Breaking News

ଓଡିଆ ଅଭିନେତ୍ରୀ ପୁନମ ମିଶ୍ର (Poonam Mishra) ଛୋଟ ପ୍ୟାଣ୍ଟ ପିନ୍ଧିବାକୁ ନେଇ ଦେଲେ ଚାଞ୍ଚଲ୍ୟକର ବୟାନ

ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଉଳୀଉଡ୍ ର ଜଣା ଶୁଣା ଅଭିନେତ୍ରୀ ପୁନମ୍ । ଆପଣ ମାନେ ତାଙ୍କର ଅନେକ ଫିଲ୍ମ୍ ଦେଖିଥିବେ ଜବରଦସ୍ତ ଅଭିନୟ କରିଥିବା ର । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ପାଖ ରେ ଅତି ପ୍ରିୟ ହବା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ନାମ ମଧ୍ୟ ଅର୍ଜନ କରିଛନ୍ତି । ଆପଣ ମାନେ ଦେଖିଥିବେ ନିର୍ଦ୍ଦେଶକ ସଂଜୟ ନାୟକ ଙ୍କ ବାଇଶି ପାହାଚେ ଖେଳିବ ମୀନ ଜରିଆ ରେ ସେ ତାଙ୍କ ଉଳୀଉଡ୍ ରେ ନାୟିକା ଭାବେ କ୍ୟାରିଅର ଆରମ୍ଭ କରିଥିଲେ ।

ପ୍ରଥମ ସିନେମା ରେ ସେ ଲଳିତ ନାମକ ଜଣେ ନବାଗତ ଙ୍କ ନାୟିକା ବନିଥିଲେ। ପୂନମ୍ ଏହାପରେ ଯେଉଁ ନାୟକ ଙ୍କ ସହ କାମ କରିଛନ୍ତି ସେମାନ ଙ୍କ ଭିତରେ ଅଛନ୍ତି ବାବୁଶାନ୍,ବୁଲୁ ଓ ସମ୍ବିତ ପ୍ରମୁଖ ଅଟନ୍ତି । କିନ୍ତୁ ଏହା ପରେ ସେ ବଡ଼ ପରଦା ରେ କୌଣସି ହିରୋ ଙ୍କ ନାୟିକା ଭାବେ ଦେଖିବାକୁ ମିଳିନାହିଁ । କିନ୍ତୁ ତାଙ୍କର ଅଗକୁଏକ୍ ଫିଲ୍ମ୍ ଆସୁଅଛି ଯେଉଁ ଫିଲ୍ମ୍ ଟି ରେ ସେ ନାୟିକା ଭାବେ ଅଭିନୟ କରୁଛନ୍ତି ଓ ଏହି ଫିଲ୍ମ୍ ଟି ରେ ହିରୋ ଭାବେ ନଜର ଆସିବେ କିଶୋର କୁମାର । ଏହି ଫିଲ୍ମ୍ ଟି ରେ ପୁନମ ଓ କିଶୋର ଙ୍କୁ ଦେଖିବାକୁ ପାଇବେ ଆପଣ ମାନେ । ଯାହାର ଟାଇଟଲ ହେଲା ଲଭ୍ ୟୁ ଜାନୁ ।

ଏଥିରେ ଅନ୍ୟ ମାନ ଙ୍କ ମଧ୍ୟ ରେ ପ୍ରଦ୍ୟୁମ୍ନ ଲେଙ୍କା, ପ୍ରିୟା ମହାପାତ୍ର, ମନିଷା ମିଶ୍ର,ଅରବିନ୍ଦ ଏବଂ ଚୌଧୁରୀ ବିକାଶ ଦାସ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକା ରେ ନଜର ଆସିବେ ।ଏହି ଫିଲ୍ମ୍ ଟି ର ପ୍ରଯୋଜକ ହେଲେ ଜିତେନ୍ଦ୍ର ଓଝା ଓ ନିର୍ଦ୍ଦେଶନା ଦେଇଛନ୍ତି ଦିବ୍ୟଜ୍ୟୋତି ପାତ୍ର । ଅଭିଜିତ ମଜୁମଦାର ଏହାର ସଙ୍ଗୀତକାର । ଡକ୍ଟର ବୈଜୟନ୍ତ ମିଶ୍ର ଏହି ସିନେମା ର କାହାଣୀ ରଚନା କରିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *