Breaking News

ଦେଖନ୍ତୁ ନୂଆ ବୋହୂ ସିରିଏଲର ସ୍ଵାତିକ (Jagajit) କିପରି ପୁରୀରେ ନିଜ ପରିବାର ସହ ମଜା ମସ୍ତି କରୁଛନ୍ତି

ଆଜି ଆମେ ଜାଣିବା ନୂଆ ବୋହୂ ର ଧାରାବାହିକ ର ଅଭିନେତା ସ୍ୱାତିକି ପୁରୀ ରେ ନିଜ ପରିବାର ଲୋକ ଙ୍କ ସହ କିପରି ମଜା ମସ୍ତି କରୁଛନ୍ତି । ହଁ ବନ୍ଧୁ ଆପଣ ମାନେ ଦେଖିଥିବେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଆ ସିରିଏଲ ନୂଆ ବୋହୂ। ଯେଉଁ ଶୀରିଏଲ୍ କି ଓଡ଼ିଶା ର ନମ୍ବର ୱାନ ଧାରା ବାହୀକ ନୂଆ ବୋହୂ ।

ନୂଆ ବୋହୂ ରେ ଅଭିନୟ କରୁଥିବା ସ୍ୱତିକୀ ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ । ତାଙ୍କର ଜବରଦସ୍ତ ଅଭିନୟ ଲୋକ ମାନ ଙ୍କୁ ବହୁତ୍ ପସନ୍ଦ ଆସିଛି । ନୂଆ ବୋହୂ ଧାରା ବାହୀକ ରେ ଅଭିନୟ କରି ସେମାନେ ବର୍ତ୍ତମାନ ଚର୍ଚ୍ଚା ରେ । ତାଙ୍କ ଅଭିନୟ ଫଳ ରେ ସେ ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ ସ୍ଵାତିକି ଙ୍କ ଜବରଦସ୍ତ ଅଭିନୟ ଫଳ ରେ ଆଜି ନୂଆ ବୋହୂ ନମ୍ବର ୱାନ ହୋଇ ପାରିଛି । ସ୍ୱାତିକ୍ ତାଙ୍କ ଅଭିନୟ ଯାଦୁ ରେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି ।

ତାଙ୍କର ଏହି ଅଭିନୟ ପାଇଁ ସେ ବର୍ତ୍ତମାନ ଘରେ ଘରେ ପରିଚିତ । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ସ୍ୱତିକ୍ ଭଲ ଅଭିନୟ, ନାଚ ସହିତ ଭଲ ପେଣ୍ଟିଂ ମଧ୍ୟ କରିଥାନ୍ତି । ଦର୍ଶକ ବନ୍ଧୁ ସ୍ୱାତିକ ନୂଆ ବୋହୂ ଧାରାବାହିକ କରିବା ପୂର୍ବ ରୁ ସେ ଅନେକ ଧାରାବାହିକ ରେ ଅଭିନୟ କରି ସାରିଛନ୍ତି । ସେ ଗତ କିଛି ଦିନ ତଳେ ଶ୍ୱାତିକ୍ ଆଉ ତାଙ୍କର ପରିବାର ପୁରୀ ବୁଲି ବା କୁ ଯାଇଥିଲେ ଓ ସେଠାରେ ବୁଲିବା ସହ ବହୁତ୍ ମଜା ମସ୍ତି କରିଛନ୍ତି ଯାହାର ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *