Breaking News

ଦେଖନ୍ତୁ ବିବାହ ପରେ ପ୍ରଥମ ଥର ସବ୍ୟ – ଅର୍ଚ୍ଚିତା ( ସବ୍ୟସାଚୀ ଅର୍ଚ୍ଚିତା ) ଷ୍ଟେଜ ଉପରେ ଡ୍ୟାନ୍ସ କରିଲେ

ଆଜି ଆମେ ଜାଣିବା ବାହାଘର ପରେ ସବ୍ୟ ସଚ୍ଚି ଓ ଅର୍ଚ୍ଚିତା ରୋମାଣ୍ଟିକ ନାଚ ବିଷୟ ରେ ଓ ସେ କେଉଁଠି ନାଚୁଥିଲେ । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ମାସ ତଳେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ସବ୍ୟସାଚୀ ଓ ଅର୍ଚ୍ଚିତା ରାଜସ୍ଥାନ ର ଏକ ବିଲାସ ପୂର୍ଣ୍ଣ ସ୍ଥାନ ରେ ରାଜକୀୟ ଢଙ୍ଗ ରେ ବିବାହ କରିଥିଲେ ।

ସବ୍ୟ ଓ ଅର୍ଚ୍ଚିତା ଙ୍କ ପରିବାର ଉପସ୍ଥିତି ଥିଲେ ଏବଂ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ ଘର ଟି ସମ୍ପୂର୍ଣ ହୋଇଥିଲା । ବିବାହ ର କିଛି ଦିନ ପରେ ସେ ଓଡ଼ିଶା କୁ ଫେରିଥିଲେ ତାପରେ ତାଙ୍କର ଗୃହ ପ୍ରବେଶ ହୋଇଥିଲା । ସବ୍ୟସାଚୀ ଓ ଅର୍ଚ୍ଚିତା ବିବାହ ଘର ର ରିଶେପେଶନ ଭୁବନେଶ୍ୱର ରେ ଆୟୋଜନ କରିଥିଲେ । ଏହି ବିବାହ ପାଟି ରେ ଅନେକ ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିଲେ ।ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ପାଞ୍ଚ ଗୋଟି ଓଡ଼ିଆ ଫିଲ୍ମ୍ ରେ ଅଭିନୟ କରି ସାରିଲେଣି ସବ୍ୟସାଚୀ ଏବଂ ଅର୍ଚ୍ଚିତା ।

ତାଙ୍କର ଏହି ଅଭିନୟ ଦେଖିବା ପାଇଁ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥାଆନ୍ତି ।ତାଙ୍କର ବିବାହ ୨୦୨୦ ମାର୍ଚ୍ଚ ରେ ହବା ର ଥିଲା କରୋନା ମହାମାରୀ କାରଣ ରୁ ସେ ଯଦି ଓଡ଼ିଶା ରେ ବିବାହ ଘର ଉତ୍ସବ ଟି ପାଳନ କରିଥାନ୍ତେ ତାହାଲେ ବହୁ ଗୁଡ଼ିଏ ଫ୍ୟାନ ଏବଂ ରିଲେଟିଭ୍ ଯୋଗ ଦେଇଥାନ୍ତେ । ଫଳ ରେ କୋରାନ କାରଣ ରୁ ଜଣ ଗହଳି ବଢି ଥାନ୍ତା ସେଥିପାଇଁ ସେ କାହାରି କୁ ନଜଣେଇ ରାଜସ୍ଥାନ ରେ ପରିବାର ଲୋକ ଙ୍କ ଉପସ୍ଥିତି ରେ ବିବାହ କରିଥିଲେ ।

ତାଙ୍କର ରିଶୀପେସନ୍ ଓଡ଼ିଆ ଫିଲ୍ମ୍ ର ଅନେକ ଅଭିନେତା ଓ ଅଭିନେତ୍ରୀ ଯୋଗ ଦବା ସହ ତାଙ୍କ ଫ୍ୟାନ ମାନେ ମଧ୍ୟ ଆସିଥିଲେ । ବର୍ତ୍ତମାନ ସେ ତାଙ୍କ ଶାଶୁଘରେ ବହୁ ଖୁସି ରେ ଅଛନ୍ତି । ବର୍ତମାନ ସୋସିଆଲ ମିଡିଆରେ ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ରୋମାଣ୍ଟିକ ନାଚ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ହଁ ବନ୍ଧୁ ସବ୍ୟସାଚୀ ଓ ଅର୍ଚ୍ଚିତା ତରଙ୍ଗ ଟିଭି ସିନେ ଆୱାର୍ଡ଼ ରେ ଯୋଗ ଦେଇଥିଲେ । ଯୋଗ ଦେବା ସହ ସେ ନାଚ ମଧ୍ୟ କରିଥିଲେ ଯେଉଁ ନାଚ ଦର୍ଶକ ମାନ ଙ୍କୁ ପସନ୍ଦ ଆସିଥିଲା ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.