ଆଜି ଆମେ ଜାଣିବା ନୂଆ କରି ବିବାହ ହୋଇଥିବା ଏଲିନା ପାଢ଼ୀ ତାଙ୍କ ଜନ୍ମ ଦିନ କେମିତି ପାଳନ କଲେ ତାଙ୍କ ଶାଶୁଘରେ । ଆଜି ଆମେ ଜାଣିବା ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତ୍ରୀ ଙ୍କ ବିଷୟ ରେ । ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସିନ୍ଦୂର ର ଅଧିକାର ଧାରାବାହିକ ରେ ଲିଡ ନାୟିକା ଭାବରେ ଅଭିନୟ କରୁଥିବା ଏଲିନା ତାଙ୍କ ଜନ୍ମ ଦିନ କେମିତି ପାଳନ କଲେ ।
ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ଜବରଦସ୍ତ ଅଭିନୟ ସିନ୍ଦୂର ର ଅଧିକାର। ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସିନ୍ଦୂର ର ଅଧିକାର ଆଜି ଓଡ଼ିଶାର ନମ୍ୱର୍ ୱାନ୍ ଶିରିଏଲ୍ ହୋଇପାରିଛି ଓ ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି । ଏଲିନା ଧାରାବାହିକ ରେ ଅଭିନୟ କରିବା ସହିତ ସେ ଅନେକ ଫିଲ୍ମ୍ ଓ ମ୍ୟୁଜୀକ୍ ଭିଡିଓ ଆଲବମ୍ ରେ ଭଲ ଅଭିନୟ କରି ସେ ଆଜି ଲୋକ ପ୍ରିୟ ହବା ସହିତ ଅଲିଉଡ୍ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଛନ୍ତି ।
ହଁ ବନ୍ଧୁ ଏଲିନା ଭଲ ଆଙ୍କାରିଂ ମଧ୍ୟ କରନ୍ତି ବିଭିନ୍ନ ଶୋ ମାନ ଙ୍କ ରେ । ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଏଲିନା ଙ୍କ ଜନ୍ମ ଦିନ ତାଙ୍କ ଶାଶୁ ଘରେ କେମିତି ପାଳନ କରିଛନ୍ତି । ହଁ ବନ୍ଧୁ ଏଲିନା ଙ୍କ ଜନ୍ମ ଦିନ ଟି ତାଙ୍କ ଶାଶୁ ଘରେ ଖୁବ୍ ଧୁମ୍ ଧାମରେ ପାଳନ କରିଛନ୍ତି । ତାଙ୍କର ଏହି ଜନ୍ମ ଦିନ ରେ ତାଙ୍କ ସ୍ବାମୀ ଓ ପରିବାର ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ