକ୍ ଚାଲୁଥିବା ସମୟରେ ବୁଢ଼ା ଟୁ ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତେ ଭଲ ଭିଡିଓ କରି ଭଲ ଅଭିନୟ ଓ ନାଚ କରି ଟିକ ଟକ୍ ଷ୍ଟାର୍ ହୋଇଥିଲେ । କିନ୍ତୁ ଟିକ ଟକ ସମସ୍ତ ଙ୍କୁ ଏମିତି ବାୟା କରିଥିଲା ଯେ ବିପଦ ସ୍ଥାନ ରେ ରହି ଭିଡିଓ କରି ନିଜ ମର  -ଣ କୁ ଆମନ୍ତ୍ରଣ କରିଥାନ୍ତି । କିଏ ଅଳ୍ପ ରୁ ବର୍ତ୍ତି ଯାଇଛନ୍ତି ତ କିଏ ମୃ  -ତ୍ୟୁ ବରଣ କରିଛି । ଠିକ ଆଜି ଆମେ ସେମିତି ଜାଣିବା ଯେ ଜଣେ ଜଣା ଶୁଣା ଲୋକ ପ୍ରିୟ ଅଭିନେତ୍ରୀ ଯିଏ କି ଟିକ ଟକ ନିଶା ରେ ଛାତ ଉପରୁ ଖସି ପଡ଼ିଥିଲେ । କିନ୍ତୁ ଅଳ୍ପ କେ ବର୍ତିଯାଇଥିଲେ ।

ତାହାଲେ ଆସନ୍ତୁ ଜାଣିବା ଯେ ସେ ଅଭିନେତ୍ରୀ ଜଣକ କିଏ । ହଁ ବନ୍ଧୁ ଆଜି ଆମେ ଜାଣିବା ନୂଆ ବୋହୂ ର ଧାରାବାହିକ ର ଅଭିନେତ୍ରୀ ରାଧିକା, ପୁରୀ ରେ ନିଜ ପରିବାର ଲୋକ ଙ୍କ ସହ କିପରି ମଜା ମସ୍ତି କରୁଛନ୍ତି । ହଁ ବନ୍ଧୁ ଆପଣ ମାନେ ଦେଖିଥିବେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଆ ସିରିଏଲ ନୂଆ ବୋହୂ। ଯେଉଁ ଶୀରିଏଲ୍ କି ଓଡ଼ିଶା ର ନମ୍ବର ୱାନ ଧାରା ବାହୀକ ନୂଆ ବୋହୂ । ନୂଆ ବୋହୂ ରେ ଅଭିନୟ କରୁଥିବା ରାଧିକା ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ ।

ତାଙ୍କର ଜବରଦସ୍ତ ଅଭିନୟ ଲୋକ ମାନ ଙ୍କୁ ବହୁତ୍ ପସନ୍ଦ ଆସିଛି । ନୂଆ ବୋହୂ ଧାରା ବାହୀକ ରେ ଅଭିନୟ କରି ସେମାନେ ବର୍ତ୍ତମାନ ଚର୍ଚ୍ଚା ରେ । ତାଙ୍କ ଅଭିନୟ ଫଳ ରେ ସେ ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ ରାଧିକା ଙ୍କ ଜବରଦସ୍ତ ଅଭିନୟ ଫଳ ରେ ଆଜି ନୂଆ ବୋହୂ ନମ୍ବର ୱାନ ହୋଇ ପାରିଛି । ରାଧିକା ଟିକ ଟକ କରୁଥିବା ସମୟରେ ଛାତ ଉପରୁ ଖସି ଯାଇଥିଲେ । ସେ ଖସିବା ସମୟ ରେ ତାଙ୍କ ପାଖରେ ଥିବା ତାଙ୍କ ସହଯୋଗୀ ମାନେ ତାଙ୍କୁ ଧରି ପକାଇଥିଲେ ଓ ଉଦ୍ଧାର କରିଥିଲେ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *