ଆପଣ ମାନେ ସମସ୍ତେ ଆମ ଓଲିଉଡ ଜଗତର ଫେମସ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ନିଶ୍ଚୟ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଦେଖିଥିବେ।ସେ ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ବହୁତ ଲୋକପ୍ରିୟତା ହାସଲ କରିପାରିଛନ୍ତି।ତେବେ ଆପଣ ମାନେ ଜାଣିଥିବେ ମାର୍ଚ୍ଚ 1 ତାରିଖରେ ସବ୍ୟସାଚୀ ଙ୍କୁ ବିବାହ କରିଛନ୍ତି ଅର୍ଚ୍ଚିତା ।ତେବେ ଆସନ୍ତୁ ଜାଣିବା କଣ ପାଇଁ କମିଶନରେଟ ପୋଲିସ ଅଫିସ କୁ ଗଲେ ଅର୍ଚ୍ଚିତା। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଏପ୍ରିଲ 1 ତାରିଖରେ ଉତ୍କଳ ଦିବସ ପାଳନ ହୋଇଛି।ତେବେ ଏହି ଉତ୍କଳ ଦିବସ ଉପଲକ୍ଷେ କମିଶନରେଟ ପୋଲିସ ଏକ ସଭା ଆୟୋଜନ କରିଥିଲା ଏହି ସଭା କୁ ଅର୍ଚ୍ଚିତା ଙ୍କୁ ନିମନ୍ତ୍ରଣ କରାଯାଇଥିଲା।
ତେବେ ଏହି ସଭା ରେ ଅର୍ଚ୍ଚିତା ଯୋଗ ଦେଇଥିଲେ ଓ ପୁରସ୍କୃତ ମଧ୍ୟ ହୋଇଥିଲେ।ଏହି ସଭା ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଅର୍ଚ୍ଚିତା। ଆପଣ ମାନେ ଜାଣିଥିବେ ସବ୍ୟସାଚୀ ହେଉଛନ୍ତି ଜଣେ ସମାଜ ସେବି ସେ ବହୁତ ଲୋକଙ୍କୁ ସାହାର୍ଯ୍ୟ ମଧ୍ୟ କରିଛନ୍ତି।ତେବେ ଅର୍ଚ୍ଚିତା ତାଙ୍କୁ ବିବାହ କଲା ବେଳେ କହିଥିଲେ1 କି ଆମେ ଦୁଇଜଣ ମିଶି ସମାଜ ସେବା କରିବୁ।ତେବେ ବର୍ତ୍ତମାନ ସମୟରେ ଏହା କରି ଦେଖେଛନ୍ତି ଅର୍ଚ୍ଚିତା ।ତାଙ୍କୁ ବିଭିନ୍ନ ସମାଜ ସେବା କାର୍ଯ୍ୟକ୍ରମ ରେ ଦେଖିବାକୁ ମିଳୁଛି।
ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ସବ୍ୟସାଚୀ ହେଉଛନ୍ତି ଜଣେ ସମାଜ ସେବି ସେ ବହୁତ ଲୋକଙ୍କୁ ସାହାର୍ଯ୍ୟ କରିଛନ୍ତି।କୋରୋନା ମହାମାରୀ ସମୟରେ ଯେତେବେଳେ ଲକ ଡାଉନ ହୋଇଥିଲା ସେତେବେଳେ ସେ ବହୁତ ଲୋକଙ୍କୁ ସାହାର୍ଯ୍ୟ କରିଛନ୍ତି।ସେ ବସ ରେ ପ୍ରବାସୀ ଶ୍ରମିକ ମାନଙ୍କୁ ମଧ୍ୟ ଓଡିଶା ବାହାରୁ ମଧ୍ୟ ଓଡିଶାକୁ ଆଣିଛନ୍ତି। ତେବେ ଯାହା ହେଉ ଅର୍ଚ୍ଚିତା ଆଉ ସବ୍ୟସାଚୀ ଦୁହେଁ ସମାଜ ସେବା କରିବେ ବୋଲି କହିଥିଲେ ତାହା ଏବେ ଦେଖିବାକୁ ମିଳୁଛି।ଏହି ଦୁଇଜଣ ବହୁତ ଗୁଡିଏ ସମାଜ ସେବା କାର୍ଯ୍ୟକ୍ରମ ରେ ଦେଖିବାକୁ ମିଳୁଛି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ