Breaking News

ଆଉ ଏଇ ଦୁନିଆ ରେ ନାହାନ୍ତି Ollywood ଇଣ୍ଡଷ୍ଟ୍ରି ର ଜଣେ ବଡ଼ ଅଭିନେତା, ତାଙ୍କ ନାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ବହୁ କଳାକାର ମାନେ ଆମକୁ ଛାଡି ଏଇ ଦୁନିଆ ଛାଡି ଚାଲି ଯାଇଛନ୍ତି ।ଠିକ୍ ସେମିତି ୨୦୨୧ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଏକ ବଡ଼ ଖବର । ହଁ ବନ୍ଧୁ ଆଉ ଏଇ ଦୁନିଆ ରେ ନାହାଁନ୍ତି ଆଉ ଅର୍ଚାନକ ଦୁଃଖ ର ଖବର ଉଳୀଉଡ୍ ଇଣ୍ଡଷ୍ଟ୍ରି ପାଇଁ । ସେ କଳାକାର ଜଣ କ କିଏ ଆମେ ନିଶ୍ଚୟ ଜଣାଇବୁ । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଦେଶ ହଉଛି କଳାକାର ଓ ସଂସ୍କୃତିକ ଦେଶ । ଏଠାରେ ଅନେକ କଳାକାର ରହୁଛନ୍ତି ଓ ତାଙ୍କ କଳାକାର ଙ୍କୁ ଲୋକ ନିକଟ ରେ ପ୍ରଦର୍ଶନ କରୁଛନ୍ତି ।

ସେ ଅଭିନୟ ହେଉ ବା ନାଚ ଓ ଗୀତ ହେଉଥାଉ ନା ମଧ୍ୟ ଭାରତ ସବୁଠାରେ ଆଗରେ ଅଛି । ଏଥିସହିତ ଏହି କଳାକାର ମାନେ ତାଙ୍କ କଳାକାର କୁ ପ୍ରଦର୍ଶନ କରି ଲୋକ ଙ୍କ ପାଖ ରେ ଅତି ପ୍ରିୟ ହବା ସହିତ ବହୁ ନାମ ମଧ୍ୟ ଅର୍ଜନ କରିଥାନ୍ତି । ସେହିଭଳି ଆଜି ଆମେ ଏମିତି ଜଣକ ବିଷୟ ରେ ଜନେ଼ଇବୁ ଯିଏ କି ବିଶ୍ବପ୍ରସିଦ୍ଧ ଅଟନ୍ତି ।ଓ ବର୍ତ୍ତମାନ ତାଙ୍କର ପରଲୋକ ହେଇଛି । ହଁ ବନ୍ଧୁ ଆମେ ଯେଉଁ କଳାକାର ଙ୍କ ବିଷୟ ରେ କହୁଛୁ ସେ ହଉଛନ୍ତି ଓଡ଼ିଶା ର ଗୀତ ନିର୍ଦ୍ଦେଶକ ଯିଏ କି ଅନେକ ଗୁଡ଼ିଏ ଗୀତ ରେ ନିର୍ଦ୍ଦେଶନା ଦେଇଛନ୍ତି

ସେ ନିଦ ଭରା ରାତି , ନୁପୁର ମୋ ପାଦେ ଆଖିରେ ଲୁହ ଭଳି ଅନେକ ଚଳଚ୍ଚିତ୍ର ରେ ସଙ୍ଗୀତ ନିର୍ଦ୍ଦେଶନା କରିଥିବା ଆପଣ ମାନ ଙ୍କ ପ୍ରିୟ ଅଭିନେତା ଆଜି ଆମ ଗହଣ ରେ ଆଉ ନାହାନ୍ତି ସେ ହଉଛନ୍ତି ଆଦେନି । ସେ ୮୫ ବୟସ ରେ କଟକ ସ୍ଥିତ ନିଜ ବାସଗୃହ ରେ ଜନ୍ମ କରିଛନ୍ତି । ତାଙ୍କ ମୃତ୍ୟୁ ର କାରଣ ଯେ ତାଙ୍କ ହୃଦଗାତ୍ ଜନିତ ରୋଗ ରେ ସେ ମୃତ୍ୟୁ ବରଣ କରିଛନ୍ତି । ସେ ବହୁତ୍ ଦିନ ହବ ଅସୁସ୍ଥ ଥିଲେ ଏଥିପାଇଁ ସେ ଚିକିତ୍ସିତ ହେଉଥିଲେ ଓ ସେ ଜୀବନ ସହିତ ସଂଗ୍ରାମ କରି ମୃତ୍ୟୁ ବରଣ କରିଛନ୍ତି ଏହା ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *