ଆପଣ ମାନେ ସମସ୍ତେ ଆମ ଓଲିଉଡ ଜଗତର ଫେମସ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ବବି ମିଶ୍ର ଙ୍କୁ ନିଶ୍ଚୟ ଜାଣିଥିବେ ଓ ଏହି ଦୁଇଜଣ ଙ୍କର ଜବରଦସ୍ତ ଅଭିନୟ ନିସ୍ଚୟ ଦେଖିଥିବେ।ତେବେ ଏହି ଦୁଇଜଣ ଙ୍କର ଏକାଠି ଫଟୋ ଗୁଡିଏ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି।ତେବେ ଏହି ଫଟୋ ଗୁଡିକ ସକାଳ ସମୟର ତେବେ ଏହି ଫଟୋ ଗୁଡିକ କେଉଁଠାରେ ନେଇଛନ୍ତି ଓ କଣ ପାଇଁ ନେଇଛନ୍ତି ଆମେ ଜାଣିବା ଆମର ଏହି ଖବର ମାଧ୍ୟମରେ। ଆପଣ ମାନେ ଜାଣିଥିବେ ଆମ ଓଲିଉଡ ଜଗତର ସୁପର ଷ୍ଟାର ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର ଯିଏ ମୁନା ଭାଇ ନାମରେ ବେସ ପରିଚିତ ।
ତେବେ ଆପଣ ମାନେ ଜାଣିଥିବେ ସିଦ୍ଧାନ୍ତ ମହାପାତ୍ର ଆମ ଓଲିଉଡ ଜଗତକୁ ବହୁତ ଗୁଡିଏ ହିଟ ଫିଲ୍ମି ଭେଟି ଦେଇଛନ୍ତି। ତେବେ ସିଦ୍ଧାନ୍ତ ମହାପାତ୍ର ହେଉଛନ୍ତି ଜଣେ ପ୍ରସିଦ୍ଧ ଅଭିନେତା ଆଉ ସେ ଜଣେ ରାଜନେତା ମଧ୍ୟ। ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଲିଉଡ ଜଗତର ଜଣା ଶୁଣା କଳାକାର ବବି ମିଶ୍ର ଙ୍କୁ ନିଶ୍ଚୟ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ନିଶ୍ଚୟ ଭାବରେ ଦେଖିଥିବେ।ତେବେ ସେ ବହୁତ ଗୁଡିଏ ହିଟ ଫିଲ୍ମି ରେ ଅଭିନୟ କରିଛନ୍ତି ଯେମିତିକି ନନ୍ଦିନୀ ଆଇ ଲଭ ୟୁ,ଡ୍ରିମ ଗାର୍ଲ,ମୋତେ ଲଭ ହେଲାରେ ତେବେ ଏହି ଚଳଚିତ୍ର ଗୁଡି଼କରେ ସେ ଜବରଦସ୍ତ ଅଭିନୟ କରିଛନ୍ତି ଓ ବହୁତ ଫେମସ ମଧ୍ୟ ହୋଇଛନ୍ତି।
ତେବେ ଏହି ଦୁଇଜଣ ଙ୍କର ଫଟୋ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି।ତେବେ ବନ୍ଧୁଗଣ ଏହି ଫଟୋ ଗୁଡିକ ହେଉଛି ଆଜି ସକାଳ ର ଫଟୋ ଏହି ଫଟୋ ଏକାମ୍ର ପାର୍କ ବୁଲିବା ବେଳର ଫଟୋ ଏହି ଦୁଇଜଣ ଏକାଠି ଏକାମ୍ର ପାର୍କ ବୁଲିବା ବେଳେ ଫଟୋ ଉଠାଇ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର କରିଥିଲେ ଯାହା ଖୁବ ମାତ୍ରାରେ ଭାଇରଲ ହୋଇଥିଲା।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ