ଆମ ଓଲିଉଡ ଜଗତର ଫେମସ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ଆପଣ ମାନେ ନିସ୍ଚୟ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ନିଶ୍ଚୟ ଭାବରେ ଦେଖିଥିବେ।ତେବେ ବନ୍ଧୁଗଣ ସିଦ୍ଧାନ୍ତ ହେଉଛନ୍ତି ଓଲିଉଡ ଜଗତର ଜଣେ ସୁପର ଷ୍ଟାର ସେ ତାଙ୍କର ସୁନ୍ଦର ଅଭିନୟ ପାଇଁ ବହୁତ ଲୋକପ୍ରିୟତା ହାସଲ କରିପାରିଛନ୍ତି।ତେବେ ଆଜି ଆମେ ତାଙ୍କ ପୁଅ ଙ୍କୁ ଦେଖିବା ଓ ସେ ଏବେ କଣ କରୁଛନ୍ତି ଜାଣିବା ଆମର ଏହି ଲେଖା ମାଧ୍ୟମରେ।
ତେବେ ଆପଣ ମାନେ ସମସ୍ତେ ଆଜି ଆମେ କହିବୁ ସିଦ୍ଧାନ୍ତ ମହାପାତ୍ର ଙ୍କର ପୁଅ ସାଇ ସିଦ୍ଧି ଏବେ କଣ କରୁଛନ୍ତି।ଓ ସେ ଦେଖିବାକୁ କେମିତି।ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ସିଦ୍ଧାନ୍ତ ମହାପାତ୍ର ଙ୍କର ଏକମାତ୍ର ପୁଅ ହେଉଛନ୍ତି ସାଇ ସିଦ୍ଧି।ସେ ଏବେ ଭୁବନେଶ୍ୱର ର ଡିଏବି ସ୍କୁଲ ରେ ପାଠ ପଢୁଛନ୍ତି।ବର୍ତ୍ତମାନ ସମୟରେ ତାଙ୍କର ବୟସ 20 ବର୍ଷ।ଏକ ଖବର ମୁତାବକ ସିଦ୍ଧାନ୍ତ ମହାପାତ୍ର ଙ୍କର ପୁଅ ସାଇ ସିଦ୍ଧି ଖୁବ ଶୀଘ୍ର ଓଲିଉଡ ଜଗତରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି।ତେବେ ଦେଖାଯାଉ କେବେ ସେ ଏଣ୍ଟ୍ରି କରୁଛନ୍ତି।
ଏବେ ଏହି ନୂଆ ଚଳଚ୍ଚିତ୍ର ଟିର ସ୍କ୍ରିପ୍ଟ ଲେଖା ଖୁବ ଜୋର ସୋର ରେ ଚାଲି ଅଛି।ସିଦ୍ଧାନ୍ତ ମହାପାତ୍ର ଙ୍କ ଭଳି ତାଙ୍କ ପୁଅ ମଧ୍ୟ ସ୍ପୋର୍ଟ ବାଇକ ଚଳାଇବାରେ ରୁଚି ରହିଛି।ସେ ପାଠ ପଢିବା ସହିତ ବାଇକ ଚଲାଇବା ପାଇଁ ବହୁତ ପସନ୍ଦ କରନ୍ତି।ଗତ କିଛି ଦିନ ତଳେ ଜି ସାର୍ଥକ ରେ ପ୍ରସାରିତ ହେଉଥିବା ସବୁଠାରୁ ଲୋକପ୍ରିୟ ସିରିଏଲ ଖେଡେଙ୍ଗା ଫାମିଲି ରେ ସିଦ୍ଧାନ୍ତ ମହାପାତ୍ର ଙ୍କ ସହ ତାଙ୍କ ପୁଅ ଯୋଗ ଦେଇଥିଲେ।
ତେବେ ସିଦ୍ଧାନ୍ତ ଙ୍କ ପରି ସେ ବି ବହୁତ ହ୍ୟାନସମ ଅଟନ୍ତି ସେ ଦେଖିବାକୁ ବହୁତ ସୁନ୍ଦର ସେ ଏବେ ପାଠ ପଢିବାରେ ବହୁତ ମନ ଦେଉଛନ୍ତି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ