ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡ଼ିଶାର ଲୋକମାନେ ଚଳଚ୍ଚିତ୍ର ଦେଖିବା ଅପେକ୍ଷା ଫିଲ୍ମି ଦେଖିବାକୁ ବହୁତ ଭଲ ପାଆନ୍ତି।ତେବେ ଏହି ସିରିଏଲ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କ ବିଷୟରେ ଜାଣିବା ପାଇଁ ଲୋକମାନେ ବହୁତ ଇଚ୍ଛା ରଖିଥାନ୍ତି।ତେବେ ବନ୍ଧୁଗଣ ଓଡିଆ ସିରିଏଲ ଜଗତର ଫେମସ ଅଭିନେତ୍ରୀ ମଧୁସ୍ମିତା ପ୍ରଧାନ ମା ହୋଇଛନ୍ତି ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।
ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଗତ ବର୍ଷ ମା ହୋଇଥିଲେ ଓଡ଼ିଆ ସିରିଏଲ ଜଗତର ଫେମସ ଅଭିନେତ୍ରୀ ମଧୁସ୍ମିତା ପ୍ରଧାନ।ତେବେ ଏବେ ନିକଟରେ ତାଙ୍କ ପୁଅ ର ଜନ୍ମ ଦିନ ପାଳନ ହୋଇଥିଲା।ତେବେ ଏହି ଜନ୍ମ ଦିନ ଧୁମ ଧାମ ରେ ପାଳନ ହୋଇଛି।ତେବେ ଆସନ୍ତୁ ଜାଣିବା ମଧୁସ୍ମିତା ପ୍ରଧାନ କେମିତି ତାଙ୍କ ପୁଅ ଜନ୍ମ ଦିନ ପାଳନ କଲେ।
ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଜି ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ସିରିଏଲ ବଧୁ ରେ ମଧୁସ୍ମିତା ଆନି ଚରିତ୍ର ରେ ଅଭିନୟ କରୁଥିଲେ।ଏହି ସିରିଏଲ ରେ ଆନି ଙ୍କ ଅଭିନୟ କୁ ଲୋକମାନେ ବହୁ ମାତ୍ରାରେ ପସନ୍ଦ ମଧ୍ୟ କରୁଥିଲେ।ଯାହା ଫଳରେ ଏହି ସିରିଏଲ ଟି ସାରା ଓଡ଼ିଶାରେ ଫେମସ ହୋଇ ପାରିଥିଲା। ତେବେ ଗତ ବର୍ଷ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ମଧୁସ୍ମିତା।ସେ ବିବାହ କରବା ପରେ ଓଡ଼ିଆ ସିରିଏଲ ଏବଂ ଫିଲ୍ମି ଦୁନିଆରୁ ଦୁରେଇ ଯାଇଥିଲେ।
ଏବେ ସିଏ କୌଣସି ଫିଲ୍ମି କିମ୍ବା ସିରିଏଲ ରେ ଅଭିନୟ କରୁ ନାହାନ୍ତି।ସେ ଏବେ ତାଙ୍କ ଫ୍ୟାମିଲି ସହ ଭୁବନେଶ୍ୱର ରେ ରହୁଛନ୍ତି।
ତେବେ ନିକଟରେ ତାଙ୍କ ପୁଅ ଙ୍କ ଜନ୍ମ ଦିନ ହୋଇଥିଲା।ଏହି ଜନ୍ମ ଦିନଟିକୁ ବହୁତ ଧୁମ ଧାମ ରେ ପାଳନ କରିଥିଲେ ମଧୁସ୍ମିତା ଓ ତାଙ୍କ ପରିବାର ଲୋକମାନେ।ତେବେ ମଧୁସ୍ମିତା ଙ୍କର ଅଭିନୟ ଆପଣ ମାନଙ୍କୁ କେମିତି ଲାଗେ ତାହା କମେଣ୍ଟ କରି ଆମକୁ ଜଣାନ୍ତୁ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ