Breaking News

ଭିଡିଓ ଦେଖନ୍ତୁ – ରାତି ଅଧରେ ଏମିତି କଣ ହେଲା, ବାବୁଶାନ (Babushan) ଓ ତାଙ୍କ ସ୍ତ୍ରୀ ତୃପ୍ତି କେଉଁ ଆଡେ ଯାଉଛନ୍ତି

ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଓଲିଉଡ ଜଗତର ଫେମସ ଅଭିନେତା ହେଉଛନ୍ତି ବାବୁଶାନ ମହାନ୍ତି ଆପଣ ମାନେ ତାଙ୍କର ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ। ତେବେ ବାବୁଶାନ ତାଙ୍କର ଖୁବ ସୁନ୍ଦର ଅଭିନୟ ଦ୍ୱାରା ଲୋକମାନଙ୍କ ମନ କୁ ଜିତିପାରିଛନ୍ତି। ଆପଣ ମାନେ ଜାଣିଥିବେ ବାବୁଶାନ ବହୁତ ଗୁଡିଏ ହିଟ ଫିଲ୍ମି ରେ ଅଭିନୟ କରିଛନ୍ତି । ବାବୁଶାନ ତାଙ୍କର ପିଲା ଦିନର ସାଙ୍ଗ ତୃପ୍ତି ଙ୍କୁ ବିବାହ କରିଛନ୍ତି।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସବୁ ସେଲିବ୍ରେଟି ମାନେ ପ୍ରାୟ ସବୁବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହିଥାନ୍ତି।ବିବାହ କରିଥିବା ଅଭିନେତା କେତେକ ସମୟରେ ତାଙ୍କ ବୈବାହିକ ଜୀବନ କୁ ନେଇ ଚର୍ଚ୍ଚା ରେ ରହିଥାନ୍ତି।ତେବେ ଆପଣ ମାନେ ଜାଣିଥିବେ ସାଧାରଣ ଜୀବନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ ସେଲିବ୍ରେଟି ଙ୍କର ଜୀବନ । ତେଣୁ ଏହି ସେଲିବ୍ରେଟି ଙ୍କର ଜୀବନ ଯାପନ ବିଷୟରେ ଜାଣିବା ପାଇଁ ଲୋକମାନଙ୍କ ମନରେ ବହୁତ ଆଗ୍ରହ ଥାଏ।


ତେବେ ଆପଣ ମାନେ ଜାଣିଥିବେ ବାବୁଶାନ ହେଉଛନ୍ତି ଜଣେ ଜଣା ଶୁଣା ଅଭିନେତା ସେ ବହୁତ ଗୁଡିଏ ହିଟ ଫିଲ୍ମି ରେ ଅଭିନୟ କରିଛନ୍ତି।ସେ ତାଙ୍କ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚା ରେ ରୁହନ୍ତି। ଏହି ସୁପର ଷ୍ଟାର ତାଙ୍କ ପିଲା ବେଳର ବନ୍ଧୁ ତୃପ୍ତି ଙ୍କୁ ବିବାହ କରିଛନ୍ତି।ଚଳଚିତ୍ର ରେ ଅଭିନୟ କରିବା ସମୟରେ ବାବୁଶାନ ନାମ ଅନେକ ଅଭିନେତ୍ରୀ ଙ୍କ ସହ ଯୋଡି ହୋଇଥିଲେ ମଧ୍ୟ ସେ ତାଙ୍କ ପିଲା ବେଳର ବନ୍ଧୁ ତୃପ୍ତି ଙ୍କୁ ବିବାହ କରିଛନ୍ତି। ଉଭୟ ଙ୍କ ମଧ୍ୟରେ ବହୁତ ଭଲ ପାଇବା ମଧ୍ୟ ଅଛି।

ତୃପ୍ତି ହେଉଛନ୍ତି ଜଣେ ଭଲ ବୋହୂ ସେ ତାଙ୍କ ଶାଶୁ ଶଶୁର ଅର୍ଥାତ ଅପରାଜିତା ମହାନ୍ତି ଓ ଉତ୍ତମ ମହାନ୍ତି ଙ୍କ ଭଲ ଯତ୍ନ ନିଅନ୍ତି। ଏବଂ ପୁରା ଘରକୁ ମଧ୍ୟ ସମ୍ଭାଳି ଛନ୍ତି।ଉଭୟ ଙ୍କୁ ଫ୍ୟାମିଲି ଆଲବମ ରେ ଏକାଠି ଦେଖିବାକୁ ମିଳିଛି। ତେବେ ବାବୁଶାନ ଓ ତୃପ୍ତି ସନ୍ଧ୍ୟା ବେଳେ ସପିଙ୍ଗ କରିବାକୁ ଯାଇଥିଲେ ଓ ସପିଙ୍ଗ କରୁ କରୁ ଟିକେ ରାତି ହୋଇଯାଇଥିଲା ଓ ଟିକେ ଡେରି ରେ ଘରକୁ ଫେରିଥିଲେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.