Breaking News

ଭିଡିଓ ଦେଖନ୍ତୁ – ବିବାହ ପରେ ପ୍ରଥମ ଥର ପାଇଁ ସବ୍ୟ ଅର୍ଚିତା (Sabyasachi Archita) ଏକାଠି ହୋଲି ଖେଳିଲେ

ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଓଲିଉଡ ଜଗତର ଦୁଇ ଫେମସ କଳାକାର ହେଉଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା ଏହି ଦୁଇଜଣ ଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ସେ ବହୁତ ଲୋକପିୟତା ହାସଲ କରି ପାରିଛନ୍ତି।ତେବେ ଏହି ଯୋଡି ଙ୍କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରନ୍ତି।ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଏହି ଦୁଇଜଣ ଏବେ ରିଅଲ ଲାଇଫ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି।


ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଏହି ଦୁଇଜଣ ମାର୍ଚ୍ଚ 1 ତାରିଖରେ ତାଙ୍କ ପରିବାର କୋକଙ୍କ ସହ ଯାଇ ରାଜସ୍ଥାନ ରେ ବିବାହ କରିଛନ୍ତି।ଓ ସେଠାରେ କିଛି ଦିନ ବୁଲା ବୁଲି କରିବା ପରେ ଓଡିଶା ଫେରିଥିଲେ ତାଙ୍କୁ ସ୍ବାଗତ କରିବା ପାଇଁ ଭୁବନେଶ୍ବର ବିମାନ ବନ୍ଦର ରେ ବହୁତ ଫ୍ୟାନ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା।


ତେବେ ବିବାହ ପରେ ଏହି ଦୁଇଜଣ ବହୁତ ଖୁସି ରେ ଥିବା ଜଣା ପଡୁଛି ।ତେବେ ବିବାହ ପରେ ଏହି ଦୁଇଜଣ ହୋଲି ରେ ରଙ୍ଗ ଖେଳୁଥିବା ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।ତେବେ ଏହି ରଙ୍ଗ ଖେଳିବା ସମୟର ଭିଡ଼ିଓ ସବ୍ୟସାଚୀ ଓ ଅର୍ଚ୍ଚିତା ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର କରିଥିଲେ ଓ ଏହି ଭିଡ଼ିଓ ଟି ଏବେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।ତେବେ ଏହି ଭିଡ଼ିଓ ରେ କଣ କହିଛନ୍ତି ଏହି ଦୁଇଜଣ ଆସନ୍ତୁ ଜାଣିବା।


ତେବେ ଏହି ଭିଡ଼ିଓ ରେ ଏହି ଦୁଇ ଫେମସ ଯୋଡି ଲୋକମାନଙ୍କୁ ହୋଲି ର ଶୁଭେଛା ଓ ଶୁଭକାମନା ଜାଣିବା ସହ ସମସ୍ତ ଙ୍କୁ କହିଛନ୍ତି କି ସେଫ ହୋଇ ରଙ୍ଗ ଖେଳନ୍ତୁ ଓ କେମିକାଲ ରଙ୍ଗ ଖେଳନ୍ତୁ ନାହିଁ କେବଳ ଅବିର ରେ ରଙ୍ଗ ଖେଳନ୍ତୁ ଓ ଖୁବ ହସ ଖୁସି ସହ ମଜା ମସ୍ତି କରନ୍ତୁ।


ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.