Breaking News

ତରଙ୍ଗ ଟିଭିରେ ଅଭିନୟ କରୁଥିବା ଏହି ସୁନ୍ଦରୀ ନାୟିକା ମାନଙ୍କର ପକୃତ ଡାକ ନାମ କଣ ଜାଣନ୍ତୁ

ଆପଣ ମାନେ ଜାଣିଥିବ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତ୍ରୀ ମାନ ଙ୍କ ନାମ ଜାଣିଥିବେ କିନ୍ତୁ ତାଙ୍କ ଡାକ ନାମ ଆପଣ ମାନେ ଜାଣି ନଥିବେ । ତାହାଲେ ଆସନ୍ତୁ ଜାଣିବା

ଋଦ୍ରି- ହଁ ବନ୍ଧୁ ମାୟା ଧାରାବାହିକ ରେ ଆପଣ ମାନେ ନିଶ୍ଚୟ ତାଙ୍କର ଜବରଦସ୍ତ ଅଭିନୟ ଦେଖିଥିବେ ତାଙ୍କର ଭଲ ନାମ ହଉଛି ଜସ୍ମିନି ଓ ତାଙ୍କ ଡାକ ନାମ ହେଉଛି ରାନୁ।।


ଇତି – ସିନ୍ଦୂର ର ଅଧିକାର ରେ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ଜବରଦସ୍ତ ଅଭିନୟ ଦେଖିଥିବେ । ଇତି ଡାକ ନାମ ହେଉଛି ନିଲାଖି ।


ପବିତ୍ରା – ସିନ୍ଦୂର ବିନ୍ଦୁ ରେ ଇତି ଙ୍କ ମା ଚରିତ୍ର ରେ ଅଭିନୟ କରୁଛନ୍ତି ପବିତ୍ରା । ଦର୍ଶକ ବନ୍ଧୁ ପବିତ୍ର ଅନେକ ଧାରାବାହିକ ରେ ଅଭିନୟ କରୁଛନ୍ତି । ପବିତ୍ରା ଙ୍କ ଡାକ ନାମ ହେଉଛି ରୋଜି ।


ମଙ୍ଗଳା – ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ମଙ୍ଗଳା ଚରଣ ରେ ଦେଖିଥିବେ ମଙ୍ଗଳା ଙ୍କ ଜବରଦସ୍ତ ଅଭିନୟ । ତାଙ୍କ ଡାକ ନାମ ହେଉଛି ସୁଶ୍ରୀ ।


ରାଧିକା – ଆପଣ ମାନେ ନିଶ୍ଚୟ ଦେଖିଥିବେ ନୂଆ ବୋହୂ ଧାରାବାହିକ ରେ ରାଧିକା ଙ୍କ ଜବରଦସ୍ତ ଅଭିନୟ । ସେ ବହୁତ୍ ଦିନ ହେଲା ନୂଆ ବହୁ ଧାରାବାହିକ ରେ ଅଭିନୟ କରି ଆସୁଛନ୍ତି । ତାଙ୍କର ଏହି ଅଭିନୟ ପାଇଁ ସେ ଆଜି ଲୋକ ପ୍ରିୟ ଅଭିନେତ୍ରୀ ହୋଇପାରିଛନ୍ତି । ରାଧିକା ଙ୍କ ଡାକ ନାମ ହେଉଛି ମିତାଲି ।।


ତାରିଣୀ – ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାରା ତାରିଣୀ ଧାରାବାହିକ ରେ ଜବରଦସ୍ତ ଅଭିନୟ । ସେ ବହୁ ଗୁଡ଼ିଏ ଆଲବମ୍ ଓ ଫିଲ୍ମ୍ ମଧ୍ୟ କରିଛନ୍ତି । ତାରିଣୀ ଙ୍କ ଡାକ ନାମ ହେଉଛି ଲିପି ।


ଶ୍ରଦ୍ଧା – ଆପଣ ମାନେ ନିଶ୍ଚୟ ଜାଣିଥିବେ ଶ୍ରଦ୍ଧା ଙ୍କୁ ତାଙ୍କର ଡାକ ନାମ ହେଉଛି ପ୍ରିୟଙ୍କା । ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ଜବରଦସ୍ତ ଅଭିନୟ କୁଆଁରୀ ବୋହୂ ରେ ।


ପୂର୍ଭି – ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ଜବରଦସ୍ତ ଅଭିନୟ ସିନ୍ଦୂର ର ଅଧିକାର ଧାରାବାହିକ ରେ । ପୁଭି ଙ୍କ ଡାକ ନାମ ହେଉଛି ସୁଚରିତା ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.