Breaking News

Ollywood ଅଭିନେତ୍ରୀ ରାନୀ ( Sheetal ) ବିବାହ ପରେ ଶାଶୁ ଘରେ କେମିତି ଅଛନ୍ତି

ଆମ ଓଲିଉଡ ସିରିଏଲ ଜଗତର ଫେମସ ଅଭିନେତ୍ରୀ ରାନୀ ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ।ତେବେ ଆପଣ ମାନେ ସମସ୍ତେ ତାଙ୍କୁ ରାନୀ ସିରିଏଲ ରେ ନିଶ୍ଚୟ ଭାବରେ ଦେଖିଥିବେ ସେ ଏହି ସିରିଏଲ ରେ ରାନୀ ଭାବରେ ଅଭିନୟ କରୁଛନ୍ତି।ତେବେ ତାଙ୍କର ପ୍ରକୃତ ନାମ ହେଉଛି ଶୀତଲ ପଟନାୟକ।ତେବେ ଆସନ୍ତୁ ଜାଣିବା ସେ ଏବେ କଣ କରୁଛନ୍ତି।


ତେବେ ରାନୀ ସିରିଏଲ ସରିବା ପରେ ଏବେ ଏହି ଅଭିନେତ୍ରୀ ରଖିବ ଶିବ ମାରିବ କିଏ ସିରିଏଲ ରେ ଅଭିନୟ କରୁଛନ୍ତି।ତେବେ ଶୀତଲ ଏହି ସିରିଏଲ ରେ ହିରୋଇନ ଭାବରେ ଅଭିନୟ କରୁଛନ୍ତି।ତେବେ ଆପଣ ମାନେ ସମସ୍ତେ ଏହି ସିରିଏଲ ରେ ଶୀତଲ ଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଦେଖିଥିବେ।


ତେବେ ରାନୀ ସିରିଏଲ ରେ ସେ ଜବରଦସ୍ତ ଅଭିନୟ ମଧ୍ୟ କରିଥିଲେ।ସେ ତାଙ୍କର ଏହି ସୁନ୍ଦର ଅଭିନୟ ପାଇଁ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି।ସେ ତାଙ୍କର ଖୁବ ସୁନ୍ଦର ଅଭିନୟ ପାଇଁ ଖୁବ କମ ସମୟରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି।ତାଙ୍କର ଅଭିନୟ ର ଯାଦୁ ରେ ସେ ଦର୍ଶକ ମାନଙ୍କ ମନ କୁ ବାନ୍ଧି ରଖି ପାରିଛନ୍ତି।ତେବେ ରାନୀ ଙ୍କର ମା ହେଉଛନ୍ତି ବି ଜଣେ ଅଭିନେତ୍ରୀ ।ରାନୀ ଙ୍କର ମା ହେଉଛନ୍ତି କ୍ରୀତି ମହାନ୍ତି।


ତେବେ ରାନୀ ଙ୍କର ମା ଙ୍କୁ ଆପଣ ମାନେ କୁଆଁରୀ ବୋହୂ ସିରିଏଲ ରେ ଦେବିକା ରାଣୀ ଭାବରେ ଆପଣ ମାନେ ନିସ୍ଚୟ ଦେଖିଥିବେ।ତେବେ ରାନୀ ଙ୍କର ଭଉଣୀ ହେଉଛନ୍ତି ସିମ୍ରନ ପଟନାୟକ ଯିଏ କି ରାନୀ ସିରିଏଲ ରେ କୁନି ରାନୀ ଚରିତ୍ର ରେ ଅଭିନୟ କରୁଥିଲେ ତେବେ ତାଙ୍କର ସୁନ୍ଦର ଅଭିନୟ ପାଇଁ ରାନୀ ସିରିଏଲ ଟି ଖୁବ ଲୋକପତିୟତା ହୋଇପାରିଥିଲା।ତେବେ ଆପଣ ମାନଙ୍କୁ ରାନୀ କେମିତି ଲାଗନ୍ତି ଓ ତାଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *