Breaking News

ଭିଡିଓ ଦେଖନ୍ତୁ – ବିବାହ ପରେ ଓଡିଆ ନାୟିକା ଦେବଯାନୀ (Debjani) ତାଙ୍କ ଶାଶୁ ଘରେ କେମିତି ଅଛନ୍ତି

ଆପଣ ମାନେ ନିଶ୍ଚୟ ଜାଣିଥିବେ ଉଳୀଉଡ୍ ଜଗତ ର ଜଣେ ଜଣା ଶୁଣା ଅଭିନେତ୍ରୀ ଦେବଯାନୀ । ହଁ ବନ୍ଧୁ ସେ ଅନେକ କରିଛନ୍ତି । ଆଉ ସମସ୍ତ ଆଲବମ୍ ମଧ୍ୟ ସୁପର ହିଟ୍ ହବା ସହିତ ଲୋକ ମାନ ଙ୍କ ହୃଦୟ କୁ ଛୁଇଁଥିଲା । ଦେବଯାନୀ ଭଲ ଆଲବମ୍ କରିବା ସହିତ ଭଲ ଅଭିନୟ କରିଥାନ୍ତି । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ ବହୁ ସାରା ଧାରାବାହିକ ରେ । ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ଙ୍କ ପାଖ ରେ ଅତି ପ୍ରିୟ ହବା ସହିତ ସେ ଉଳୀଉଡ୍ ଇଣ୍ଡଷ୍ଟ୍ରି ରେ ବହୁ ନାମ ମଧ୍ୟ ଅର୍ଜନ କରିଛନ୍ତି ।

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆରେ ଚର୍ଚ୍ଚା ର ବିଷୟ ପାଲଟିଛି ଯେ ଦେବଯାନୀ ବର୍ତ୍ତମାନ ସମୟ ରେ ତାଙ୍କୁ ଶାଶୁ ଘରେ କଣ କରୁଛନ୍ତି । ହଁ ବନ୍ଧୁ ଆମେ କହି ରଖୁଛୁ ଯେ ଦେବଯାନୀ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ସତ୍ କିନ୍ତୁ ରିଲ ଲାଇଫ ରେ ରିଅଲ ଲାଇଫ ରେ ନୁହେଁ । ଦର୍ଶକ ବନ୍ଧୁ ଦେବଯାନୀ ଙ୍କ ର ଆଗକୁ ଏକ ଫିଲ୍ମ୍ ଆସୁଅଛି ଯାହାର ସୁଟିଂ ବର୍ତ୍ତମାନ ସମୟ ରେ ଖୁବ୍ ଜୋର୍ ସୋର୍ ରେ ଚାଲିଛି ଆଉ ସେହି ସୁଟିଂ ସେଟ୍ ର କିଛି ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ।

ଯାହାକୁ ଦର୍ଶକ ମାନେ ଭାବୁଛନ୍ତି ଯେ ଦେବଯାନୀ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ବନ୍ଧୁ ଗଣ ଆମେ ପୁଣି କହି ରଖୁଛୁ ଯେ ଦେବଯାନୀ ଙ୍କ ର ଆଗକୁ ଏକ ଫିଲ୍ମ୍ ଆସୁଅଛି ଯାହାର ସୁଟିଂ ସେଟ୍ ବର୍ତ୍ତମାନ ଖୁବ୍ ଜୋର୍ ସୋର୍ ଚଳ ଚାଲିଛି ଓ ସେ ତାଙ୍କ ସୁଟିଂ ସେଟ୍ ର କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *