ଆଜି ଆମେ ଜାଣିବା ଜଣେ ଓଡ଼ିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ପପୁ ପମ ପମ ତାଙ୍କ ସ୍ତ୍ରୀ ଙ୍କ ଜନ୍ମ ଦିନ କେମିତି ପାଳନ କରିଛନ୍ତି । ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ହାସ୍ୟ କଳାକାର ପପୁ ପମ ପମ। ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ସମସ୍ତ ଫିଲ୍ମ୍ ରେ କମିଡି କରିବା ର । ସେ ଦର୍ଶକ ମାନ ଙ୍କୁ ବହୁତ୍ ହସେଇ ଥାଆନ୍ତି ।
ଦର୍ଶକ ବନ୍ଧୁ ଖାଲି କମିଡୀ ନୁହେଁ ବରଂ ସେ ଅନେକ ଚଳଚ୍ଚିତ୍ର ହିରୋ ଚରିତ୍ର ରେ ଅଭିନୟ କରିଛନ୍ତି । ଯେମିତି ତାଙ୍କର ଫିଲ୍ମ୍ ରଙ୍ଗିଲା ଟୋକା । ଏହି ଫିଲ୍ମ୍ ଟି ରେ ସେ ହିରୋ ଚରିତ୍ର ରେ ଜବରଦସ୍ତ ଅଭିନୟ କରିଥିଲେ ଯାହଫଳରେ ସେ ଫିଲ୍ମ୍ ଟି ସୁପର୍ ହିଟ ହୋଇଥିଲା । ହଁ ବନ୍ଧୁ ସେ ଫିଲ୍ମ୍ ରେ କମିଡୀ କରିବା ସହିତ ସେ ଅନେକ ଶୋ ରେ ମଧ୍ୟ କମିଡୀ କରନ୍ତି ।
ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଏକ୍ସ ୟୁଜ୍ ମି ଯାହା କହିବି ସତ କହିବି ଯେଉଁଥିରେ ସେ ସବୁ ଦିନ ଭିନ୍ନ ଭିନ୍ନ ଚରିତ୍ର ରେ ଆସି ଦର୍ଶକ ମାନ ଙ୍କୁ ହସାଇ ହସାଇ ପେଟଗଣ କରାଇଥାନ୍ତି । ଦର୍ଶକ ବନ୍ଧୁ ତାଙ୍କର ଏହି କମିଡି ଓ ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଘରେ ପରିଚିତ ।
ହଁ ବନ୍ଧୁ ଆଜି ଆମେ ଜାଣିବା ଯେ ପପୁ ପମ ପମ ତାଙ୍କ ସ୍ତ୍ରୀ ଜନ୍ମ ଦିନ କେମିତି ପାଳନ କରିଛନ୍ତି । ଦର୍ଶକ ବନ୍ଧୁ ସେ ତାଙ୍କ ସ୍ତ୍ରୀ ଜନ୍ମ ଦିନ ଟି ଖୁବ୍ ଧୁମ୍ ଧାମରେ ପାଳନ କରିଛନ୍ତି ଏବଂ ଏଥିରେ ତାଙ୍କ ପରିବାର ଲୋକ ମଧ୍ୟ ଉପସ୍ଥିତ ଥିଲେ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ