Breaking News

ବଡ ଖୁଲାସା ହେଲା – କାହିଁକି ଭାଙ୍ଗି ଯାଇଥିଲା ଉଷାସୀ ମିଶ୍ରଙ୍କ (Usasi Mishra) ବିବାହ, ନିଜେ ଉଷାସୀ କରିଲେ ଖୁଲାସା

ଆଜି ଆମେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ଅଭିନେତ୍ରୀ ଉଷାଶି ମିଶ୍ର ଙ୍କ ବିଷୟ ରେ ଆପଣ ମାନେ ଜାଣିଥିବେ ଯେ ସେ ଅନେକ ଚଳଚ୍ଚିତ୍ର ରେ ଅଭିନୟ କରୁଛନ୍ତି । ଆଜି ଆମେ ଜାଣିବା ଉସାଶୀ ମିଶ୍ର ବାହା ହୋଇଛନ୍ତି କି ନାହିଁ । ତାଙ୍କ ପ୍ରକୃତ ନାମ ହଉଛି ଉସାଶି ମିଶ୍ର ସେ ଅଗଷ୍ଟ ୩ ରେ ସେ ତାଙ୍କ ଜନ୍ମ ଦିନ ପାଳନ କରନ୍ତି । ଉସାଷି ମିଶ୍ର ଏବେ ଭୁବନେଶ୍ୱର ରେ ରହୁଛନ୍ତି ।ସେ ପଶ୍ଚିମ ବଙ୍ଗ ର ମୁର୍ଶିଦାବାଦ ଫରକ୍କା କେନ୍ଦ୍ରୀୟ ବିଦ୍ୟାଳୟ ରେ ପାଠ ପଢୁଥିଲେ ।

ସେ ତାଙ୍କ ଗ୍ରଜ୍ୟୁଏସନ୍ ସମ୍ପୂର୍ଣ କରିଥିଲେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ଭୁବନେଶ୍ୱର ଠାରେ ଆଉ ତାଙ୍କ ଷ୍ଟ୍ରୀମ ଥିଲା ସାଇନ୍ସ । ଏଥି ସହିତ ସେ ମଧ୍ୟ ଫ୍ୟାସନ୍ ଡିଜାଇନ୍ କୋର୍ସ୍ ମଧ୍ୟ କରିଛନ୍ତି । ଉସଶି ମିଶ୍ର ଓଡ଼ିଆ, ତେଲୁଗୁ,ବେଙ୍ଗଲୀ, ଛତିଶଗଡ଼ ଫିଲ୍ମ୍ ରେ ଅଭିନୟ କରିଛନ୍ତି । ୧୯୯୬ ମସିହା ରେ ସେ ଓଡ଼ିଆ ଫିଲ୍ମ୍ ରେ ଅଭିନୟ କରିଥିଲେ ଜୀବନୀ ଆରମ୍ଭ କରିଥିଲେ ।୧୯୯୯ ମସିହାରେ ଧର୍ମନିକିତି । ତା ପରେ ବାହୁଡିବେ ମୋ ଜଗା ବଳିଆ ୨୦୦୩ ମସିହାରେ ।

ଖାଲି ସେତିକି ନୁହେଁ ବନ୍ଧୁ ସେ ଓଡ଼ିଆ ସିନେମା ରେ ଅଭିନୟ କରିବା ସହିତ ସେ ଓଡ଼ିଆ ଯାତ୍ରା ଜଗତ ରେ ମଧ୍ୟ ଅଭିନୟ କରିଛନ୍ତି । ସେ ଫିଲ୍ମ୍,ଯାତ୍ରା, ଓଡ଼ିଆ ଧାରାବାହିକ , ଉପସ୍ଥାପିକା ସବୁ କ୍ଷେତ୍ର ରେ ସେ ଦକ୍ଷତା ଦେଖାଇଛନ୍ତି । ତାହେଲେ ଆସନ୍ତୁ ଜାଣିବା ସେ ବିବାହ କରିଛନ୍ତି କି ନାହିଁ ।ଉଷାଷି ଏକ ଇଣ୍ଟର ଭ୍ୟୁ କହିଥିଲେ ଯେ ଉଳୀଉଡ୍ ଇଣ୍ଡଷ୍ଟ୍ରି ର କୌଣସି ଅଭିନେତା ବିବାହ କରିବେ ନାହିଁ । ସେ ଆହୁରି ମଧ୍ୟ ତାଙ୍କୁ ପଚର ଯାଇଥିଲା ଯେ ତାଙ୍କ ଜୀବନ ରେ ସେ କାହାକୁ ଭଲ ପାଉଥିଲେ ଓ ଏହାର ଉତ୍ତର ରେ ସେ କହିଥିଲେ ଯେ ସେ ତିନି ଜଣ ଙ୍କୁ ଭଲ ପାଇଥିଲେ ।

ପ୍ରଥମ ଜଣ କ ତାଙ୍କ ସହ ଚିଟ୍ କରିବାରୁ ଅଲଗା ହୋଇଯାଇଥିଲେ । ଦ୍ଵିତୟ ଜଣକ କୁ ବିବାହ କରିବା ପାଇଁ ତାଙ୍କ ଘରେ ରାଜି ନ ଥିଲେ । ଦର୍ଶକ ବନ୍ଧୁ ଆପଣ ଜାଣିଛନ୍ତି କି ଉଷାସି ଲଭ୍ ମ୍ୟାରେଜ କରିଥିଲେ । କିନ୍ତୁ ତାଙ୍କର ଏହି ବିବାହ ଘର ବେଶୀ ଦିନ ଯାଏଁ ରହି ନଥିଲା । ସେ ତାଙ୍କ ବିବାହ ର ୧୦ ବର୍ଷ ପରେ ଛାଡ଼  ପତ୍ର ଦୁହେଁ ଦୁହିଁଙ୍କୁ ଦେଇଥିଲେ । ତା ପରେ ସେ ଆଉ କାହାକୁ ବିବାହ କରିବେ ନାହିଁ ବୋଲି ସେ କହିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *