Breaking News

ଭିଡିଓ ଦେଖନ୍ତୁ – କିପରି ତରଙ୍ଗ ସିନେ ଆୱାର୍ଡ ରେ ନୂଆ ବୋହୂ ଧାରାବାହିକର କଳାକାର ମାନେ ମଜା ମସ୍ତି କରୁଛନ୍ତି

ଆଜି ଆମେ ଜାଣିବା ଯେ ନୂଆ ବୋହୂ ରେ ଅଭିନୟ କରୁଥିବା ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ତରଙ୍ଗ ସିନେ ଆୱାର୍ଡ଼ ୨୦୨୧ ରେ କେମିତି ମଜା ମସ୍ତି କରିଛନ୍ତି ଜାଣିବା । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଉଳୀଉଡ ଜଗତ ର କଳାକାର ମାନ ଙ୍କୁ ସେମାନେ ବହୁ ସଂଘର୍ଷ ଓ ପରିଶ୍ରମ କରି ସେ ଆଜି ଉଳିଉଡ଼ ଜଗତ ରେ ପ୍ରବେଶ କରିଛନ୍ତି । ଆପଣ ମାନେ ଜାଣିଥିବେ ଏହି କଳାକାର ମାନେ କିଛି ନା କିଛି କାରଣ ପାଇଁ ସବୁବେଳେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହୋଇଥାନ୍ତି ।

ଆପଣ ମାନେ ଜାଣିଥିବେ ଯେ ଓଡ଼ିଆ ତରଙ୍ଗ ଟିଭି ଚ୍ୟାନେଲ ରେ ପ୍ରସାରିତ ହେଉଥିବା ନୂଆ ଧାରାବାହିକ ଆପଣ ମାନେ ନିଶ୍ଚୟ ଦେଖିଥିବେ ଏହି ଧାରାବାହିକ ଟି ଆପଣ ମାନଙ୍କ ମନ୍ ଙ୍କୁ ନିଶ୍ଚୟ ଭଲ ଲାଗିଥିବ କାରଣ ସେହି ଧାରାବାହିକ ରେ ଅଭିନୟ କରୁଥିବା ସମସ୍ତ ଅଭିନେତା ଓ ଅଭିନେତ୍ରୀ ଙ୍କ ଜବରଦସ୍ତ ଅଭିନୟ ଫଳ ରେ ଆଜି ଏହି ଧାରାବାହିକ ଗୁଡ଼ିକ ଓଡ଼ିଶା ରେ ନମ୍ୱର୍ ୱାନ ହୋଇପାରିଛି ।

ଏଥିରେ ଅଭିନୟ କରୁଥିବା ଅଭିନେତା ବା ଅଭିନେତ୍ରୀ ଜବରଦସ୍ତ ଅଭିନୟ ଫଳ ରେ ସେମାନେ ଆଜି ଲୋକ ପରିଚିତ ହୋଇପାରିଛନ୍ତି । ବର୍ତ୍ତମାନ ସମୟ ରେ ଏହି ଅଭିନେତ୍ରୀ ମାନ ଙ୍କ ଫଟୋ ଭାଇରାଲ ହବା ରେ ଲାଗିଛି। ହଁ ବନ୍ଧୁ ନୂଆ ବୋହୂ ରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନେ ଭଲ ଭାବେ ସଜ୍ ବାଜ୍ ହୋଇଥିଲେ ଓ ଏହି ଉତ୍ସବ ଟି ରେ ସେ ବହୁତ୍ ଖୁସି ମଧ୍ୟ ନଜର ଆସିଛନ୍ତି । ଏହି ଫଟୋ ଗୁଡ଼ିକ ସେ ତାଙ୍କ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.