Breaking News

ଓଡିଶାର ଏହି ବଡ଼ କଳାକାର ଆଉ ଦୁନିଆ ରେ ନାହାନ୍ତି । ଦୁନିଆ ଛାଡି ସବୁଦିନ ପାଇଁ ଚାଲିଗଲେ ଆର ପାରିକୁ

ଆସିଲା ଏକ ବଡ଼ ଖବର ଆଉ ଏଇ ଦୁନିଆ ରେ ନାହାଁନ୍ତି ଆଉ ଅର୍ଚାନକ ଦୁଃଖ ର ଖବର ଉଳୀଉଡ୍ ଇଣ୍ଡଷ୍ଟ୍ରି ପାଇଁ । ସେ କଳାକାର ଜଣ କ କିଆ ଆମେ ନିଶ୍ଚୟ ଜଣାଇବୁ । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଦେଶ ହଉଛି କଳାକାର ଓ ସଂସ୍କୃତିକ ଦେଶ । ଏଠାରେ ଅନେକ କଳାକାର ରହୁଛନ୍ତି ଓ ତାଙ୍କ କଳାକାର ଙ୍କୁ ଲୋକ ନିକଟ ରେ ପ୍ରଦର୍ଶନ କରୁଛନ୍ତି ।ସେ ଅଭିନୟ ହେଉ ବା ନାଚ ଓ ଗୀତ ହେଉଥାଉ ନା ମଧ୍ୟ ଭାରତ ସବୁଠାରେ ଆଗରେ ଅଛି ।

ଏଥିସହିତ ଏହି କଳାକାର ମାନେ ତାଙ୍କ କଳାକାର କୁ ପ୍ରଦର୍ଶନ କରି ଲୋକ ଙ୍କ ପାଖ ରେ ଅତି ପ୍ରିୟ ହବା ସହିତ ବହୁ ନାମ ମଧ୍ୟ ଅର୍ଜନ କରିଥାନ୍ତି । ସେହିଭଳି ଆଜି ଆମେ ଏମିତି ଜଣକ ବିଷୟ ରେ ଜନେ଼ଇବୁ ଯିଏ କି ବିଶ୍ବପ୍ରସିଦ୍ଧ ଅଟନ୍ତି ।ଓ ବର୍ତ୍ତମାନ ତାଙ୍କର ପରଲୋକ ହେଇଛି । ହଁ ବନ୍ଧୁ ଆମେ ଯେଉଁ କଳାକାର ଙ୍କ ବିଷୟ ରେ କହୁଛୁ ସେ ହଉଛନ୍ତି ଓଡ଼ିଶା ର ଗୀତ ନିର୍ଦ୍ଦେଶକ ଯିଏ କି ଅନେକ ଗୁଡ଼ିଏ ଗୀତ ରେ ନିର୍ଦ୍ଦେଶନା ଦେଇଛନ୍ତି ।

ସେ ହଉଛନ୍ତି ଜଳାହ୍ଲ ଆଦିଦିନ ସେ ୮୫ ବୟସ ରେ କଟକ ସ୍ଥିତ ନିଜ ବାସଗୃହ ରେ ଜନ୍ମ କରିଛନ୍ତି । ତାଙ୍କ ମୃତ୍ୟୁ ର କାରଣ ଯେ ତାଙ୍କ ହୃଦଗାତ୍ ଜନିତ ରୋଗ ରେ ସେ ମୃତ୍ୟୁ ବରଣ କରିଛନ୍ତି । ସେ ବହୁତ୍ ଦିନ ହବ ଅସୁସ୍ଥ ଥିଲେ ଏଥିପାଇଁ ସେ ଚିକିତ୍ସିତ ହେଉଥିଲେ ଓ ସେ ଜୀବନ ସହିତ ସଂଗ୍ରାମ କରି ମୃତ୍ୟୁ ବରଣ କରିଛନ୍ତି ଏହା ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *