ଆଜି ଆମେ ଜାଣିବା ଜି ସାର୍ଥକ ରେ ଆଗରୁ ପ୍ରସାରିତ ହେଉଥିବା ମାନିନୀ ଧାରାବାହିକ ରେ ମାନିନୀ ଙ୍କ ବିଷୟ ରେ । ମାନିନୀ ଗତ କିଛି ବର୍ଷ ତଳେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ତାଙ୍କର ଏକ ପୁଅ ମଧ୍ୟ ଅଛି । ଆଜି ଆମେ ଜାଣିବା ମାନିନୀ ତାଙ୍କ ପୁଅ ର ଜନ୍ମ ଦିନ କେମିତି ପାଳନ କରିଛନ୍ତି ଜାଣିବା । ଦର୍ଶକ ବନ୍ଧୁ ଆପଣ ମାନେ ତାଙ୍କ ଅଭିନୟ ଦେଖିଛନ୍ତି । ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥାଆନ୍ତି । ଆପଣ ମାନେ ମାନିନୀ ଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ ।
ଜି ସାର୍ଥକ ଟିଭି ର ମାନିନୀ ଧାରାବାହିକ ରେ ଅଭିନୟ କରୁଥିଲେ । ତାଙ୍କର ଅଭିନୟ ଫଳରେ ମାନିନୀ ଓଡ଼ିଶା ର ନମ୍ବର ୱାନ ଧାରାବାହିକ ହୋଇଥିଲା । ମାନିନୀ ଧାରାବାହିକ ଦେଖିବା ପାଇଁ ଦର୍ଶକ ମାନେ ଅପେକ୍ଷା କରିଥାଆନ୍ତି । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଲୋକ ପ୍ରିୟ ହେବା ସହ ବହୁ ନାମ ମଧ୍ୟ ଅର୍ଜନ କରିଥିଲେ ।
ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି । ସେ ଅନେକ ଧାରାବାହିକ ରେ ଭଲ ଅଭିନୟ କରିଥିଲେ । ହଁ ବନ୍ଧୁ ଆଜି ଆମେ ଜାଣିବା ତାଙ୍କର ପୁଅ ଜନ୍ମ ଦିନ କେମିତି ପାଳନ କରିଛନ୍ତି । ଦର୍ଶକ ବନ୍ଧୁ ସେ ତାଙ୍କ ପୁଅ ର ୨ ୟ ତମ ଜନ୍ମ ଦିନ ପାଳନ କରିଛନ୍ତି । ସେ ତାଙ୍କ ପରିବାର ସହ ବେଶ୍ ଧୁମ୍ ଧାମରେ ପାଳନ କରିଛନ୍ତି ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ