ଆଜି ଆମେ ଜାଣିବା ବାବୁଶାନ୍ ତାଙ୍କ ମା ଅପରାଜିତା ଙ୍କ ସହ କେମିତି ମଜା ଓ ରହସ୍ୟ କରୁଛନ୍ତି । ବାଟୁଳି ଧରି ସେ କେମିତି ଆମ୍ବ ମଧ୍ୟ ପାରୁଛନ୍ତି ଜାଣିବା । ହଁ ବନ୍ଧୁ ଆଜି ଆମେ ଜାଣିବା ଉଲିଉଡ୍ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତା ଙ୍କ ବିଷୟ ରେ ହଁ ବନ୍ଧୁ ସେ ଆଉ କେହି ନୁହନ୍ତି ସେ ହଉଛନ୍ତି ଉଲିଉଡ୍ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ବାବୁଶାନ୍ ମହାନ୍ତି ।
ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କୁ ଅନେକ ଫିଲ୍ମ୍ ରେ । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ଙ୍କ ପାଖ ରେ ଅତି ପ୍ରିୟ ହବା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ମଧ୍ୟ ବହୁ ନାମ ଅର୍ଜନ କରିଛନ୍ତି। ବାବୁଶାନ୍ ଭଲ ଅଭିନୟ କରିବା ସହିତ ଭଲ ଗୀତ ମଧ୍ୟ ଗାଇଥାନ୍ତି ।ସେ ଅନେକ ଫିଲ୍ମ୍ କରିଛନ୍ତି ଓ ସମସ୍ତ ଫିଲ୍ମ୍ ମଧ୍ୟ ସୁପର ହିଟ୍ ହୋଇଥିଲା ।ସେ ଉଲିଉଡ୍ ଇଣ୍ଡଷ୍ଟ୍ରି ର ହିରୋଇନ୍ ଭୂମିକା, ଶିବାନୀ,ଏଲିନା, ରୀୟା ଆଦି ଅଭିନେତ୍ରୀ ମାନ ଙ୍କ ସହିତ ଅଭିନୟ କରିଛନ୍ତି ।
ଆପଣ ମାନେ ନିଶ୍ଚୟ ଜାଣିଥିବେ ତାଙ୍କ ବାପା ଉଲିଉଡ୍ ର ସୁପର ଷ୍ଟାର୍ ଉତ୍ତମ ମହାନ୍ତି ଓ ମା ହେଉଛନ୍ତି ଅପରାଜିତା ମହାନ୍ତି । ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ଉଳୀଉଡ୍ ର ନମ୍ବର ୱାନ ଯୋଡ଼ି । ଏହି ଯୋଡ଼ି କୁ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥାନ୍ତି । ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ଙ୍କ ପୁଅ ବାବୁଶାନ୍ ମହାନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହବା ରେ ଲାଗିଛି ଯେ ବାବୁଶାନ୍ ମହାନ୍ତି ଓ ଅପରାଜିତା ମହାନ୍ତି ଏକ ବାଟୁଳି ଧରି ଆମ୍ବ ପାରୁଥିବା ର ଆଉ ମାଜମସ୍ତି କରୁଥିବା ର ଭିଡିଓ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ