ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଅନେକ ଜିଲ୍ଲା ରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟି ରେ ରଖି ଭୁବନେଶ୍ବର ପାଣିପାଗ କେନ୍ଦ୍ର କିଛି ଜିଲ୍ଲା କୁ ଆରେଞ୍ଜେ ୱାର୍ନିଂ ଜାରି କରାଯାଇଛି । ଦର୍ଶକ ବନ୍ଧୁ ଆସନ୍ତା ଏପ୍ରିଲ୍ ୧ ତାରିଖ ଯାଏଁ ସୁନ୍ଦରଗଡ଼, ବରଗଡ଼ ,ସମ୍ବଲପୁରରେ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର,ଭଦ୍ରକ, ଯାଜପୁର,କଟକ,ନୟାଗଡ଼,ଖୋର୍ଦ୍ଧା, ସୁବର୍ଣ୍ଣପୁର, ବୌଦ୍ଧ,କନ୍ଧମାଳ,ବଲାଙ୍ଗୀର, କଳାହାଣ୍ଡି,ଓ ନୂଆପଡ଼ା ଆଦି ଜିଲ୍ଲା କୁ ଗ୍ରୀଷ୍ମପ୍ରବାହ ପାଇଁ ଆରେଞ୍ଜ ଉଆର୍ଣିଂ କରାଯାଇଛି ।
ସେହିପରି ଏପ୍ରିଲ୍ ୧ ରୁ ୨ ତାରିଖ ପର୍ଯ୍ୟନ୍ତ ଆରେଞ୍ଜ୍ ୱାର୍ଣୀଙ୍ଗି ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ମଧ୍ୟ ରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର,ଦେବଗଡ଼,ଅନୁଗୁଳ, ଢେଙ୍କାନାଳ,କେନ୍ଦୁଝର,ମୟୂରଭଞ୍ଜ,ବାଲେଶ୍ଵର , ଭଦ୍ରକ,ଯାଜପୁର,କଟକ,ନୟାଗଡ଼, ଖୋର୍ଦ୍ଧା,ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡା ଆଦି ରହିଛି ।
ତେବେ ଗ୍ରୀଷ୍ମ ପ୍ରବାହ ଦୁର୍ବଳ ଲୋକ , ଶିଶୁ ,ବୃଦ୍ଧ, ଏବଂ ଅସୁସ୍ଥ ଲୋକ ଙ୍କ ପାଇଁ ଚିନ୍ତା ଜଣକ ରହିଛି । ହଁ ବନ୍ଧୁ ଦିନ ୧୧ ଟା ରୁ ୩ ଟା ପର୍ଯ୍ୟନ୍ତ ସତର୍କ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପଦକ୍ଷେପ ନୂଆ ଯାଇଛି ।ହଁ ବନ୍ଧୁ ଯଦି ଏହି ସମୟ ରେ କିଛି ଆବଶ୍ୟକ ଜିନିଷ ଦରକାର ପଡେ ତାହେଲେ ଘରୁ ବାହାରିଲା ବେଳେ ଛତା ବ୍ୟବହାର ସହିତ ପାଣି ବାଟଲ୍ ସଙ୍ଗ ରେ ନେଇଥିବେ ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ