Breaking News

ଭିଡିଓ ଦେଖନ୍ତୁ – ବାହାଘର ପରେ ପ୍ରଥମ ଥର ଝିଲିକ (Jhilik) ତାଙ୍କ ଶାଶୁ ଘର ଗାଁ ରେ ଭାଷଣ ଦେଇ ଏମିତି କିଛି କଥା କହିଲେ

ଆଜି ଆମେ ଜାଣିବା ଉଳୀଉଡ୍ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତ୍ରୀ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ଭଲ ଭାଷଣ ଦବା ର । ତାହେଲେ ଆସନ୍ତୁ ଜାଣିବା ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ କେଉଁଠି ଭାଷଣ ଦେଇଥିଲେ । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଅଲିଉଡ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତ୍ରୀ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ । ହଁ ବନ୍ଧୁ ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ ଅଲିଉଡ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଛନ୍ତି ।

ବର୍ତ୍ତମାନ ଝିଲ୍ଲିକ୍ ଙ୍କ ଆଉ ଫିଲ୍ମ୍ ଦେଖିବାକୁ ମିଳୁନି କାରଣ ସେ ଗତ ବର୍ଷ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ସେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଛନ୍ତି । ଝିଳିକ ଙ୍କ ବିବାହ ରେ ଓଡ଼ିଆ ଫିଲ୍ମ୍ ଏବଂ ସିରିଏଲ୍ ଦୁନିଆ ର ଅନେକ ଲୋକ ପ୍ରିୟ ଅଭିନେତା ଏବଂ ଲୋକ ପ୍ରିୟ ଅଭିନେତ୍ରୀ ଯୋଗ ଦେଇଥିଲେ । ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଝିଲ୍ଲିକ ଙ୍କ ଏକ ଭିଡିଓ ଭାଇରାଲ ହବା ରେ ଲାଗିଛି । ଯେଉଁ ଭିଡିଓ ଟି ରେ ଝିଲ୍ଲିକ୍ ଭଲ ଭାଷଣ ଦବା ର ।

ଆପଣ ମାନ ଙ୍କ ମନ୍ ରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଯେ ସେ କେଉଁଠି ଭାଷଣ ଦେଇଥିଲେ । ଦର୍ଶକ ବନ୍ଧୁ ଆମେ ଏଠି କହି ରଖୁଛୁ ଯେ ଝିଲ୍ଲିକ୍ ତାଙ୍କର ନିଜର ଗାଆଁ ତାଙ୍କ ଜନ୍ମ ମାଟି କୁ ଯାଇଛନ୍ତି ଓ ସେଠାରେ ରହି ଲୋକ ମାନ ଙ୍କୁ ଭଲ ଭାଷଣ ଦବା ର ଭିଡିଓ ବର୍ତ୍ତମାନ ଭାଇରାଲ ହବା ରେ ଲାଗିଛି । ଏହି ଭିଡିଓ ରେ ମଧ୍ୟ ଝିଲ୍ଲିକ୍ ଙ୍କ ଶାଶୁ ମଧ୍ୟ ତାଙ୍କ ସାଥି ରେ ଯାଇଛନ୍ତି ଓ ତାଙ୍କ ଗାଁ କୁ ଯାଇଥିବାରୁ ଝିଲ୍ଲିକ୍ ମଧ୍ୟ ବହୁ ଖୁସି ଅଛନ୍ତି ।।


ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *