ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଓଡ଼ିଆ ଲୋକମାନେ ଚଳଚିତ୍ର ଅପେକ୍ଷା ଫିଲ୍ମି ଦେଖିବାକୁ ବହୁତ ପସନ୍ଦ କରନ୍ତି।ଏହି ସିରିଏଲ ଗୁଡିକ ରେ ଅଭିନୟ କରୁଥିବା ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ବିଷୟରେ ଅଧିକ କିଛି ଜାଣିବା ପାଇଁ ଲୋକମାନେ ଇଚ୍ଛା ରଖିଥାନ୍ତି।ତେବେ ଆଜି ଆମେ ଆପଣ ମାନଙ୍କୁ କହିବା କୁ ଓଡ଼ିଆ ସିରିଏଲ ଜଗତର ଫେମସ ଅଭିନେତ୍ରୀ ରାନୁ କର ଙ୍କର ଜୀବନ ଶୈଳୀ ଓ ତାଙ୍କ ପରିବାର ବିଷୟରେ।ତେବେ ଡେରି ନ କରି ଆସନ୍ତୁ ଜାଣିବା।
ତେବେ ଆପଣ ମାନେ ଜାଣିଥିବେ ଏହି ଲୋକପ୍ରିୟ ଅଭିନେତ୍ରୀ ଗତ ବର୍ଷ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ।ତେବ ବର୍ତ୍ତମାନ ସମୟରେ ତାଙ୍କର ଗୋଟିଏ କୁନି ପୁଅ ଅଛି।ଏବେ ରାନୁ ତାଙ୍କ ଶାଶୁ ଘର ଭୁବନେଶ୍ୱର ରେ ରହୁଛନ୍ତି।ରାନୁ ଙ୍କର ବାହାଘର ରେ ଓଡ଼ିଆ ସିରିଏଲ ଜଗତର ଏବଂ ଫିଲ୍ମି ଦୁନିଆର ଅନେକ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଯୋଗ ଦେଇଥିଲେ।
ଆପଣ ମାନେ ଜାଣିଥିବେ ଜି ସାର୍ଥକ ରେ ପ୍ରସାରିତ ହେଉଥିବା ସବୁଠାରୁ ଲୋକପ୍ରିୟ ସିରିଏଲ ସିନ୍ଦୁର ବିନ୍ଦୁ ରେ ରାନୁ ଙ୍କର ମୁଖ୍ୟ ନାୟିକା ଭାବରେ ଅଭିନୟ କରୁଥିଲେ ସିନ୍ଦୂର ବିନ୍ଦୁ ସିରିଏଲ ରେ ରାନୁ ଙ୍କର ଅଭିନୟ କୁ ଲୋକମାନେ ଖୁବ ପସନ୍ଦ କରୁଥିଲେ।ଓ ସିନ୍ଦୁର ବିନ୍ଦୁ କାହାଣୀ କି ମଧ୍ୟ ବହୁତ ପସନ୍ଦ କରୁଥିଲେ।
ସିନ୍ଦୁର ବିନ୍ଦୁ ସିରିଏଲ ସରିବା ପରେ ରାନୁ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ।ଏବେ ସେ ତାଙ୍କ ଶାଶୁ ଘର ଭୁବନେଶ୍ୱର ରେ ରହୁଛନ୍ତି।ତେବେ ଖୁବ ଶୀଘ୍ର ରାନୁ ଆଉ ଗୋଟିଏ ନୂଆ ସିରିଏଲ ରେ ଅଭିନୟ କରିବାକୁ ଯାଉଛନ୍ତି।ଯେଉଁ ସିରିଏଲ ର ସୁଟିଙ୍ଗ ଏବେ ଜୋର ସୋର ରେ ଚାଲି ଅଛି।ତେବେ ରାନୁ ଙ୍କର ଅଭିନୟ ଆପଣ ମାନଙ୍କୁ କେମିତି କଗେ ଆମକୁ କମେଣ୍ଟ କରି ଜଣାନ୍ତୁ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ