Breaking News

ସିନ୍ଦୁରର ଅଧିକାର ସିରିଏଲରେ ଅଭିନୟ କରୁଥିବା ପବିତ୍ରା (Rosy) ଙ୍କ ପରିବାର ଫଟୋ ପ୍ରଥମ ଥର ପାଇଁ ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଓଡ଼ିଆ ଲୋକମାନେ ଚକଚିତ୍ର ଦେଖିବା ଅପେକ୍ଷା ସିରିଏଲ ଦେଖିବାକୁ ବହୁତ ପସନ୍ଦ କରନ୍ତି ତେବେ ସେମାନେ ଏହି ସିରିଏଲ ରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କର ବିଷୟରେ ଅଧିକ କିଛି ଜାଣିବା ପାଇଁ ଚାହିଁ ଥାନ୍ତି।ତେବେ ବନ୍ଧୁଗଣ ଆଜି ଆମେ ଜାଣିବା ସିନ୍ଦୁରର ଅଧିକାର ସିରିଏଲ ରେ ଅଭିନୟ କରୁଥିବା ପବିତ୍ରା ଙ୍କର ବିଷୟରେ।


ଆପଣ ମାନେ ସମସ୍ତେ ଆମ ଓଲିଉଡ ସିରିଏଲ ଜଗତର ଲୋକପ୍ରିୟ ଅଭିନେତ୍ରୀ ପବିତ୍ରା ଙ୍କୁ ନିଶ୍ଚୟ ଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣ ମାନେ ଦେଖିଥିବେ।ତେବେ ଆପଣ ମାନେ ସିନ୍ଦୁରର ଅଧିକାର ସିରିଏଲ ପବିତ୍ରା ଙ୍କୁ ନିଶ୍ଚୟ ଭାବରେ ଦେଖିଥିବେ।ସେ ଏହି ସିରିଏଲ ରେ ଜବରଦସ୍ତ ଅଭିନୟ ମଧ୍ୟ କରିଛନ୍ତି।ତେବେ ଆଜି ଆମେ ଜାଣିବା ପବିତ୍ରା ଙ୍କର ପରିବାର ବିଷୟରେ।
ତେବେ ଏହା ପୂର୍ବରୁ ଆପଣ ମାନେ ପବିତ୍ରା ଙ୍କୁ ତୁଳସୀ ସିରିଏଲ ରେ ନିଶ୍ଚୟ ଦେଖିଥିବେ ଓ ସେ ଏହି ସିରିଏଲ ରେ ଜବରଦସ୍ତ ଅଭିନୟ ମଧ୍ୟ କରିଛନ୍ତି।

ସେ ଏହି ସିରିଏଲ ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।ତେବେ ଏହି ତୁଳସୀ ସିରିଏଲ ରେ ଅଭିନୟ କରିବା ପରେ କିଛି ଦିନ ପାଇଁ ଓଲିଉଡ ଜଗତରୁ ଦୁରରେ ରହିଥିଲେ ଓ ପୁଣି ସିନ୍ଦୁରର ଅଧିକାର ସିରିଏଲ ରେ ନଜର ଆସିଥିଲେ। ତେବେ ବର୍ତ୍ତମାନ ସମୟରେ ପବିତ୍ରା ଭୁବନେଶ୍ୱର ରେ ତାଙ୍କ ପରିବାର ସହ ରହୁଛନ୍ତି।ଯଦି ତାଙ୍କ ପରିବାର ବିଷୟରେ କହିବା ତାହେଲେ ତାଙ୍କ ପରିବାର ରେ ତାଙ୍କ ବାପା ମା ଓ ଗୋଟିଏ ଭାଇ ଅଛନ୍ତି।

ବର୍ତ୍ତମାନ ସମୟରେ ତାଙ୍କୁ 25 ବର୍ଷ ବୟସ ହୋଇଛି।ତେବେ ସେ ସିନ୍ଦୁରର ଅଧିକାର ସିରିଏଲ ରେ ଗୋଟିଏ ଏପିଷୋଡ଼ କରିବା ପାଇଁ 10 ହଜାର ଟଙ୍କା ନିଅନ୍ତି।ତେବେ ତାଙ୍କର ଜବରଦସ୍ତ ଅଭିନୟ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଛି ଆଉ ସେ ବହୁତ ଲୋକପ୍ରିୟତା ହାସଲ କରିବା ସହ ବହୁତ ଫେମସ ହୋଇ ପାରିଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *