Breaking News

ଭିଡିଓ ଦେଖନ୍ତୁ – ସ୍ଵାତିକ (Jagajit) ରାଧିକଙ୍କ ଜବରଦସ୍ତ ହୋଲି ଖେଳ ସହିତ ରୋମାନ୍ସ ଦେଖନ୍ତୁ

ଆପଣ ମାନେ ଦେଖିଥିବେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଆ ସିରିଏଲ ନୂଆ ବୋହୂ। ଯେଉଁ ଶୀରିଏଲ୍ କି ଓଡ଼ିଶା ର ନମ୍ବର ୱାନ ଧାରା ବାହୀକ ନୂଆ ବୋହୂ । ନୂଆ ବୋହୂ ରେ ଅଭିନୟ କରୁଥିବା ସତ୍ଵିକ୍ ଏବଂ ରାଧିକା ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ । ତାଙ୍କର ଜବରଦସ୍ତ ଅଭିନୟ ଲୋକ ମାନ ଙ୍କୁ ବହୁତ୍ ପସନ୍ଦ ଆସିଛି ।

ନୂଆ ବୋହୂ ଧାରା ବାହୀକ ରେ ଅଭିନୟ କରି ସେମାନେ ବର୍ତ୍ତମାନ ଚର୍ଚ୍ଚା ରେ । ତାଙ୍କ ଅଭିନୟ ଫଳ ରେ ସେ ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ ସତ୍ୱିକ୍ ଓ ରାଧିକା ଙ୍କ ଜବରଦସ୍ତ ଅଭିନୟ ଫଳ ରେ ଆଜି ନୂଆ ବୋହୂ ନମ୍ବର ୱାନ ହୋଇ ପାରିଛି । ସତ୍ବିକ୍ ଏବଂ ରାଧିକା ତାଙ୍କ ଅଭିନୟ ଯାଦୁ ରେ ଲୋକ ମନ ଙ୍କୁ ବାନ୍ଧି ରଖିଛନ୍ତି । ତାଙ୍କର ଏହି ଅଭିନୟ ପାଇଁ ସେ ବର୍ତ୍ତମାନ ଘରେ ଘରେ ପରିଚିତ ।

ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆରେ ଭାଇରଲ ହବାକୁ ଲାଗିଛି ଯେ ସତ୍ଵକି ଏବଂ ରାଧିକା ହୋଲି ଖେଳିଛନ୍ତି । ସେମାନେ ହୋଲି ଖେଳିବା ସହିତ ବହୁତ୍ ମଜା ମସ୍ତି ମଧ୍ୟ କରିଛନ୍ତି । ଏଥି ସହିତ ସେ ଦୁହେଁ ମିଶି ନାଚ ବି ମଧ୍ୟ କରିଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହବା କୁ ଲାଗିଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.