Breaking News

ପ୍ରଥମ ଥର ପାଇଁ ଦେଖନ୍ତୁ ନୂଆ ବୋହୂ ସିରିଏଲ ଅଭିନେତ୍ରୀ ରାଧିକା (Mitali) କିପରି ଠେକୁଆ ପାଳନ କରୁଛନ୍ତି

ଆଜି ମେ ଜାଣିବା ତରଙ୍ଗ ଟିଭି ର ରାଧିକା କେମିତି ଠେକୁଆ ପାଳନ କରୁଛନ୍ତି । ତାହାଲେ ଆସନ୍ତୁ ଏହି ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମରେ ।ହଁ ବନ୍ଧୁ ଆପଣ ମାନେ ଦେଖିଥିବେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଆ ସିରିଏଲ ନୂଆ ବୋହୂ। ଯେଉଁ ଶୀରିଏଲ୍ କି ଓଡ଼ିଶା ର ନମ୍ବର ୱାନ ଧାରା ବାହୀକ ନୂଆ ବୋହୂ । ନୂଆ ବୋହୂ ରେ ଅଭିନୟ କରୁଥିବା ରାଧିକା ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ । ତାଙ୍କର ଜବରଦସ୍ତ ଅଭିନୟ ଲୋକ ମାନ ଙ୍କୁ ବହୁତ୍ ପସନ୍ଦ ଆସିଛି ।

ନୂଆ ବୋହୂ ଧାରା ବାହୀକ ରେ ଅଭିନୟ କରି ସେମାନେ ବର୍ତ୍ତମାନ ଚର୍ଚ୍ଚା ରେ । ତାଙ୍କ ଅଭିନୟ ଫଳ ରେ ସେ ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ ରାଧିକା ଙ୍କ ଜବରଦସ୍ତ ଅଭିନୟ ଫଳ ରେ ଆଜି ନୂଆ ବୋହୂ ନମ୍ବର ୱାନ ହୋଇ ପାରିଛି । ରାଧିକା ତାଙ୍କ ଅଭିନୟ ଯାଦୁ ରେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି । ତାଙ୍କର ଏହି ଅଭିନୟ ପାଇଁ ସେ ବର୍ତ୍ତମାନ ଘରେ ଘରେ ପରିଚିତ । ଦର୍ଶକ ବନ୍ଧୁ ରାଧିକା ନୂଆ ବୋହୂ ଧାରାବାହିକ କରିବା ପୂର୍ବ ରୁ ସେ ଆଉ କୌଣସି ଧାରାବାହିକ ରେ ଅଭିନୟ କରି ନାହାନ୍ତି । ବର୍ତ୍ତମାନ ରାଧିକା ଭୁବନେଶ୍ବର ରେ ନିଜ ପରିବାର ସହ ରହୁଛନ୍ତି ।

ଆଜି ଆମେ ଜାଣିବା ଯେ ରାଧିକା ଠେକୁଆ ପାଳନ କରୁଛନ୍ତି । ହଁ ବନ୍ଧୁ ରାଧିକା ଠେକୁଆ ଙ୍କୁ ବହୁତ୍ ଭଲ ପାଇଥାନ୍ତି ସେଥିପାଇଁ ସେ ତାଙ୍କ ଘରେ ଠେକୁଆ ରଖିଛନ୍ତି ଓ ଏହି ଠେକୁଆ ଙ୍କ ର ମଧ୍ୟ ପାଳନ କରୁଛନ୍ତି । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଠେକୁଆ ମାନ ଙ୍କ ଫଟୋ ଛାଡ଼ିବା ସହିତ ଲେଖିଛନ୍ତି ଯେ ସେ ଠେକୁଆ ମାନ ଙ୍କୁ ବହୁତ୍ ଭଲ ପାଇଥାନ୍ତି। ରାଧିକା ଠେକୁଆ ମାନ ଙ୍କ ସହ ବହୁ ମଜା ମସ୍ତି କରୁଥିବା ର ଦୃଶ୍ୟ ମଧ୍ୟ ନଜର କୁ ଆସିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *