Breaking News

ସିନ୍ଦୁରର ଅଧିକାର ଧାରାବାହିକର ଅଭିନେତ୍ରୀ ନିକି(Rima)ଙ୍କ Family ଓ ଜୀବନୀ, ପ୍ରଥମ ଥର ପାଇଁ ଦେଖନ୍ତୁ

ଆମ ଓଡ଼ିଶାର ଲୋକମାନେ ଚଳଚିତ୍ର ଅପେକ୍ଷା ସିରିଏଲ ଦେଖିବାକୁ ଭଲ ପାଆନ୍ତି।ତେବେ ଆପଣ ମାନେ ଦେଖିଥିବେ ସନ୍ଧ୍ୟା ହେବା ମାତ୍ରେ ଟିଭି ପାଖରେ ଭିଡ ଦେଖିବାକୁ ମିଳେ ।ଏହି ସିରିଏଲ ଗୁଡିକରେ ଅଭିନୟ କରୁଥିବା ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ଲୋକମାନଙ୍କର ବହୁତ ଆଗ୍ରହ ମଧ୍ୟ ଥାଏ।ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଓଡିଆ ଲୋକପ୍ରିୟ ସିରିଏଲ ସିନ୍ଦୁରର ଅଧିକାର ରେ ଅଭିନୟ କରୁଥିବା ନିକି ଙ୍କର ପରିବାର ଓ ଜୀବନ ଶୈଳୀ ବିଷୟରେ ।ତେବେ ଡେରି ନ କରି ଆସନ୍ତୁ ଜାଣିବା।


ବନ୍ଧୁଗଣ ଆପଣ ମାନେ ସମସ୍ତେ ନିକି ଙ୍କୁ ସିନ୍ଦୁରର ଅଧିକାର ସିରିଏଲ ରେ ନିଶ୍ଚୟ ଦେଖିଥିବେ ସେ ଆରବ ଙ୍କର ଭଉଣୀ ଭୂମିକାରେ ଅଭିନୟ କରୁଛନ୍ତି।ତେବେ ଏହି ସିରିଏଲ ରେ ସେ ଜଣେ ଧନୀ ଘରର ଝିଅ ଭୂମିକାରେ ଅଭିନୟ କରୁଛନ୍ତି।ତେବେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ଲୋକମାନେ ତାଙ୍କ ଅଭିନୟ କୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି।


ନିକି ସିରିଏଲ ଜଗତରେ ଅଭିନୟ କରିବା ପୂର୍ବରୁ କେତେଗୁଡିଏ ଆଲବମ ଓ କମେଡି ଭିଡ଼ିଓ ରେ ମଧ୍ୟ ଅଭିନୟ କରିଛନ୍ତି।ତେବେ ସେ ଆଲବମ ଜଗତରୁ ଏବେ ସିରିଏଲ ଜଗତରେ ଖୁବ ସୁନ୍ଦର ଅଭିନୟ କରୁଛନ୍ତି।ଓ ଲୋକମାନେ ତାଙ୍କ ଅଭିନୟ କୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି।
ତେବେ ବନ୍ଧୁଗଣ ଆମେ ଯଦି ଦେଖିବା ନିକି ଭୁବନେଶ୍ୱରରେ କୀଟ ୟୁନିଭରସିଟିରେ ଅଧ୍ୟୟନ କରୁଥିଲେ।

ଏବେବି ସେ ପାଠ ପଢୁଛନ୍ତି ଓ ଅଭିନୟ ମଧ୍ୟ କରୁଛନ୍ତି।ତେବେ ତାଙ୍କ ପ୍ରକୃତ ନାମ ହେଉଛି ଅସ୍ମିତା।ତାଙ୍କୁ ସ୍ନେହ ରେ ରିମା ବୋଲି ପ୍ରାୟ ସମସ୍ତେ ଡାକନ୍ତି।ତାଙ୍କର ଘର ହେଉଛି ଭୁବନେଶ୍ୱର ଓ ସେ ଏବେ ଭୁବନେଶ୍ୱର ରେ ମଧ୍ୟ ରହୁଛନ୍ତି।ସେ ଏହି ସୁନ୍ଦରର ଅଧିକାର ସିରିଏଲ ରେ ଜଣେ ରାଗି ଓ ଗର୍ବୀ ଝିଅ ଭାବରେ ଅଭିନୟ କରୁଥିଲେ ମଧ୍ୟ ସେ ରିଅଲ ଲାଇଫ ରେ ବହୁତ ଭଲ ଓ ଶାନ୍ତ ଶିଷ୍ଠ ଅଟନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *