Breaking News

ଭିଡିଓ ଦେଖନ୍ତୁ – ଓଡିଆ ସିରିଏଲ ଅଭିନେତ୍ରୀ ମାନିନୀ (Upasana Mohanty) ତାଙ୍କର ପୁଅର ଜନ୍ମ ଦିନ କିପରି ପାଳନ କରିଲେ

ଆଜି ଆମେ ଜାଣିବା ଜି ସାର୍ଥକ ରେ ଆଗରୁ ପ୍ରସାରିତ ହେଉଥିବା ମାନିନୀ ଧାରାବାହିକ ରେ ମାନିନୀ ଙ୍କ ବିଷୟ ରେ । ମାନିନୀ ଗତ କିଛି ବର୍ଷ ତଳେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ତାଙ୍କର ଏକ ପୁଅ ମଧ୍ୟ ଅଛି । ଆଜି ଆମେ ଜାଣିବା ମାନିନୀ ତାଙ୍କ ପୁଅ ର ଜନ୍ମ ଦିନ କେମିତି ପାଳନ କରିଛନ୍ତି ଜାଣିବା । ଦର୍ଶକ ବନ୍ଧୁ ଆପଣ ମାନେ ତାଙ୍କ ଅଭିନୟ ଦେଖିଛନ୍ତି । ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥାଆନ୍ତି । ଆପଣ ମାନେ ମାନିନୀ ଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ ।

ଜି ସାର୍ଥକ ଟିଭି ର ମାନିନୀ ଧାରାବାହିକ ରେ ଅଭିନୟ କରୁଥିଲେ । ତାଙ୍କର ଅଭିନୟ ଫଳରେ ମାନିନୀ ଓଡ଼ିଶା ର ନମ୍ବର ୱାନ ଧାରାବାହିକ ହୋଇଥିଲା । ମାନିନୀ ଧାରାବାହିକ ଦେଖିବା ପାଇଁ ଦର୍ଶକ ମାନେ ଅପେକ୍ଷା କରିଥାଆନ୍ତି । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଲୋକ ପ୍ରିୟ ହେବା ସହ ବହୁ ନାମ ମଧ୍ୟ ଅର୍ଜନ କରିଥିଲେ ।

ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି । ସେ ଅନେକ ଧାରାବାହିକ ରେ ଭଲ ଅଭିନୟ କରିଥିଲେ । ହଁ ବନ୍ଧୁ ଆଜି ଆମେ ଜାଣିବା ତାଙ୍କର ପୁଅ ଜନ୍ମ ଦିନ କେମିତି ପାଳନ କରିଛନ୍ତି । ଦର୍ଶକ ବନ୍ଧୁ ସେ ତାଙ୍କ ପୁଅ ର ୨ ୟ ତମ ଜନ୍ମ ଦିନ ପାଳନ କରିଛନ୍ତି । ସେ ତାଙ୍କ ପରିବାର ସହ ବେଶ୍ ଧୁମ୍ ଧାମରେ ପାଳନ କରିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *