Breaking News

ଲକ ଡାଉନ ସମୟରେ ଲୁଚି ଛପି ଏହି ଫେମସ ଅଭିନେତା ଓ ଅଭିନେତ୍ରୀ ମାନେ ବିବାହ କରିଥିଲେ… ବହୁତ ବଡ ବଡ ଅଭିନେତାଙ୍କ ନାମ ମଧ୍ୟ ରହିଛି

ବନ୍ଧୁଗଣ ଆପଣ ମାନେ ଜାଣିଥିବେ 2020 ବର୍ଷରେ ଅନେକ ଘଟଣା ମାନ ଘଟି ଯାଇଛି।ଏହି ବର୍ଷରେ କୋରୋନା ମହାମାରୀ ବହୁତ କ୍ଷତି କରିଛି ଓ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି ଏହି ମହାମାରୀ ରେ ।ତେବେ ଆମ ଦେଶ ଏହି ମହାମାରୀ ରେ ବହୁତ ପ୍ରଭାବିତ ହୋଇଛି।ଦେଶର ଆର୍ଥିକ ସ୍ତର ରେ ଅନେକ କ୍ଷତି ମଧ୍ୟ ହୋଇଛି।ତେବେ ବନ୍ଧୁଗଣ ଏହି ମହାମାରୀ କୁ ଆଖି ଆଗରେ ରଖି ସରକାର ଲକ ଡାଉନ କରିଥିଲେ ।ଆଉ ଏହି ଲକ ଡାଉନ ମଧ୍ୟରେ ଆମ ଓଲିଉଡ ଜଗତର କିଛି ହିରୋ ଓ ହିରୋଇନ ମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ।ତେବେ ଆସନ୍ତୁ ଜାଣିବା କେଉଁ କେଉଁ ହିରୋ ହିରୋଇନ ମାନେ ଏହି ସମୟରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ।


ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଓଲିଉଡ ଜଗତର ଫେମସ ଅଭିନେତ୍ରୀ ଝିଲିକ ଙ୍କୁ ଝିଲିକ ତାଙ୍କ ସୁନ୍ଦର ଅଭିନୟ ଦ୍ୱାରା ଖୁବ କମ ସମୟରେ ଆମ ଓଲିଉଡ ଜଗତରେ ବହୁତ ଲୋକପ୍ରିୟତା ହାସଲ କରିବା ସହ ବହୁତ ଫେମସ ହୋଇଥିଲେ।ତେବେ ଝିଲିକ 2020 ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ସେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଛନ୍ତି।


ଓଡ଼ିଆ ସିରିଏଲ ଜଗତର ଦୁଇ ଫେମସ ଯୋଡି ହେଉଛନ୍ତି ତୁଷାର ଓ ମାହି ।ଆପଣ ମାନେ ତାଙ୍କୁ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ନିଶ୍ଚୟ ଦେଖିଥିବେ।ତେବେ ଏହି ଦୁଇଜଣ 2020 ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି।


ଓଲିଉଡ ଅଭିନେତା ଅର୍ଧେନ୍ଧୁ ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ ସେ 2020 ରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ ଙ୍କର ଝିଅ ପଲ୍ଲବୀ ମହାରଥୀ ଙ୍କୁ ବିବାହ କରିଥିଲେ।ତେବେ ବିବାହ ପରେ ଏହି ଦୁଇଜଣ ବହୁତ ଖୁସି ରେ ଥିବା ଜଣା ପଡ଼ିଛି।


ଆମ ଓଲିଉଡ ର ଫେମସ ସିଙ୍ଗର ଦୀପ୍ତି ଙ୍କୁ ଆପଣ ମାନେ ନିସ୍ଚୟ ଜାଣିଥିବେ ଓ ତାଙ୍କର ସୁନ୍ଦର ଗୀତ ମଧ୍ୟ ନିଶ୍ଚୟ ଶୁଣିଥିବେ ତେବେ ଦୀପ୍ତି 2020 ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି

About admin

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *