ପୁଣି ବଢିବ ବଢିବ ତାତି ଆଜି ଠାରୁ 2 ରୁ 3 ଡିଗ୍ରୀ ତାପମାତ୍ରା ବଢିବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣି ପାଗ ବିଭାଗ।ତେବେ ଦିନ ବେଳେ ଅସହ୍ୟ ଗୁଳୁମୁଳି ହେବା ସହ ଖରା ବଢିବ ଓ ତାପମାତ୍ରା ବୃଦ୍ଧି ଘଟିବ ଏନେଇ ସୂଚନା ଦେଇଛି ପାଣି ପାଗ ବିଭାଗ ।ତେବେ କାଳବୈଶାଖୀ ହେବାର ମଧ୍ୟ ସମ୍ଭାବନା ରହିଛି ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ଟି ଆମର ଏହି ଲେଖା ମାଧ୍ୟମରେ।
ତେବେ ଆଜିଠାରୁ ପାଗରେ ହେବ ବଡ ପରିବର୍ତ୍ତନ ଦିନରେ ସର୍ବାଧିକ ତାପମାତ୍ରା ରେ ବୃଦ୍ଧି ଘଟିବ ତେବେ ବର୍ତ୍ତମାନ ର ପାଣିପାଗ ର ସ୍ଥିତି ଅନୁସାରେ ରାଜ୍ୟ ର କିଛି ସ୍ଥାନରେ ସାମାନ୍ୟ ବର୍ଷା ର ସମ୍ଭାବନା ରହିଛି ଦକ୍ଷିଣ ଛତିଶଗଡ଼ ଓ ଏହାର ଆଖ ପାଖ ଅଞ୍ଚଳ ଓ ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଉପରେ ରହିଛି ଘୁର୍ଣ୍ଣି ବଳୟ ଏହା ପ୍ରଭାବରେ ରାଜ୍ୟ ର କିଛି ସ୍ଥାନରେ ମାଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ କରିଛି ପାଣି ପାଗ ବିଭାଗ ।
ତେବେ ଆଜିଠାରୁ ତାପମାତ୍ରା ରେ ବଡ ଧରଣର ପରିବର୍ତ୍ତନ ସମ୍ଭାବନା ରହିଛି।ଛତିଶଗଡ଼ ଓ ତାର ଆଖ ପାଖ ଅଞ୍ଚଳ ରେ ଏକ ଘୁର୍ଣ୍ଣି ବଳୟ ସମୁଦ୍ର ପତନ ଠାରୁ 2.1 କିଲୋମିଟର ମଧ୍ୟରେ ସକ୍ରିୟ ରହିଛି ।ସେହିପରି ଆମର ଝାଡ଼ଖଣ୍ଡ ରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଥିବା ଯେଉଁ ଘୁର୍ଣ୍ଣି ବଳୟ ସମୁଦ୍ର ପତନ ଠାରୁ 16.9 କିଲୋମିଟର ପର୍ଯ୍ୟନ୍ତ ତାର କାୟା ବିସ୍ତାର କରିଛି।ତେବେ ତାପମାତ୍ରା ଧୀରେ ଧୀରେ ବଢିବାର ମଧ୍ୟ ସମ୍ଭାବନା ରହିଛି।
ତେବେ ଏହି ଖବର ପାଇ ଲୋକମାନେ ଟିକେ ଅସ୍ବସ୍ତି ହୋଇଛନ୍ତି।ତେବେ କାଳବୈଶାଖୀ ହେଲେ ତାପମାତ୍ରା ଟିକେ ହ୍ରାସ ପାଇବ ବୋଲି କହିଛି ପାଣି ପାଗ ବିଭାଗ ।ତେବେ ବନ୍ଧୁଗଣ ଆପଣ ମାନେ ଆମ ସହ ଯୋଡି ହୋଇ ରହିଥାନ୍ତୁ ଆମେ ପ୍ରତ୍ୟକ ଟି ଖବର ର ଅପଡେଟ ଆପଣ ମାନଙ୍କ ପାଇଁ ନେଇଆସିବୁ।