Breaking News

ତାରା ତାରିଣୀ ରେ ଅଭିନୟ କରୁଥିବା ଲିପି (Lipi) ଙ୍କ ପରିବାର ପ୍ରଥମ ଥର ପାଇଁ ଦେଖନ୍ତୁ, ପୂର୍ବରୁ କେବେ ଦେଖି ନଥିବେ

ଆସନ୍ତୁ ଜାଣିବା ତାରା ତାରିଣୀ ରେ ଅଭିନୟ କରୁଥିବା ତାରିଣୀ ବା ଲିପି ଙ୍କ ଜୀବନ ଶୈଳୀ ବିଷୟ ରେ ।ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତାରା ତାରେଣି ଧାରାବାହିକ ରେ ଲିଡ ନାୟିକା ଭାବରେ ଅଭିନୟ କରୁଥିବା ତାରେଣୀ ବା ଲିପି ମହାପାତ୍ର ଙ୍କ ବିଷୟ ରେ । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ଜବରଦସ୍ତ ଅଭିନୟ ତାରା ତାରେଣୀ ରେ ।

ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ତାରା ତାରେଣୀ ଆଜି ଓଡ଼ିଶାର ନମ୍ୱର୍ ୱାନ୍ ଶିରିଏଲ୍ ହୋଇପାରିଛି ଓ ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି । ଲିପି ଧାରାବାହିକ ରେ ଅଭିନୟ କରିବା ସହିତ ସେ ଅନେକ ଫିଲ୍ମ୍ ଓ ମ୍ୟୁଜୀକ୍ ଭିଡିଓ ଆଲବମ୍ ରେ ଭଲ ଅଭିନୟ କରି ସେ ଆଜି ଲୋକ ପ୍ରିୟ ହବା ସହିତ ଅଲିଉଡ୍ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଛନ୍ତି । ହଁ ବନ୍ଧୁ ଆଜି ଆମେ ଜାିବାକୁ ଜାଣିବା ଲିପି ମହାପାତ୍ର ଙ୍କ ର ରିଅଲ ଲାଇଫ ବିଷୟ ରେ ।

ଲିପି ତାଙ୍କ ସୁନ୍ଦର୍ ଅଭିନୟ ପାଇଁ ସେ ଲୋକ ପ୍ରିୟ ହୋଇପାରିଛନ୍ତି । ଲିପି ଙ୍କ ପିଲା ବେଳୁ କରିବାକୁ ରୁଚି ରଖୁଥିଲେ । ଆପଣ ମାନେ ଜାଣିଛନ୍ତି କି ଲିପି ଙ୍କ ର ବାପା ମା ତାଙ୍କୁ ଆଇପିଏସ୍ କରିବାକୁ ଚାଂହୁଥିଲେ କିନ୍ତୁଲିପି ଙ୍କ ର ଅଭିନୟ କରିବା ର ରୁଚି ଥିଲା । ଲିପି ପିଲା ଦିନୁ ଭଲ ଅଭିନୟ କରୁଥିଲେ ଓ ଭଲ ପାଠ ମଧ୍ୟ ଭଲ ପଢୁଥିଲେ । ଲିପି କଲେଜ୍ ରେ ପଢିଲା ବେଳେ କେତେ ଗୁଡ଼ିଏ ଆଲବମ୍ ଗୀତ ମଧ୍ୟ କରିଥିଲେ । ସେ ପାଖା ପାଖି ୩୦୦୦ ଆଲବମ୍ ଗୀତ କରିଛନ୍ତି ସେଥିପାଇଁ ତାଙ୍କୁ ଆଲବମ୍ କ୍ବିନ ମଧ୍ୟ କୁହାଯାଏ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *